Latest Odisha News
Browsing Category

ଭୁବନେଶ୍ୱର

Bhubaneswar

ଏଣିକି ଯାତାୟାତ ହେବ ଆହୁରି ସରଳ, ଭୁବନେଶ୍ୱର ରାଜରାସ୍ତାରେ ଗଡ଼ିବ ଏହି ନାଲି ବସ

ଭୁବନେଶ୍ୱର: ଏଣିକି ଯାତାୟାତ ହେବ ଆହୁରି ସରଳ l ବସ ଭିଡକୁ ନେଇ ଏବେ ଆଉ ହନ୍ତସନ୍ତ ହେବେନି ଯାତ୍ରୀ l କାରଣ ଖୁବଶୀଘ୍ର ଭୁବନେଶ୍ୱରରେ ଚାଲିବାକୁ ଯାଉଛି ଡବଲ୍ ଡେକର୍ ଇ-ବସ୍ l ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା କ୍ରୁଟ l ଘରୋଇ ସଂସ୍ଥାଙ୍କୁ ଟେଣ୍ଡର୍ ଆହ୍ବାନ କଲା କ୍ରୁଟ l…

ବିରୋଧୀ ନେତାଙ୍କ ଟାର୍ଗେଟ, ଶାସକ ଦଳର ଜବାବ୍, ଗୃହ କାର୍ଯ୍ୟ ଅଚଳ

ଭୁବନେଶ୍ୱର: ଗତକାଲି ପରି ଆଜି ମଧ୍ୟ ୯ ମାସର ବକେୟା ଦରମା ଦାବି ସହ ଅନ୍ୟାନ୍ୟ ଦାବି ନେଇ ଗାନ୍ଧୀମାର୍ଗରେ ଗର୍ଜିଛନ୍ତି ମିଶନ ଶକ୍ତି ମହିଳା । ବକେୟା ଦରମାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସଂଘ । ସେପଟେ ମିଶନ…

ବଢିବ ଶୀତ, ଟ୍ବିନ୍‌ସିଟିରେ ସକାଳୁ ସକାଳୁ ବର୍ଷା

ଭୁବନେଶ୍ଵର: ପଶ୍ଚିମାଝଡ଼ ପ୍ରଭାବରେ ଟ୍ବିନ୍‌ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ । ସକାଳୁ ସକାଳୁ ଟ୍ଵିନ ସିଟିର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା । ଆଜି ପାଇଁ ୧୧ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଖୋର୍ଦ୍ଧା, କଟକ,…

ଆଇଆଇଟିରେ ଅନୁଷ୍ଠିତ ହେବ ସ୍ମାର୍ଟ ଇଣ୍ଡିଆ ହାକାଥନ

ଭୁବନେଶ୍ୱର : ଭୁବନେଶ୍ବର ସ୍ଥିତ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ରେ  ଆସନ୍ତା ଡିସେମ୍ବର ୧୧ ଏବଂ ୧୨ ତାରଖରେ ଦୁଇଦିନିଆ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୪ ର ସଫ୍ଟୱେର୍ ସଂସ୍କରଣର ଗ୍ରାଣ୍ଡ୍ ଫିନାଲ୍ ଅନୁଷ୍ଠିତ ହେବ। ଏହା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ…

ଉତ୍ତରପ୍ରଦେଶରୁ ଆସିଲା ଆଳୁ, କେଜି ୩୦ ଟଙ୍କାରେ କିଣିଲେ ଖାଉଟି

ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବାପରେ ରାଜ୍ୟରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ନିମନ୍ତେ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେଉଛନ୍ତି ।…

ଓଡ଼ିଶାର ୨ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ୫୦୯ କୋଟି ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟର କଟକ ଏବଂ ରାୟଗଡା ଜିଲ୍ଲାରେ ଦୁଇଟି ପ୍ରମୁଖ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ୫୦୯ କୋଟି ଟଙ୍କା ମଞ୍ଜୁର କରିଛି ମନ୍ତ୍ରଣାଳୟ । ଏହି ପଦକ୍ଷେପ ଭାରତୀୟ ରେଳର ଭିତ୍ତିଭୂମି ସୁଦୃଢ କରିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଗତ ଓଡିଶା ଗସ୍ତ ସମୟରେ ଓଡିଶାରେ ଏହି ରେଳ…

ଡିସେମ୍ବର ୧୫ ରେ ସୈନିକ ସ୍କୁଲ – ଓଏମସି ପକ୍ଷରୁ ମିନି ମାରାଥନ

ଭୁବନେଶ୍ବର: ସୈନିକ ସ୍କୁଲ ଏବଂ ଓଏମସି ପକ୍ଷରୁ ଆସନ୍ତା ଡିସେମ୍ବର ୧୫ ରେ ୮ମ ମିନି ମାରାଥନ ଅନୁଷ୍ଠିତ ହେବ। ଉକ୍ତ ପ୍ରତିଯୋଗିତାରେ ସ୍କୁଲର ୬୦୦ କ୍ୟାଡ଼େଟ୍, ୨୦୦ ପୁରାତନ ଛାତ୍ର, ୪୦୦ରୁ ଊର୍ଦ୍ଧ୍ଵ ସହୋଦୟ ସ୍କୁଲ ଏବଂ ସରକାରୀ ବିଦ୍ୟାଳୟମାନଙ୍କରୁ ପ୍ରତିଯୋଗୀ ମନେ ଅଂଶଗ୍ରହଣ କରିବେ।  ଏହି…

ଭଦ୍ରକ ଓ ରାଣୀତାଲ ରେଳ ଷ୍ଟେସନ ମଧ୍ୟରେ ଚାଲିଛି ତୃତୀୟ ଲାଇନ ନିର୍ମାଣ କାମ

ଭୁବନେଶ୍ୱର: ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡିକର ନବୀକରଣ ଏବଂ ଆଧୁନିକୀକରଣ ପାଇଁ ଭାରତୀୟ ରେଳବାଇର ବୃହତ ଯୋଜନାର ଏକ ଅଂଶ ଭାବରେ ଭଦ୍ରକ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ୟାର୍ଡ଼ ପୁନଃନିର୍ମାଣ କାର୍ଯ୍ୟ ଚାଲୁରହିଛି । ପୂର୍ବତଟ ରେଳପଥ ରେଳ ନେଟୱାର୍କର ଏକ ପ୍ରମୁଖ ହବ୍, ଏହି…

ଓଡ଼ିଶା କ୍ଲାଇମେଟ ଚେଞ୍ଜ କନ୍‌କ୍ଲେଭ: ଜଳବାୟୁ ପରିବର୍ତ୍ତନ ଏକ ବିଶ୍ୱବ୍ୟାପୀ ଘଟଣା ପାଲଟିଛି

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଓ ଏଭର ଗ୍ରୀନ୍‌ ଫୋରମ୍‌ ଦ୍ୱାରା ବିଶ୍ୱ ଜଳବାୟୁ ଦିବସ ଉପଲକ୍ଷେ ଆୟୋଜିତ ‘ଓଡ଼ିଶା କ୍ଲାଇମେଟ ଚେଞ୍ଜ କନ୍‌କ୍ଲେଭ’ ଅନୁଷ୍ଠିତ ହୋଇଯାଇଛି। ଜଳବାୟୁ ପରିବର୍ତ୍ତନ ଆଉ କାହାଣୀ ନୁହେଁ ଏହା ଏକ ଭୈାଗଳିକ ତଥା ପ୍ରତ୍ୟକ୍ଷ ଭାବେ ଅନୁଭୂତ ହେଉଥିବା ଘଟଣା ପାଲଟିଛି।…

ଡିସେମ୍ବର ୧୪ରୁ ସୋଆରେ ଆନ୍ତର୍ଜାତିକ ଫିଜିଓଥେରାପି ସମ୍ମିଳନୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ହେବ ଆନ୍ତର୍ଜାତିକ ଫିଜିଓଥେରାପି ସମ୍ମିଳନୀ।  ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗ, ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ଫିଜିଓଥେରାପି (ଆଇଏପି) ଉତ୍କଳ ଶାଖା ଏବଂ…