Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

୨୬ରୁ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସଜେଇ ହେଉଛି ଆଦିବାସୀ ପଡିଆ । ସ୍ମାର୍ଟ ସିଟିରୁ ମିଳିବ ଗାଁ ମାଟିର ବାସ୍ନା । ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଏବଂ କନ୍ଧମାଳ ହଳଦୀର ବାସ୍ନା । ସ୍ମାର୍ଟସିଟିରେ ସୃଷ୍ଟି ହେବ ଗାଁର ପରିବେଶ । ଆସନ୍ତା ୨୬ତାରିଖରୁ ଆଦିବାସୀ ପଡିଆରେ ଆରମ୍ଭ ହେବାକୁ ଯାଉଛି…

କର୍ପୋରେଟର ଜୀବନ ରାଉତ ଗିରଫ ଘଟଣା: ଜାତୀୟ ରାଜପଥ ଅବରୋଧ କଲା ବିଜେପି କର୍ମୀ

ଭୁବନେଶ୍ଵର: ପୋଲିସ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି। ମଞ୍ଚେଶ୍ୱର ଥାନା ମହିଳା ଏଏସଆଇଙ୍କୁ ଆକ୍ରମଣ କରିବା ଘଟଣାରେ ବିଜେପି କର୍ପୋରେଟର ଗିରଫ ହୋଇଛନ୍ତି। କର୍ପୋରେଟର ଜୀବନ ରାଉତ ଗିରଫ ହେବା ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ଜିଲା ବିଜେପି କର୍ମୀ। ଏନେଇ ପୋଲିସ ବିରୋଧରେ ସତ…

ଶିଶୁ ଶ୍ରମିକ ରଖିବେନି ଉଠାଦୋକାନୀ, ଦେବାକୁ ପଡ଼ିବ ଅଣ୍ଡରଟେକିଂ

ଭୁବନେଶ୍ବର: ଶିଶୁ ଶ୍ରମିକ ନିରୋଧୀ ଆଇନ ଥାଇ ବି ଆମ ଦେଶରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛି । ଆଇନକୁ ଉଲ୍ଲଂଘନ କରି ଶିଶୁ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି । ଫଳରେ ସେମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ଏଣୁ ବଢ଼ୁଥିବା ଶିଶୁ…

ଓଏଏସ୍ ସ୍ତରରେ ଅଦଳବଦଳ, ୧୨ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ବର: ୧୨ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ରନାଥ କରଙ୍କୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇଛି । ଝାରସୁଗୁଡ଼ା…

ରାଜ୍ୟ ନିର୍ବାଚନ କମିଟି ଘୋଷଣା କଲା ଏଆଇସିସି

ଭୁବନେଶ୍ୱର: ଆସନ୍ତା ୨୦୨୪ ଲୋକସଭା ଓ ବିଧାନ ସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି । ଏଆଇସିସି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖର୍ଗେ ଉକ୍ତ କମିଟିକୁ ଅନୁମୋଦନ କରିଛନ୍ତି । ଏନେଇ ଏଆଇସିସିର ସାଧାରଣ…

ଗୋଦାମ ଗୃହ ନିର୍ମାଣ ନିମନ୍ତେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ସମବାୟ ସମିତି ଜରିଆରେ ବିଶ୍ଵର ବୃହତ୍ତମ ଶସ୍ୟ ଭଣ୍ଡାର ଯୋଜନାରେ ଗୋଦାମ ଗୃହ ନିର୍ମାଣ ନିମନ୍ତେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝିଙ୍କ ଉପସ୍ଥିତିରେ ନିର୍ମାଣକାରୀ ସଂସ୍ଥା ତଥା ଜାତୀୟ ନିର୍ମାଣ ନିଗମ (NBCC),…

ଭିଜିଲାନ୍ସ ଜାଲରେ ଟ୍ରାଫିକ୍ ପୋଲିସ, ପାଖରୁ ମିଳିଲା ୧୧ଲକ୍ଷ ଟଙ୍କା

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର । ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରାଙ୍କ ନିକଟରୁ ୨୪ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବାଟରେ ବାଲିଅନ୍ତା ତ୍ରିନାଥ ବଜାର ନିକଟରୁ ୧୧ଲକ୍ଷ ୧୫ ହଜାର ୪୭୦ ଟଙ୍କା ସହ ସେ…

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ । ଆଜି ଏହି ଲୋଗ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ସୂଚନାଯୋଗ୍ୟ…

ପ୍ରଥମ ଲକ୍ଷ୍ୟ ନିରାପତ୍ତା: ଅନୁସୂଚିତ ଜନଜାତି ଓ ଜାତି ବିଦ୍ୟାଳୟଗୁଡ଼ିକରେ ତ୍ରୁଟିବିହୀନ ଶୈକ୍ଷିକ ବାତାବରଣ…

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଜାତି ବିଦ୍ୟାଳୟରେ ଆଦିବାସୀ ଛାତ୍ରମାନଙ୍କର ସାମଗ୍ରିକ ସୁରକ୍ଷା ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଏକ ସାମଗ୍ରିକ ଯୋଜନା ପ୍ରସ୍ତୁତ କରିଛନ୍ତି । ସେଥିମଧ୍ୟରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ…

ସରିଲା ଚନ୍ଦକା-ଡମପଡା ଅଭୟାରଣ୍ୟ ପକ୍ଷୀ ଗଣନା, ଗତବର୍ଷ ତୁଳନାରେ ୬,୧୬୫ କମ୍ ଆସିଛନ୍ତି

ଭୁବନେଶ୍ବର: ଶେଷ ହେଲା ଚନ୍ଦକା-ଡମପଡା ଅଭୟାରଣ୍ୟରେ ପକ୍ଷୀ ଗଣନା । ତେବେ ଚଳିତବର୍ଷ ୧୬ ହଜାର ୬୭୫ ପକ୍ଷୀ ଆସିଥିବା ଜଣାପଡିଛି । ହେଲେ ଗତବର୍ଷ ଅପେକ୍ଷା ଚଳିତବର୍ଷ କମ ସଂଖ୍ୟାକ ପକ୍ଷୀ ଆସିଥିବା ଏହି ଗଣନା ରୁ ଜଣାପଡିଛି । ଗତବର୍ଷ ଅଭୟାରଣ୍ୟ କୁ ୨୨ ହଜାର ୮୪୦ ପକ୍ଷୀ ଆସିଥିଲେ । ଏଥର…