Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଦୁଇଦୁଇଟି ଫିଲ୍ମରେ ଧମାଲ୍ ମଚାଇବେ ଅଙ୍କିତା ଭୌମିକ

ଭୁବନେଶ୍ୱର: ଆଲବମ୍ ଦୁନିଆରେ ଅଙ୍କିତା ଭୌମିକଙ୍କ ନାଁ କିଛି ନୂଆ ନୁହେଁ । କନ୍‌ସେପ୍ଟ ଯାହା ବି ହେଉନା କାହିଁକ, ତାଙ୍କ ଗ୍ଲାମରସ୍ ଅନ୍ଦାଜ ଓ ଆକର୍ଷଣୀୟ ଡାନ୍ସିଂ ଭିଡିଓ ଆଲବମ୍‌କୁ ସୁପରହିଟ୍ କରାଇବା ପାଇଁ ଯଥେଷ୍ଟ । ବହୁ ସୁପରହିଟ୍ ଭିଡିଓ ଆଲବମ ଓ କିଛି ହାତଗଣତି ଫିଲ୍ମରେ ଅଭିନୟ…

ଧଳା ଜହର ସୌଦାଗର ସାଜିଥିଲେ ମାଛ ବେପାରୀ !

ଭୁବନେଶ୍ୱର: ମାଛ ବେପାର ସାଜିଥିଲା ଢାଲ । ମାଛ ବଦଳରେ ଚାଲିଥିଲା ବ୍ରାଉନ୍ ସୁଗାର କାରବାର । କୋଡ୍ ୱାର୍ଡ କିମ୍ବା ପୂର୍ବରୁ ହୋଇଥିବା ଡିଲ୍‌କୁ ନେଇ ଚାଲିଥିଲା ସିକ୍ରେଟ୍ ସର୍ଭିସ୍ । ଏପରିକି ପୋଲିସକୁ ଚକ୍‌ମା ଦେବା ପାଇଁ ଧଳା ଜହରର ସୌଦାଗାର ସାଜିଥିଲେ ମାଛ ବେପାରୀ । ରାଜଧାନୀର…

ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ପାଇଁ ଆଜିଠୁ ଟେଷ୍ଟିଂ ଓ ଟିକାକରଣ ନେଇ ବିଏମସିର ନୂଆ ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଟେଷ୍ଟ ଓ ଟିକାକରଣ ନେଇ ରାଜଧାନୀରେ ଆଜିଠୁ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହେଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ବିଏମସି ପକ୍ଷରୁ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଘରେ ଏକୁଟିଆ ରହୁଥିବେ ଓ ବାହାରକୁ ଏକାକୀ ଆସିବାରେ ସକ୍ଷମ…

ଭୁବନେଶ୍ୱରରେ ହୋଟେଲରେ ଅସ୍ଥାୟୀ କୋଭିଡ୍ ସେଣ୍ଟର ପାଇଁ ବିଏମସିର ଯୋଜନା

ଭୁବନେଶ୍ୱର: ରାଜ୍ୟରେ ଅଧିକ ସଂକ୍ରମିତ ଜିଲ୍ଲା ଖୋର୍ଦ୍ଧା । ଭୁବନେଶ୍ୱରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ ରାଜଧାନୀରେ ଥିବା ବିଭିନ୍ନ କୋଭିଡ୍ ହସ୍ପିଟାଲରେ ବେଡ୍ ବି ଭର୍ତ୍ତି ହୋଇ ଗଲାଣି । ଆଗକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡ୍ ସଂଖ୍ୟା ହବଢ଼ାଇବାକୁ…

ଭାଙ୍ଗିଲା ସଂପର୍କ, ବବି ମିଶ୍ର ଓ କୋଏଲ ବାନାର୍ଜିଙ୍କ ବିବାହ ବିଚ୍ଛେଦ

ଭୁବନେଶ୍ୱର: ସାରା ଓଡିଶା ଥିଲା ଅଜଣା । ହେଲେ ୨୦୧୮ରେ ପରସ୍ପରଠୁ ଅଲଗା ହୋଇସାରିଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜି ଓ ଅଭିନେତା ବବି ମିଶ୍ର । ଆଇନଗତ ଦୁହେଁ ପରସ୍ପରଠୁ ପୃଥକ ରହୁଛନ୍ତି । ବୋଧ ହୁଏ ଏହି ଖବର ଓଲିଉଡ ଜଗତ ପାଇଁ ନୂଆ ନୁହେଁ । ହେଲେ ଚଳଚ୍ଚିତ୍ର ପ୍ରେମୀଙ୍କୁ ଏହି ଖବର ଚକିତ…

କୁନି ଦେବାଙ୍ଗଙ୍କ ବଡ ଚିନ୍ତାଧାରା

ଭୁବନେଶ୍ୱର: ୬ ବର୍ଷର ଦେବାଙ୍ଗ । ବୟସ ସିନା ବହୁତ କମ୍ କିନ୍ତୁ ଚିନ୍ତାଧାରା ବହୁତ ବଡ । ଦେବାଙ୍ଗ ଜନ୍ମ ଦିନରେ ତାଙ୍କୁ ଉପହାର ମିଳିଥିବା ୧୧ ହଜାର ଟଙ୍କାକୁ ସେ ମହିଳା ଟ୍ରାଫିକ ପୋଲିସଙ୍କ ଉଦ୍ଦେଶ୍ୟ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦେଇଛନ୍ତି । ଏଥି ସହିତ ମହିଳା…

ଏଥର ରଜକୁ “କହିବିନି ତୋତେ ଆଇ ଲଭ ୟୁ”

ଭୁବନେଶ୍ୱର: କରୋନା ମହାମାରୀରେ ବି ଲୋକଙ୍କ ମନରୁ ଦୁଃଖ ଅବସାଦକୁ ଦୂର କରିବାକୁ ଚେଷ୍ଟା କରୁଛି ଓଲିଉଡ । ରିଲିଜ୍ ଅପେକ୍ଷାରେ ରହିଛି ଭିନ୍ନ ଏକ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ “କହିବିନି ତୋତେ ଆଇ ଲଭ ୟୁ” । ଲକଡାଉନ୍ ପାଇଁ ଫିଲ୍ମଟି ଅଟକି ରହିଥିବାବେଳେ ରଜ ଅବସରରେ ରିଲିଜ୍ ହେବାର…

କରୋନାକୁ ପରାସ୍ତ କଲେ ୯୮ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଲା କରୋନା ସଂକ୍ରମଣ । କେଭିଡ୍‌-୧୯ର ଦ୍ୱିତୀୟ ଲହରକୁ ଚିରି ବିଜୟୀ ହୋଇଛନ୍ତି ଜଣେ ୯୮ ବର୍ଷୀୟା ବୃଦ୍ଧା । କରୋନାରେ ସଂକ୍ରମିତ ହୋଇ ଏହି ବୃଦ୍ଧା ଜଣକ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅନ୍ନପୂର୍ଣ୍ଣା…

ଅନ୍‌ଲାଇନ୍ ଅଛନ୍ତି ପପୁ ପମ୍‌ପମ୍ !

ଭୁବନେଶ୍ୱର: ଓଡିଶାର ଅନନ୍ୟ ହାସ୍ୟ ଅଭିନେତା ପପୁ ପମ୍‌ପମ୍ । ପ୍ରକୃତ ନାଁ ତତ୍ତ୍ୱପ୍ରକାଶ ଶତପଥୀ । ଖାସ କରି ଇନଷ୍ଟାଣ୍ଟ କମେଡି ପାଇଁ ଏହି ଅଭିନେତା ଜଣକ ବେଶ ଜଣାଶୁଣା । ଓଡିଶାରେ ଆଜି ପର୍ଯ୍ୟନ୍ତ କମେଡି ମାମଲାରେ ପପୁଙ୍କୁ ଟକ୍କର ଦେବାକୁ ବୋଧ ହୁଏ କେହି ସମର୍ଥ ହୋଇଥିବେ । ନିଜ…

ନୀରବିଗଲେ ଆଙ୍କର ଓ ଆର୍‌ଜେ ସବନମ୍

ଭୁବନେଶ୍ୱର: ଆରପାରିରେ ସବନମ୍ ସିରିନ୍ । ଅନେକ ଲୋକ ଏହି ଖବରକୁ ବିଶ୍ୱାସ କରିପାରୁନାହାନ୍ତି । ଓଡିଶା ଗଣମାଧ୍ୟମରେ ସବନମ୍‌ଙ୍କ ନାଁ ବେଶ ଜଣାଶୁଣା । ହେଲେ ଆଜି ସେ ସମସ୍ତଙ୍କୁ ଟିକେ ଅଧିକ ମନେ ପଡିଛନ୍ତି । କାହିଁକି ନା କରୋନାରେ ସଂକ୍ରମିତ ହୋଇ ସବନମ୍ ଚାଲିଯାଇଛନ୍ତି ଆରପାରିକୁ । କନକ…