Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ନିର୍ବାଚନର ୨୧ ମାସ ପୂର୍ବରୁ ୨୧ ମନ୍ତ୍ରୀ ଦଳକୁ ଦେଇପାରିବେ କି ସଫଳତା?

ଭୁବନେଶ୍ବର: ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ୨୧ ମାସ ବାକି ଅଛି । ଏହା ପୂର୍ବରୁ ବିଜେଡି ସୁପ୍ରିମୋ ବାଜି ଲଗାଇଛନ୍ତି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟର ଅଧା ବିଭାଗ ବି ପରିବର୍ତ୍ତନ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ…

ବିଶ୍ୱ ପରିବେଶ ଦିବସରେ AIPH ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୱାକାଥନ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ‘ୱାକାଥନ୍‌’ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ରାଜରାସ୍ତାରେ ଜନସାଧାରଣଙ୍କୁ ପରିବେଶ ଓ ପୃଥିବୀର…

ନବୀନଙ୍କ ନୂଆ ଟିମର ଶପଥ ଗ୍ରହଣ ଉତ୍ସବ : ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

 ଭୁବନେଶ୍ୱର :  ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ…

ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍

 ଭୁବନେଶ୍ୱର : ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍। ପୁରା ମନ୍ତ୍ରିମଣ୍ଡଳର ହେବ ନବକଳେବର।  ଏଥିପାଇଁ ୨୨ବର୍ଷର ଶାସନ କାଳରେ ପ୍ରଥମଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣର କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟା ୪୫ରେ ଲୋକସେବା ଭବନ…

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର: ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ତାଲିକା ପ୍ରକାଶ ପାଇଛି । ଯାହା ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ବି ସଠିକ୍ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଏଥିରେ ଦେଖିବାକୁ ମିଳିଛି ସଂପୂର୍ଣ୍ଣ ୬ ନୂଆ ମୁହଁ । ସେମାନେ ହେଉଛନ୍ତି – ରୋହିତ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ଶ୍ରୀକାନ୍ତ…

ସେବାୟତଙ୍କ ବିବାଦରେ ବଳି ପଡ଼ିଲା ବର୍ଷ ବର୍ଷର ପରମ୍ପରା: ଏଥର ବନ୍ଦ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ

ଭୁବନେଶ୍ୱର :  ଅଟକିଲା ବର୍ଷ ବର୍ଷର ପରମ୍ପରା । ଏଥର ହେବନି ଶୀତଳ ଷଷ୍ଠୀ ଯାତ୍ରା । ବ୍ରାହ୍ମଣ ନିଯୋଗ ପ୍ରଭୁ ଲିଙ୍ଗରାଜଙ୍କ ସବୁ ରୀତିକାନ୍ତିକୁ ବନ୍ଦ କରି ଦେବାରୁ ଚଳିତ ଥର ହେବନି ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ । ପ୍ରଭୁ ଲିଙ୍ଗରାଜ ଓ ପାର୍ବତୀଙ୍କ ବିବାହରେ ପ୍ରଭୁ କପିଳେଶ୍ୱର…

ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନ, ୫ ଟି ଜିଲ୍ଲାର ୪୪୦ ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୪୪୦ଟି ସ୍ମାର୍ଟ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ଏଥିରେ ଥିଲା କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା, ରାୟଗଡ଼ା ଓ ଦେବଗଡ଼ ଜିଲ୍ଲା । କେନ୍ଦୁଝର ଜିଲ୍ଲାର ୧୪୫, ସୁନ୍ଦରଗଡର ୧୮୦, ରାୟଗଡର ୭୦ ଓ ନୂଆପଡାର ୪୫ଟି ହାଇସ୍କୁଲ…

ନବୀନ ନିବାସରୁ ବିଧାୟକଙ୍କୁ ଫୋନ୍; ମନ୍ତ୍ରୀ ଶପଥ ନେବାକୁ ପ୍ରସ୍ତୁତ ରୁହ

ଭୁବନେଶ୍ୱର: ରବିବାର ସକାଳେ ମନ୍ତ୍ରୀ ଭାବେ ଶପଥ ନେବାକୁ ବିଧାୟକ ମାନଙ୍କ ନିକଟକୁ ନବୀନ ନିବାସରୁ ଫୋନ୍ ଯାଇଛି । ପୂର୍ବରୁ ବିଧାୟକ ମାନଙ୍କୁ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସଂଧ୍ୟାରେ ଏକ ସମ୍ଭାବ୍ୟ ତାଲିକା ଆସିଛି । ଯିଏ ରବିବାର ସକାଳ ୧୧.୪୫ରେ ରାଜଭବନରେ ଶପଥ ଗ୍ରହଣ…

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ: ନବୀନ ଏଥର କରିବେ କି ଉପ-ମୁଖ୍ୟମନ୍ତ୍ରୀ?

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ୨୦ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ସେପଟେ ଅନେକ ପୁରୁଣା ମନ୍ତ୍ରୀ ଓ ନୂଆ ଚେହେରାଙ୍କୁ ସଂଧ୍ୟା ବେଳୁ ନବୀନ ନିବାସରୁ ଫୋନ୍ ଯାଇଛି । ନୂଆ ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ, ନୂଆ ଆଲୋଚନା…

ଖରାପ ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେଉଛି ବିଜେପି

ଭୁବନେଶ୍ବର: ବ୍ରଜରାଜନଗରରେ କାହିଁକି ହାରିଲା ବିଜେପି ? ଜମାନତ କାହିଁକି ହରାଇଲେ ରାଧାରାଣୀ  ?। ଧର୍ମେନ୍ଦ୍ରଙ୍କ ପାଓ୍ବାର କାହିଁକି ଫେଲ ମାରିଲା ବ୍ରଜରାଜନଗରରେ? । ଏସବୁକୁ ନେଇ ଦୁଇଦିନ ହେଲା ସୋସିଆଲ ମିଡିଆରେ ହଜାର ହଜାର ୟୁଜର ଟ୍ରୋଲ କରୁଛନ୍ତି । ବିଶେଷ କରି ଏଥର ବିଜେଡି ଜିତିବ…