Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଓଡ଼ିଶା ଆସିବେ ମୋଦି: ୟାସ୍ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟାସ୍ ପ୍ରଭାବିତ ଅଞ୍ଚଳ ବୁଲିଦେଖିବେ ମୋଦି । ସାମୁଦ୍ରିକ ଝଡ଼ ୟାସ୍ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଓଡ଼ିଶାରେ ତାଣ୍ଡବ ରଚିଛି ବାତ୍ୟା । ତେବେ ଉତ୍ତର ଓଡ଼ିଶା ଉପକୂଳରେ ବେଶୀ କ୍ଷତି ହୋଇଛି । ବହୁ ଘରଦ୍ୱାର…

ମହାବୋଧି ସୋସାଇଟିର ସ୍ୱତନ୍ତ୍ର ବୁଦ୍ଧ ପୂର୍ଣ୍ଣିମା

ଭୁବନେଶ୍ୱର : ମହାବୋଧି ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ବୁଦ୍ଧ ପୂର୍ଣ୍ଣିମା ସ୍ୱତନ୍ତ୍ର ଢଙ୍ଗରେ ପାଳିତ ହୋଇଯାଇଛି । କରୋନା ମହାମାରୀର ପ୍ରକୋପ ତଥା 'ୟାସ' ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି ସୋସାଇଟି ପକ୍ଷରୁ କଳିଙ୍ଗନଗରଠାରେ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହା ସହ…

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ହୋଇଛି । ଜଣେ ୪୧ ବର୍ଷିୟ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତି…

ବାତ୍ୟା ‘ୟାସ୍’ ପରେ ଭୁବନେଶ୍ୱର ଓ ରାଉରକେଲାରେ ଟୀକାକରଣ ଆରମ୍ଭ

ଭୁବନେଶ୍ୱର/ରାଉରକେଲା: ବାତ୍ୟା 'ୟାସ୍' ପରେ ଭୁବନେଶ୍ୱର ଏବଂ ରାଉରକେଲାରେ ବନ୍ଦ ରହିଥିବା ଟୀକାକରଣ କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ ହୋଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଏବଂ ଶୁକ୍ରବାର ଦିନ…

କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ବାଦିକ

ଭୁବନେଶ୍ୱର: କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ବାଦିକ। ଗତ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସାମ୍ବାଦିକ ପ୍ରବୁଦ୍ଧ ଜଗଦେବଙ୍କ ଆଜି ସକାଳେ ଶେ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ସେହିଠାରେ…

୨୬ରେ ଦେଖାଯିବ ସୁପର ବ୍ଲଡମୁନ

ଭୁବନେଶ୍ୱର : ଚଳିତ ବର୍ଷ , ମଇ ୨୬ରେ ଦେଖାଯିବ ପ୍ରଥମ ରକ୍ତଚନ୍ଦ୍ରଗ୍ରହଣ । ଏହା , ଏହି ବର୍ଷର ତଥା ଶତାଦ୍ଦୀର ବୃହତ ଚନ୍ଦ୍ରଗ୍ରହଣ ହେବ ଏବଂ  ୨୦୨୧ର ଶେଷ ସୁପରମୁନ୍ ଭାବେ ଦେଖାଯିବ। ଏହି ଚନ୍ଦ୍ରଗ୍ରହଣରେ ପୃଥିବୀର ଛାଇ ଅପରାହ୍ନ ୨ ଟା ୧୬ ମିନିଟରେ ପ୍ରବେଶ କରିବ ଓ ସନ୍ଧ୍ୟା ୭ଟା ୨୦…

ଭୁବନେଶ୍ୱର ପୋଖରୀପୁଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବହୁ ଉଠା ଦୋକାନ

ଭୁବନେଶ୍ୱର: ପୋଖରୀପୁଟ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ବହୁ ଉଠା ଦୋକାନ । ମଧୁସୂଦନ ପାର୍କ ନିକଟରେ ଏହି ଅଗ୍ନିକାଣ୍ଡ ହୋଇଛି । ହୁ ହୁ ହୋଇ ଜଳିଗଲା ଗୋଟିଏ ପରେ ଗୋଟିଏ ଦୋକାନ । କିଛି ସମୟ ଭିତରେ ନିଆଁ ଆଁରେ ଚାଲିଗଲା ବହୁ ଦୋକାନ ଘର । ଖରବ ପାଇଁ ଘଟଣାସ୍ଥଳରେ…

ସୁଦର୍ଶନଙ୍କ ସଂଗ୍ରହାଳୟରେ ଅଛି ୪ ହଜାରରୁ ଅଧିକ ପୁରାତନ ସାମଗ୍ରୀ

ଭୁବନେଶ୍ୱର : ନିଜ ଆଗ୍ରହ ଓ ଉଦ୍ୟମ ବଳରେ ଭୁବନେଶ୍ୱରସ୍ଥିତ ଜାଗମରା ଅଞ୍ଚଳର ସୁଦର୍ଶନ ସାହୁ ନିଜ ଘରେ ଏକ ଛୋଟ ସଂଗ୍ରହାଳୟ କରି ପାରିଛନ୍ତି। ସେ ଏହାର ନାମ 'ଗୋପୀନାଥ ହେରିଟେଜ ମ୍ୟୁଜିୟମ ଅଫ ବ୍ରାସ ଆଣ୍ଡ ବେଲ ମେଟାଲ କ୍ରାଫ୍ଟ ଆଣ୍ଡ ନେଗଲେକଟେଡ ଆର୍ଟସ' ରଖିଛନ୍ତି। ସେ ଓଡ଼ିଶାର ବିଭିନ୍ନ…

ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ମସ୍ତି

ଭୁବନେଶ୍ୱର: ଦିନକୁ ଦିନ ବଢ଼ିଚାଲିଛି କାରୋନା ଚିନ୍ତା । କରୋନା ମହାମାରୀରେ ସବୁଆଡେ ତାଲା ବନ୍ଦ। ରାସ୍ତା ଘାଟ ବି ଶୁନଶାନ୍ ହୋଇପଡିଛି । ସେପଟେ ଜୀବଜନ୍ତୁ ମାନଙ୍କ ସୁରକ୍ଷା ପାଇଁ ନନ୍ଦନକାନନ ବି ବାଦ ପଡିନି। ହେଲେ ଏହି ସମୟରେ ନନ୍ଦନକାନନରେ କିଛି ଖୁସିର ଦୃଶ୍ୟ ଦେଖିବାକୁ ମିଳିଛି।…

ରାଜଧାନୀରେ ୧୮-୪୪ ବର୍ଷର ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ପୁଣି ସ୍ଲଟ ବୁକିଂ…ଜାଣନ୍ତୁ କେଉଁ ସମୟରେ କରିବେ…

ଭୁବନେଶ୍ୱର: ୧୮-୪୪ ବ୍ୟକ୍ତିଙ୍କ ଟୀକାକରଣ ପାଇଁ ଆଜିଠାରୁ ପୁଣି ଆରମ୍ଭ ହେଉଛି ସ୍ଲଟ ବୁକିଂ । ଆଜି ସନ୍ଧ୍ୟା ୬ଟାରୁ ଏହି ସୁବିଧା ଉପଲବ୍ଧ ହେବ । ଆସନ୍ତା କାଲିଠାରୁ ୨୮ ତାରିଖ ପାଇଁ ଆପଣ ବୁକିଂ କରିପାରିବେ । ? New slots for COVID Vaccination of 18 - 44 age groups &…