Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଦେଶର ନାମ ଇଣ୍ଡିଆ ନରଖାଯାଇ ଭାରତ ହେଉ, କିଏ ଓ କାହିଁକି ଏପରି ଦାବି କଲେ ?

ଭୁବନେଶ୍ୱର: ଭାରତର ଦୁଇଟି ନାମ ଇଣ୍ଡିଆ ଓ ଭାରତ ରହିଛି । ଏପରି ଦୁଇଟି ନାମ ବଦଳରେ କେବଳ ଭାରତ ନାମ ହିଁ ରଖାଯିବା ଆବଶ୍ୟକ। ବିଶ୍ୱର କୌଣସି ଦେଶର ଦୁଇଟି ନାମ ନାହିଁ । ତେଣୁ ସମ୍ବିଧାନରେ ଏହାର ସଂଶୋଧନ କରିବା ଦିଗରେ ପ୍ରଚେଷ୍ଟା କରାଯିବା ଉଚିତ । ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ…

‘ଛାତ୍ରଛାତ୍ରୀ ଶିକ୍ଷିତ ଓ କର୍ମଯୋଗୀ ହେଲେ ଦେଶର ବିକାଶ ହେବ’

ଭୁବନେଶ୍ୱର: ସଭ୍ୟତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ଶିକ୍ଷିତ ହେବା ଆବଶ୍ୟକ । ବିନା ଶିକ୍ଷାରେ ସଭ୍ୟତା ହାସଲ କରିହେବ ନାହିଁ ଏବଂ ବିନା ଶିକ୍ଷାରେ ଜ୍ଞାନଯୋଗୀ, କର୍ମଯୋଗୀ ଓ ଅଷ୍ଟାଙ୍ଗଯୋଗୀ ହେବା ସମ୍ଭବ ନୁହେଁ ବୋଲି ମତ ବ୍ୟକ୍ତ କରିଛନ୍ତି ଜଗଦ୍‌ଗୁରୁ ରାମାନନ୍ଦାଚାର୍ଯ୍ୟ ସ୍ୱାମୀ…

ରୁଚିକା ଆତ୍ମହତ୍ୟା ଘଟଣା: ମୃତ ଛାତ୍ରୀଙ୍କ ବାପା-ମାଆଙ୍କୁ ସାଥିରେ ଧରି କଲେଜରେ ରାଗିଂ ବିରୋଧରେ ନାରାବାଜି କଲେ…

ଭୁବନେଶ୍ୱର  : ବିଜେବି କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ରାସ୍ତାକୁ ଓହ୍ଲାଇଛି ବିଭିନ୍ନ ଛାତ୍ର ସଂଗଠନ । ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କ ବାପା-ମାଆଙ୍କୁ ସାଥିରେ ଧରି କଲେଜରେ ରାଗିଂ…

ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ: ଖେଳାଳି ଓ ଖେଳ ସାମ୍ବାଦିକ ପରସ୍ପର ପରିପୂରକ

ଭୁବେନଶ୍ବର: ଜଣେ ଖେଳାଳି ପାଇଁ କ୍ରୀଡ଼ା ସାମ୍ବାଦିକ ଯେତିକି ଗୁରୁତ୍ୱପୂର୍ଣ୍ଣ, କ୍ରୀଡ଼ା ସାମ୍ବାଦିକଙ୍କ ପାଇଁ ମଧ୍ୟ ଖେଳାଳିଙ୍କ ଗୁରୁତ୍ୱ ସେହିପରି । ଉଭୟଙ୍କ ଜନମାନସରେ ପ୍ରଚାର ପାଇଁ ପରସ୍ପରର ଆବଶ୍ୟକତା ରହିଛି । ଖେଳ ଦୁନିଆ ଏବଂ କ୍ରୀଡ଼ା ସାମ୍ବାଦିକତା ପରସ୍ପର ଠାରୁ ଭିନ୍ନ ନୁହଁନ୍ତି…

ଆସୁଛି ଲଘୁଚାପ ବଢ଼ିବ ବର୍ଷା, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଆସୁଛି ଲଘୁଚାପ । ଆଉ ଦିନକ ପରେ ରାଜ୍ୟରେ ବଢ଼ିବ ବର୍ଷା । ମୌସୁମୀ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଥିବାବେଳେ ୪ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ଓ ତା’ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ବଳୟ…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ : ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର  : ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ଏହି ଅଧିବେଶନରେ ମୋଟ୍ ୨୪ଟି କାର୍ଯ୍ୟ ଦିବସ ରହିଛି । ଅନ୍ୟପଟେ ଚଳିତ ବିଧାନସଭା ଅଧିବେଶନର କାର୍ଯ୍ୟ ସମୟକୁ ଘଣ୍ଟାଏ ବୃଦ୍ଧି କରାଯାଇଛି…

ରଥଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ; ନବଦିନ ବ୍ୟାପୀ ଭଜନ ସମାରୋହ

ଭୁବନେଶ୍ୱର: ରଥଯାତ୍ରା ପାଇଁ କିସ୍‍ ଶ୍ରୀବାଣୀ କ୍ଷେତ୍ରରେ ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ । ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ନୀତି ନିର୍ଘଣ୍ଟ ଅନୁଯାୟୀ ଶୁକ୍ରବାର ଅନୁଷ୍ଠିତ ହେଉଛି ରଥଯାତ୍ରା । ପୂର୍ବାହ୍ନ ୧୦ଘଣ୍ଟା ସମୟରେ ଶ୍ରୀଜୀଉମାନଙ୍କ…

[ଦେଖନ୍ତୁ ଭିଡିଓ] ଭୁବନେଶ୍ବରରୁ ଅପହରଣ ରାଇରଙ୍ଗପୁର ବହଳଦାରୁ ଉଦ୍ଧାର ତିନି ବର୍ଷର ଶିଶୁ

ଭୁବନେଶ୍ବର : ଭୁବନେଶ୍ବରରୁ ଅପହରଣ ରାଇରଙ୍ଗପୁର ବହଳଦାରୁ ଉଦ୍ଧାର । ସାଲିଆ ସାହି ନିବାସ ନଗରରେ ରହୁଥିବା ଜଣେ ବିଧବା ଓ ମାନସିକ ଭିନ୍ନକ୍ଷମଙ୍କ ମହିଳାଙ୍କ ତିନି ବର୍ଷର ଶିଶୁ ପୁତ୍ରକୁ ବହଳଦା ବସଷ୍ଟାଣ୍ଡରୁ ଉଦ୍ଧାର କରିଛି ନୟାପଲ୍ଲୀ ଥାନା ପୋଲିସ । ଅପହରଣ ଅଭିଯୋଗରେ ସାଲିଆ ସାହିରେ…

ଓଡିଶା ମୁହାଁଇବେ କର୍ପୋରେଟ କମ୍ପାନୀ: ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ…

ଆବୁଧାବି: ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିମ୍ ଓଡ଼ିଶା। ଆଗାମୀ ୨୯ ରେ ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ  । ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିରେ ବ୍ୟାପକ…

ରଥଯାତ୍ରା ପାଇଁ ପୁରୀକୁ ECORର ୨୦୫ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା । ରଥଯାତ୍ରା ଅବଧି ମଧ୍ୟରେ ପୁରୀକୁ ଓ ପୁରୀରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ।  ଯାତ୍ରୀମାନଙ୍କ ସୁବିଧା ପାଇଁ ଗଡ଼ିବ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ଟ୍ରେନ୍ । ଶାଲିମାର, ଜଗଦଲପୁର,…