Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଦିନ ୧୨ଟା ୩୦ରେ ଭର୍ଚୁଆଲ ମାଧ୍ୟମରେ ବୈଠକ କରାଯିବ ବୋଲି ଜଣାପଡ଼ିଛି । ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଏହି ସମୟରେ ବୈଠକ ବସୁଥିବାରୁ ନୂଆ ବର୍ଷ ଓ ପଞ୍ଚାୟତ…

ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ୨୯ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ୨୯ତମ ବାର୍ଷିକ ସମ୍ମିଳନୀ ଉକ୍ରଳ ବିଶ୍ୱବିଦ୍ୟାଳୟର ନୂତନ ପ୍ରେକ୍ଷାଳୟରେ ଡିସେମ୍ବର ୨୫ ଓ ୨୬, ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଓଡ଼ିଶା ବିଧାନସଭାର ମାନ୍ୟବର…

ଅହିରାଜର ହାଡକୁ ଯୋଡିବାରେ ସଫଳ ହେଲା ଓୟୁଏଟି ଭେଟେନାରୀ କଲେଜର ସର୍ଜରୀ ବିଭାଗ

ଭୁବନେଶ୍ୱର : ଅହିରାଜର ହାଡକୁ ଯୋଡିବାରେ ସଫଳ ହେଲା ଓୟୁଏଟି ଭେଟେନାରୀ କଲେଜର ସର୍ଜରୀ ବିଭାଗ । ଅହିରାଜର ହାଡ଼କୁ ଯୋଡିବା ପାଇଁ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ଏବଂ ତାଙ୍କର ଟିମ ମିଶି ସଫଳତାର ଅହିରାଜ ସାପର ପ୍ଲାଷ୍ଟର୍ କରିଥିଲେ ।…

ବ୍ରଜରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ

ଭୁବନେଶ୍ୱର : ଝାରସୁଗୁଡା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ । ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ହୃଦଘାତ ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା ।ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ…

ଓଡିଶାରେ ଆଉ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଓଡିଶାରେ ଆଉ ୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଓଡିଶାରେ ବଢୁଛି ଓମିକ୍ରନ କେଶ୍ । ଆଉ ପାଞ୍ଚ ଜଣ ସଂକ୍ରମିତ ଆଜି ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୧୪କୁ…

ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି ଅସୁବିଧାରେ ନପଡ଼ନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର : ଓଡିଶାର ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଲେ। ଓଡିଶାରେ ମିଶନାରିଜ୍ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ…

ଭୁବନେଶ୍ୱରରେ ୩ ଦିନ ବନ୍ଦ ରହିବ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱରରେ ୩ଦିନ ଧର୍ମାନୁଷ୍ଠାନ ବନ୍ଦ ରହିବ । ବିଏମସି ଅଧୀନରେ ଥିବା ସବୁ ଧର୍ମାନୁଷ୍ଠାନ ୩ ଦିନ ବନ୍ଦ ରହିବ । କାଲିଠୁ ୨ ତାରିଖ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଧର୍ମାନୁଷ୍ଠାନ । ଓମିକ୍ରନ ସଂକ୍ରମଣ ଓଡ଼ିଶାରେ ବଢ଼ିବାରେ ଲାଗିଛି । ଆଜି ସୁଦ୍ଧା ରାଜ୍ୟରେ ଓମିକ୍ରନ…

ରାଜ୍ୟରେ ଆଉ ୫ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୫ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ୯ଜଣ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଥିଲେ । ଗତ ୨୧ତାରିଖରେ ରାଜ୍ୟରେ ପ୍ରଥମ…

୧୫ରୁ ୧୮ବର୍ଷର ପିଲାଙ୍କ ଟିକାକରଣ ମାସେ ଭିତରେ ଶେଷ ହେବ: ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର: ୧୫ରୁ ୧୮ବର୍ଷର ପିଲାଙ୍କ ଟିକା ପାଇଁ ଅନଲାଇନ ପଞ୍ଜିକରଣ ୧ ତାରିଖରୁ ଆରମ୍ଭ ହେବ । ୩ତାରିଖରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମେ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛୁ, ପରିସ୍ଥିତି…

[ଭିଡିଓ] ବିଦାୟ ବର୍ଷରେ ଓଡ଼ିଶାର କିଛି ସ୍ମରଣୀୟ ବ୍ୟକ୍ତିତ୍ୱ

ଭୁବନେଶ୍ୱର: ବିଦାୟ ନେଉଛି ବର୍ଷ ୨୦୨୧। ବର୍ଷର କେତେ ସ୍ମୃତି ଆଉ କେତେ ଅନୁଭୂତି ରହିଯାଇଛି ଇତିହାସର ଫର୍ଦ୍ଦରେ। ସବୁକୁ ସାଉଁଟି ପାଦ ଦେଉଛି ବର୍ଷ ୨୦୨୨। ଅନେକ ସଫଳତା ଆଉ ବିଫଳତା ସାଙ୍ଗକୁ ଗର୍ବ ଗୌରବ ସାଉଁଟିଛି ଓଡ଼ିଶା। ବନ୍ୟା ବାତ୍ୟାରୁ ଅନେକ ବିପର୍ଯ୍ୟୟ ସାମନା କରିଛନ୍ତି ଓଡ଼ିଶାବାସୀ।…