Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ପରଲୋକରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପାଢୀ

ଭୁୁବନେଶ୍ୱର :ପରଲୋକରେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପାଢୀ । ସେ ଦୀର୍ଘ ଦିନ ହେଲା କ୍ୟାନସର ରୋଗରେ ପୀଡିତ ଥିଲେ । ଆଜି ୫୧ ବର୍ଷ ବୟସରେ ଅକାଳରେ ତାଙ୍କର ଦେହାନ୍ତ ହୋଇଯାଇଛି । ଅକ୍ଷୟଙ୍କ ବିୟୋଗ ଖବର ଶୁଣିବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଅକ୍ଷୟଙ୍କ…

ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଭୁବନେଶ୍ୱର ସ୍ଥାନାନ୍ତର

ବାଣପୁର : ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମାଡ ମରା ଘଟଣା । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି । ତେଣୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ଆଜି ବାଣପୁରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିଲା ।ଏହି ସମୟରେ ବିଧାୟକଙ୍କ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମାଡ

ବାଣପୁର : ଚିଲିକା ବିଧାୟକଙ୍କୁ ମାଡ । ବାଣପୁର ବ୍ଲକ କାର୍ଯ୍ୟାଳୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି ଲୋକମାନେ। ସୂଚନା ଅନୁସାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ସମୟରେ ତାଙ୍କୁ ଆକ୍ରମଣ…

ନନ୍ଦନକାନନରେ ନୂଆ ଅତିଥି , ୩ଟି ଶିଶୁ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ରୂପା

ବାରଙ୍ଗ : ବାରଙ୍ଗ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ନୂଆ ଅତିଥି । ମା ହେଲେ ଧଳା ବାଘୁଣି ରୂପା ।ରୂପା ପ୍ରଥମ ଥର ପାଇଁ ସମସ୍ତଙ୍କୁ ଦେଇଛି ଖୁସି ଖବର । ୨୧ ନମ୍ବର ଖୁଆଡରେ ରହୁଥିବା ରୂପା ଗର୍ଭରୁ ୩ ଟି ଶିଶୁ ଶାବକ ଜନ୍ମ ନେଇଛନ୍ତି । ଧଳା ବାଘୁଣୀ ରୂପା ନାଲୀମହାବଳ ରାଜେସ ସହ ମିଳନ ପରେ…

ବିଜେପି ପ୍ରାର୍ଥୀଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ, ଗୁରୁତରଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ନର: ପୋଷ୍ଟର ମାରିବାକୁ ନେଇ ରାଜଧାନୀରେ ହିଂସା । ବିଜେପି କର୍ପୋରେଟର ପ୍ରାର୍ଥୀ ଧରିତ୍ରୀ ଜେନାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତ୍ରିରେ ସଂଘବଦ୍ଧ ଭାବେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତରଙ୍କୁ ରାଜଧାନୀ…

ରାଜଧାନୀରେ ପୁଣି ମାତିଲେ ପଲସର ଲୁଟେରା

ଭୁବନେଶ୍ୱର: ପୁଣି ରାଜଧାନୀରେ ମାତିଲେ ପଲସର ଲୁଟେରା ଗ୍ୟାଙ୍ଗ । ହେଲମେଣ୍ଟ ପିନ୍ଧି ଆସି ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୩ ଲକ୍ଷ ନଗଦ କ୍ୟାସ୍ । ଏଭଳି ଘଟଣା ଘଟିଛି ଶୈଳଶ୍ରୀ ବିହାର ଅଞ୍ଚଳରେ । ଲୁଟ୍ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଗୁଜୁରାଟର ଜଣେ ବେପାରୀ ।   …

ହିଞ୍ଜିଳି ଶେରଗଡର ନବ ନିର୍ବାଚିତ ପ୍ରତିନିଧିଙ୍କୁ ବିକାଶ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ହିଞ୍ଜିଳି ଓ ଶେରଗଡର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦଳ ମତରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି ।…

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ, ୧୦୦ ପ୍ରଶ୍ନ ପ୍ରସ୍ତୁତ

 ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ । ଏଥିପାଇଁ ପ୍ରାୟ ୧୦୦ ପ୍ରଶ୍ନ ପ୍ରସ୍ତୁତ ହୋଇଛି ।ରମେଶ ରିମାଣ୍ଡ ସମୟରେ ଭୁଲ ତଥ୍ୟ ଦେଉଥିବା ଓ ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗରେ ପଲିଗ୍ରାଫ୍ ଟେଷ୍ଟ ହେବ । ଏନେଇ ରମେଶ ସ୍ୱାଇଁ ମଧ୍ୟ ସହମତି ପ୍ରକାଶ କରିଛି ।…

ଜମୁଛି ପ୍ରଚାର ,ହାଟ ବଜାର ବୁଲି ଭୋଟ ଭିକ୍ଷା କରୁଛନ୍ତି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ପ୍ରଚାର ଜୋରଦାର । ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ପ୍ରାର୍ଥୀ କରିଥିବା ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ ଜୋରଦାର ପ୍ରଚାର ଜାରି ରଖିଛନ୍ତି ।ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚାଲିଛି ଅଭିନବ ପ୍ରୟାସ । ଭୁବନେଶ୍ୱର ମହାନଗର ନିଗମର ପାର୍କ ଚା…

ଆସନ୍ତା ୨୬ରେ ଓକିଲ ସଂଘ ନିର୍ବାଚନ : କ୍ୟାମ୍ପେନ୍ ଜୋରଦାର ,ସଭାପତି ପଦ ପାଇଁ ଲଢିବେ ୫ ଜଣ ପ୍ରାର୍ଥୀ

ଭୁବନେଶ୍ୱର : ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା । ଆସନ୍ତା ୨୬ ତାରିଖରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଚୁଡାନ୍ତ ପ୍ରାର୍ଥୀ ପତ୍ର ତାଲିକା ପ୍ରକାଶ ପାଇଛି । ଚଳିତ ଥର ବାର୍ ନିର୍ବାଚନରେ ୫ ଜଣ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ସାଧାରଣ…