Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ସୁସ୍ଥ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସୂଚନା ଦେଲେ ସାଂସଦ ଓ ପୁଅ 

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ରୁଟିନ ଚେକଅପ୍ ପାଇଁ ସେ ଗୁରୁଗ୍ରାମର ମେଦାନ୍ତରେ ଭର୍ତ୍ତି ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସାଂସଦ ସପ୍ତଗିରି ଉଳାକା । ଏହାସହ ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ବାପାଙ୍କ…

ଅଗ୍ନିଶମ ସହିଦ ଦିବସ ପାଳିତ, ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ, ଶ୍ରେଷ୍ଠ ବିବେଚିତ ଅଧିକାରୀଙ୍କୁ ମାନପତ୍ର ପ୍ରଦାନ 

ଭୁବନେଶ୍ବର: ଅଗ୍ନିଶମ ସହିଦ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଓଡ଼ିଶା ଅଗ୍ନିଶମ ଏବଂ ବିପତ୍ତି ନିସ୍ତାର ପ୍ରତିଷ୍ଠାନ ଠାରେ ଅଗ୍ନିଶମ ସହିଦ ଦିବସ ପାଳନ କରାଯାଇଛି ।  ଏଥିରେ ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ସେବା ସଂସ୍ଥାର ମହାନିର୍ଦ୍ଦେଶକ ଏମ୍ ଅକ୍ଷୟ ଯୋଗ…

ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଗଭୀର ଶୋକ

ଭୁବନେଶ୍ବର: ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକୋଶ କରିଛନ୍ତି । ଅଜିତଙ୍କ ଦେହାନ୍ତ ବିଷୟରେ ଜାଣି ଖୁବ ଦୁଃଖିତ ଓ ମର୍ମାହତ ଥିବା କହିଛନ୍ତି । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ନବୀନ ପଟ୍ଟନାୟକ ।…

ପାଣିପାଗ ବିଭାଗର ସୂଚନା: ୬ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ୬ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଏନେଇ ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ । ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ, ରାୟଗଡା ଓ କୋରାପୁଟ ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୬0 କିଲୋମିଟର ରହିବ ବୋଲି ପାଣିପାଗ…

ସମାଜକୁ ସୁସ୍ଥ ଓ ରୋଗମୁକ୍ତ କରିବାକୁ ପ୍ରୟାସ: ଓଡିଶାରେ ଆରମ୍ଭ ହେଲା “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ । ଭାରତର କୃଷି ଜମିକୁ ରାସାୟନିକ ସାର ଓ ଔଷଧର ବିଷାକ୍ତ ପ୍ରଭାବରୁ ମୁକ୍ତ ସହ ସଂପୂର୍ଣ୍ଣ ସମାଜକୁ ସୁସ୍ଥ ଏବଂ ରୋଗମୁକ୍ତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନକୁ…

ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ତଥା ସୁସାହିତ୍ୟିକ ସୌରୀବନ୍ଧୁ କରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସରେ ପାଳିତ ହୋଇଯାଇଛି। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତଃ କରଙ୍କ ସ୍ମୃତି ଚାରଣ କରି ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ,…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ୧୫୫ କୋଟିର ପ୍ୟାକେଜ 

ଭୁବନେଶ୍ୱର: ଆଜି ବାଲେଶ୍ୱର ସହର ବିକାଶ ପାଇଁ ୧୫୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ବାଲେଶ୍ୱର ମୁନସିପାଲିଟି ଅଚଂଳରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ପାଇଁ ଏହି ପ୍ୟକେଜ ଘୋଷଣା କରାଯାଇଛି । ବାଲେଶ୍ୱର ପୌରାଞ୍ଚଳର ବିକାଶ ସମ୍ପର୍କରେ ଦୁଇ…

କାଳବୈଶାଖୀ ସତର୍କତା, ୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ବର୍ଷା ଓ ଘୂର୍ଣ୍ଣିଝଡ଼ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି 

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି । ରାଜ୍ୟର ଆଭ୍ୟନ୍ତର, ଉତ୍ତର, ଦକ୍ଷିଣ ଓ ଉପକୂଳର ୧୩ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି । ଆଜି ଏନେଇ ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ…

ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ମନା: ବିଏମସି, ସଂକ୍ରମଣ ବଢୁଥିବାରୁ କଟକଣା

ଭୁବନେଶ୍ୱର: ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ପଣାସଂକ୍ରାନ୍ତି ପାଳନ ଲାଗି ଭକ୍ତଙ୍କୁ ବାରଣ କରାଯାଇଛି । ଏହାସହ ବଡ ଆକାରରେ କୌଣସି ପୂଜା ହୋଇପାରିବ ନାହିଁ ବୋଲି ବିଏମସି ସଫା ସଫା କହିଛି ।…

୭୩ବର୍ଷରେ ପାଦ ଥାପିଲା ଭୁବନେଶ୍ୱର, କରୋନା ପାଇଁ ଉତ୍ସବ ନାହିଁ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ୭୩ତମ ପ୍ରତିଷ୍ଠା ଦିବସ । ଆଜିର ଦିନରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ମାନ୍ୟତା । କରୋନା ଯୋଗୁ ଏବର୍ଷ ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବରେ ପାଳନ ହୋଇଛି । ଏହି ଅବସରରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା…