Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଆସିଲା ଜୁନିଅର୍ ବାବୁସାନ୍‌, ବାପା ହେଲେ ଓଲିଉଡର ଲଭର ବୟ 

ଭୁବନେଶ୍ୱର: ବାପା ହେଲେ ଓଲିଉଡ ଅଭିନେତା ତଥା ସୁପରଷ୍ଟାର ବାବୁ ସାନ୍ ମହାନ୍ତି । ତାଙ୍କ ସ୍ତ୍ରୀ ତୃପ୍ତି ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟେ ମା’ ଏବଂ ପୁଅ ସୁସ୍ଥ ଥିବା ଜଣାପଡିଛି । ଆସନ୍ତା ୨ଦିନ ମଧ୍ୟରେ ତୃପ୍ତିଙ୍କୁ ଡିସ୍‌ଚାର୍ଜ କରାଯିବ ।…

କଂଗ୍ରେସ ଛାଡିଲେ ସ୍ମୃତିରେଖା, ଦଳର ସହଯୋଗ ମିଳିନଥିବା ଅଭିଯୋଗ  

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସ୍ମୃତିରେଖା ପହି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । କୌଣସି ଘଟଣାରେ ଦଳ ତାଙ୍କୁ ସହଯୋଗ କରିନଥିବା ସେ ଅଭିଯୋଗ କରିଛନ୍ତି । ସେଥିପାଇଁ ସେ ଇସ୍ତଫା ଦେଇଛନ୍ତି ବୋଲି ତାଙ୍କ ଇସ୍ତଫା ପତ୍ରରେ…

ଆଜି କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସନ୍ଧ୍ୟାରେ କରିପାରନ୍ତି ବଡ଼ ଘୋଷଣା 

ଭୁବନେଶ୍ବର: ରାଜ୍ୟରେ ଏବେ ବଢିଚାଲିଛି କରୋନା ସଂକ୍ରମଣ । ଆଜି ସନ୍ଧ୍ୟାରେ କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଏନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କରୋନା…

ସିଲିକନ୍ ଇନିଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ରେଡ୍ କରୁଛି ବିଏମସି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ଭୁବନେଶ୍ୱରରେ ଥିବା ସିଲିକନ୍ ଇନିଷ୍ଟିଚ୍ୟୁଟ୍ । ବିଏମସି ଆଜି ସିଲ୍ କରିଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସିଲିକନ୍…

ଘରେ କେହି ନ ଥିବାର ଫାଇଦା ଉଠାଇଲେ ଲୁଟେରା, ନଗଦ ଟଙ୍କା ଓ ସୁନା ଗହଣା ଲୁଟ

ଭୁବନେଶ୍ବର: ଘରେ କେହି ନ ଥିବାର ସୁଯୋଗ ନେଇ ଲୁଟପାତ କରିଛନ୍ତି ଲୁଟେରା । ନଗଦ ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି । ଘରେ ଥିବା ନଗଦ ୨ ଲକ୍ଷ ୬୦ ହଜାର ଟଙ୍କା ସହ ୪ ଭରି ସୁନା ଲୁଟି ନେଇଛନ୍ତି ଲୁଟେରା । ଘରେ ଥିବା ୪ଟି ମୋବାଇଲ ଫୋନ୍ ମଧ୍ୟ ଲୁଟିନେଇଯାଇଛନ୍ତି ଲୁଟେରା । …

ଗାତରେ ଗୋଡ ପଡିଯିବାରୁ ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ ଆହତ

ଭୁବନେଶ୍ବର: ଗାତରେ ଗୋଡ ପଡିଯିବାରୁ ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଆହତ ହୋଇଛନ୍ତି । ତାଙ୍କର ବାମ ଗୋଡରେ ଆଘାତ ଲାଗିଛି । ଆଜି ସକାଳେ ବିଧାୟକ ଭୁବନେଶ୍ୱର ସ୍ଥିତ ରିଜିଓନାଲ ପାର୍କରେ ମର୍ଣ୍ଣିଂ ୱାର୍କ କରିବାକୁ ଯାଇଥିଲେ । ସେଠାରେ ଅନ୍ୟମନସ୍କ ଭାବେ ତାଙ୍କ ଗୋଡ ଏକ ଗାତରେ…

ରାଜ୍ୟରେ ଦିନ ବେଳା ଲାଗୁ ହୋଇପାରେ କର୍ଫ୍ୟୁ: ବାଚସ୍ପତି

ଭୁବନେଶ୍ୱର: ଦିନବେଳା କଟକଣା ଆହୁରି କଡାକଡି ହେବ । ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗୁ ହୋଇପାରେ । ୩ରୁ ୪ ଦିନ ମଧ୍ୟରେ ଏନେଇ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଜଣାପଡିଛି । ସଂକ୍ରମଣ ଯେଉଁ ସ୍ଥାନରେ ବଢୁଛି ସେଠାରେ କର୍ଫ୍ୟୁ ଲାଗୁ ହେବା ନେଇ ବିଚାର ଚାଲିଛି ।  ରାଜ୍ୟରେ କରୋନା…

ଆଜି ରାଜ୍ୟର ୨୧ଟି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା 

ଭୁବନେଶ୍ବର: ଅସହ୍ୟ ଗରମରୁ ମିଳିବ ଆଶ୍ବସ୍ତୀ । ଆଜି ରାଜ୍ୟର ୨୧ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଅଛି । କିଛି କିଛି ଅଞ୍ଚଳରେ ଘଡଘଡ଼ି ଓ ବର୍ଷା ହେବା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ବିଭାଗ ପୂର୍ବାନୁମାନ କରିଛି ।  ତାତି କମିଛି । ଉପକୂଳ…

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦୀକ୍ଷାନ୍ତ ଭାଷଣରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି । ଓଡ଼ିଆରେ ସେ ଭାଷଣ ଆରମ୍ଭ କରିଥିଲେ । ଉପରାଷ୍ଟ୍ରପତି କହିଛନ୍ତି, ଚରିତ୍ର ଗଠନ ସହ ଶିକ୍ଷା ସଫଳ ଜୀବନର…

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଆଜି ଯୋଗଦେବେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ସେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେବେ ଉପରାଷ୍ଟ୍ରପତି । ସକାଳ ସାଢ଼େ ୧୦ଟାରେ ଆରମ୍ଭ…