Latest Odisha News
Browsing Category

ବ୍ରହ୍ମପୁର

Berhempur

ସୁମିତ-ତପସ୍ୱିନୀ ଦାମ୍ପତ୍ୟ ବିବାଦରେ ନୂଆ ଭିଡିଓ ଟ୍ୱିଷ୍ଟ

ବ୍ରହ୍ମପୁର: ବହୁଚର୍ଚ୍ଚିତ ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ଭିନ୍ନ ମୋଡ଼ ନେଇଛି । ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା ଜାରି ରହିଥିବା ବେଳେ ନୂଆ ଭିଡିଓକୁ ନେଇ ଏବେ ଚର୍ଚ୍ଚା । ଭିଡିଓରେ ଉଭୟଙ୍କ ମଧ୍ୟରେ ତିକ୍ତତା ଓ କଥା କଟାକଟି ବି ଶୁଣିବାକୁ ମିଳିଛି । ଏପରିକି ତପସ୍ୱିନୀ…

ତପସ୍ୱିନୀଙ୍କ ତପସ୍ୟା: ଶୀତ କାକରରେ ଶ୍ୱଶୁର ଘର ଆଗରେ ଅହୋରାତ୍ର ଧାରଣା

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ ଥମୁନି । ଅଧିକ ଜଟିଳ ହେବାରେ ଲାଗିଛି । ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଛନ୍ତି ତପସ୍ୱିନୀ । ଆସିକା ଗେଷ୍ଟ ହାଉସ୍ ଛାଡ଼ିବା ପରେ ପୁଣି ଥରେ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ଦୁଇ ଦିନ ହେବ…

ଅଡିଓ ଟେପ୍ ଜାରି କଲେ ଡାକ୍ତର ସୁମିତ, କହିଲେ ତପସ୍ୱିନୀ ମତେ ବରବାଦ କରିଦେଲା

ବ୍ରହ୍ମପୁର : ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ୱିନୀ ସୁମିତ ପାରିବାରିକ କଳହ ମାମଲା । ଏହି ମାମଲାରେ ତପସ୍ୱିନୀ ଅଭିଯୋଗ ଆଣିଥିଲେ ସ୍ୱାମୀ ସୁମିତ କୁଆଡେ ତାଙ୍କୁ ଏକୁଟିଆ ଛାଡି ଚାଲିଯାଇଛନ୍ତି । ହେଲେ ସୁମିତଙ୍କ ଏକ ଅଡିଓ ଏବେ ଗଣମାଧ୍ୟମ ସାମ୍ନାକୁ ଆସିଛି ।ଯେଉଁଥିରେ ସୁମିତ କହୁଛନ୍ତି କି…

ନିଜ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ଗଞ୍ଜାମ: ନିଜ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ହିଞ୍ଜିଳି ଆରଏମସି ଛକରେ ବିରୋଧ । କଂଗ୍ରେସ କର୍ମୀ ମାନେ ରାସ୍ତା ଉପରକୁ ଆସି କଳା ପତାକା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ମମିତା ମେହେର ପ୍ରସଙ୍ଗକୁ ନେଇ ଦଳ…

ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଜୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ ସହ ପ୍ରକଳ୍ପ ଉଦଘାଟନ

ବ୍ରହ୍ମପୁର: ଗଞ୍ଜାମରେ ଲେଖା ହେଲା ସେବା ଆଉ ବିକାଶର ନୂଆ କାହାଣୀ । ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡ଼ି ହେଲା ଗଞ୍ଜାମ । ଦିନିକିଆ ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ବିକାଶର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୨୭ ଲକ୍ଷ ପରିବାର ସ୍ମାର୍ଟକାର୍ଡ ଦ୍ୱାରା ଉପକୃତ ହେବେ…

ଆସନ୍ତାକାଲି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ,ବାଣ୍ଟିବେ ସ୍ମାର୍ଟ ହେଲଥ୍ କାର୍ଡ

ବ୍ରହ୍ମପୁର :ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଯିବେ। ଗଞ୍ଜାମରେ BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁରେ ବିଭିନ୍ନ ପ୍ରକଳ୍ପର ଶୁଭାକମ୍ଭ କରିବେ। ସକାଳ ୧୦ ଟାରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ମା’ ଙ୍କ ଦର୍ଶନ…

ସରିଲା ୭ ଦିନିଆ ମହଲତ, ଆଜି ଏସଡିଜେଏମ୍ କୋର୍ଟରେ ହୋଇପାରେ ଶୁଣାଣି

ବ୍ରହ୍ମପୁର: ସରିଲା ୭ ଦିନିଆ ମହଲତ, ଆଜି ଏସଡିଜେଏମ୍ କୋର୍ଟରେ ହୋଇପାରେ ଶୁଣାଣି  । ବ୍ରହ୍ମପୁରର ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ମାମଲାର ଆଜି ଏସଡିଜେଏମ୍ କୋର୍ଟରେ ଶୁଣାଣି ହୋଇପାରେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଆସ୍କାରେ ଏକ ଘରେ ୭ ଦିନ ପାଇଁ ରହିଥିଲେ । ଆଜି…

ଫସଲ ନଷ୍ଟ ହେବାରୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ

ବ୍ରହ୍ମପୁର: ଚାଷୀଙ୍କ ପାଇଁ ଦୁଃଖର କାରଣ ସାଜିଲା ଜୱାଦ । ବାତ୍ୟାରେ ଫସଲ ନଷ୍ଟ ହୋଇଯିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହିଭଳି ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ତୁରୁବୁଡ଼ି ପଞ୍ଚାୟତର ଉଲୁମ ଗାଁରେ । ମୃତ ଚାଷୀ ଜଣକ ହେଲେ କୈଳାସ ଶବର । କୈଳାସ ୨ ଏକର ଜମିକୁ ଭାଗରେ…

୧୧ ଦିନରେ ପହଁଞ୍ଚିଲା ତପସ୍ୱିନୀଙ୍କ ଧାରଣା ,ଆଜି ମାମଲାର ଶୁଣାଣି

ବ୍ରହ୍ମପୁର : ଶ୍ୱଶୁର ଘର ସାମ୍ନାରେ ବୋହୁ ଧାରଣା ଦେବା ଘଟଣା । ଆଜିକୁ ୧୧ ଦିନରେ ପହଁଚିଛି ତପସ୍ୱିନୀ ଦାସଙ୍କ ଧାରଣା । ତପସ୍ୱିନୀଙ୍କ ଗୋଟିଏ ଜିଦ୍ ସ୍ୱାମୀଙ୍କ ସହ ରହିବି। ହେଲେ ଆଜି ଏହି ମାମଲାର ଏସଡିଜେଏମ୍ କୋର୍ଟରେ ଶୁଣାଣି ହେବାର ରହିଛି । ଏହା ସହ ଛାଡପତ୍ର ନିମନ୍ତେ ସ୍ୱାମୀ କୋର୍ଟରେ…

ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେଲେ ତପସ୍ୱିନୀ

ବ୍ରହ୍ମପୁର :ବ୍ରହ୍ମପୁର ଶ୍ୱଶୁର ଘର ସାମ୍ନାରେ ବୋହୂ ତପସ୍ୱିନୀ ଧାରଣା ଦେବା ଘଟଣା । ଆଜି ପୁଣି ଥରେ କୋର୍ଟରେ ପହଁଚିଛନ୍ତି ବୋହୂ ସପସ୍ୱିନୀ । ସ୍ୱାମୀ ସୁମିତ ସାହୁ ଓ ଶ୍ୱଶୁର ପ୍ରମୋଦ ସାହୁ ମଧ୍ୟ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ପହଁଞ୍ଚିଛନ୍ତି । ନିଜର ହକ୍ ପାଇଁ ୯ ଦିନ ହେବ ଧାରଣାରେ…