Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ: ସଂପୃକ୍ତ ବିଭାଗ ସମନ୍ବୟ ରକ୍ଷା କରି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ । ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ସମ୍ମିଳନୀ ଆୟୋଜନ କରାଯିବ । ଏଥି ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା…

ଆସନ୍ତା ୧୮ରୁ ଦୁଇଦିନିଆ ପ୍ରତିରକ୍ଷା ପେନସନ୍ ଅଭିଯୋଗ ସମାଧାନ ଶିବିର

ଭୁବନେଶ୍ଵର: ଆସନ୍ତା ଜାନିଆରୀ ୧୮ ଏବଂ ୧୯ ତାରିଖରେ ଭୁବନେଶ୍ଵର ନୟାପଲ୍ଲୀ ବିସ୍ୟୁତ ମାର୍ଗ ସ୍ଥିତ ୧୨୦ ବାଟାଲିୟନ କ୍ଷେତ୍ର, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ, ନୂଆଦିଲ୍ଲୀ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା  ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ ।…

ପିତାପଲ୍ଲୀ ଅଣ୍ଡର-ପାସରେ ଦୁଇ ବ୍ରାଉନସୁଗାର ମାଫିଆ ଗିରଫ

ଭୁବନେଶ୍ଵର ; ଇନଫୋଭ୍ୟାଲି ଥାନା ପୁଲିସ ଦୁଇ ବ୍ରାଉନସୁଗାର ମାଫିଆଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଖୋର୍ଧା ଜିଲ୍ଲାର ଶ୍ରୀନିବାସ ବେହେରା ଓରଫ ପିନୁ(୨୦) ଏବଂ ସୁଧାଂଶୁ ଶେଖର ସାହୁ ଓରଫ ଅନିଲ(୨୩)। ପୁଲିସ ସେମାନଙ୍କ ନିକଟରୁ ୧୭.୬୧ ଗ୍ରାମର ବ୍ରାଉନସୁଗାର, ୨ଟି ମୋବାଇଲ୍…

ରାଜଧାନୀରେ ଲୁଟେରା ରାଜ୍, ଦୋକାନୀଙ୍କ ତଣ୍ଟି କାଟି ଲୁଟିନେଲେ ୬ ହଜାର ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଲୁଟେରା ଗ୍ୟାଙ୍ଗ । କେତବେଳେ ଘରେ ପଶି ସର୍ବସ୍ବ ଲୁଟିନେଉଛନ୍ତି ତ ଆଉ କେତବେଳେ ଦିନ ଦ୍ବିପହରେ ଲୋକଙ୍କୁ ମାରପିଟ କରି ଲୁଟି ଚାଲିଛନ୍ତି । ସେହିପରି ପୁଣି ଆଉ ଏକ ଘଟଣା ଘଟିଛି ଡମଣା ଅଞ୍ଚଳରେ । ଆଜି ସକାଳୁ ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା…

ଲକ୍ଷ୍ମୀସାଗରରେ ବୋମା ମାଡ଼ !

ଭୁବନେଶ୍ଵର; ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଯୋଗୁ ଘରର କାନ୍ଥ ଭାଙ୍ଗି ଯାଇଛି। ଏ ସଂକ୍ରାନ୍ତରେ ଲକ୍ଷ୍ମୀ ସାଗର ଥାନାରେ ଏତଲା ଦିଆଯାଇଛି। ପ୍ରଚଣ୍ଡ ଶବ୍ଦ ହେବା ପରେ ଘରେ ନିଆଁ ଲାଗିଯାଇଥିବା ଅଭିଯୋଗ ପତ୍ରରେ…

ଦୁଇ ବରିଷ୍ଠ ଆଇଏଏସଙ୍କ ପଦୋନ୍ନତି

ଭୁବନେଶ୍ଵର; ରାଜ୍ୟ ସରକାରଙ୍କ ଦୁଇ ବରିଷ୍ଠ ଆଇଏଏସ ସ୍କେଲ୍ ୧୭କୁ ପଦୋନ୍ନତି ପଇଛନ୍ତି। ସେମାନେ ହେଉଛନ୍ତି ଓଡ଼ିଶା କ୍ୟାଡରର ଜି ମାଥିଭାଥନନ୍ ଏବଂ ସନ୍ତୋଷ ଷଢ଼ଙ୍ଗୀ। ଏହି ଦୁଇ ଆଇଏଏସ ଅଧିକାରୀ ୧୯୯୪ ବ୍ୟାଚର। ପଦୋନ୍ନତି ପରେ ଶ୍ରୀ ମିଥିଭାଥନନଙ୍କୁ ଅତିରିକ୍ତ ମୁଖ୍ୟ ସଚିବ…

ନିଶ୍ଚିନ୍ତୋଇଲି ସଡ଼କ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା

ଭୁବନେଶ୍ବର: ଆଜି କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ    ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ  ପରିବାର ବର୍ଗଙ୍କୁ  ଗଭୀର  ସମବେଦନା   ଜଣାଇଛନ୍ତି ।  ଏଥିସହ ମୃତକଙ୍କ …

କମିସନରେଟ୍ ପୁଲିସର ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ

ଭୁବନେଶ୍ଵର ; କମିସନରେଟ୍ ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଯାଇଛି। ସଡ଼କ ସୁରକ୍ଷା ପରିବାର ରକ୍ଷା ବିଷୟବସ୍ତୁକୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିପାଇଁ ପୁଲିସ କମିସନର…

ଡାଇରିଆ ସ୍ଥିତି ପରଖିବା ପାଇଁ ରାଉରକେଲାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍, ଅନୁଧ୍ୟାନ ପରେ ଆସିବ ରିପୋର୍ଟ

ରାଉରକେଲା: ରାଉରକେଲାରେ କଲେରା ଏବଂ ଡାଇରିଆ ବ୍ୟାପିବା ପରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ବର୍ତ୍ତମାନ ମଧ୍ୟ କିଛି ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । ତେବେ ଆଜି ଇରିଆ ଏବଂ ହଇଜା ସ୍ଥିତି ସମୀକ୍ଷା ପାଇଁ ରାଉରକେଲାରେ ପହଞ୍ଚିଛନ୍ତି କେନ୍ଦ୍ରର ଦୁଇ ଜଣିଆ…

ଶୀତ ରୁ ମିଳିବ ଆଶ୍ବସ୍ତି; ଜାନୁଆରୀରୁ କମିବ ଥଣ୍ଡାର ପ୍ରକୋପ, ପାଣିପାଗ ପକ୍ଷରୁ ସୂଚନା

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଏହା ସାଙ୍ଗକୁ ଘନ କୁହୁଡି ରେ ମଧ୍ୟ ସକାଳୁ ସକାଳୁ ସମଗ୍ର ରାସ୍ତାଘାଟ ଆଚ୍ଛାଦିତ ହୋଇ ରହୁଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଜାନୁଆରୀ ଠାରୁ ଥଣ୍ଡା ର ପ୍ରକୋପ କମିବା ନେଇ ପୂର୍ବାନୁମାନ…