Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଅଲିମ୍ପିକ୍‍ କ୍ୱାଲିଫାଏର୍‍ ଭବାନୀଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ସମ୍ବର୍ଦ୍ଧନା: କହିଲେ,ଅଲିମ୍ପିକରେ ପହଞ୍ଚିବା ପଛରେ…

ଭୁବନେଶ୍ୱର: ଅଲିମ୍ପିକ୍‍ କ୍ୱାଲିଫାଏର୍‍ କିଟ୍‍ ଛାତ୍ରୀ ସି.ଏ ଭବାନୀଙ୍କୁ ଉଜ୍ବସିତ ସମ୍ବର୍ଦ୍ଧନା । ଭୁବନେଶ୍ବର କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ କିଟ୍‍ ଓ କିସ୍‍ ପକ୍ଷରୁ ଭବାନୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଟୋକିଓ ଅଲିମ୍ପିକ୍‍ ପାଇଁ ଅସି ଚାଳନାରେ କ୍ୱାଲିଫାଏ କରିବାରେ…

ଏପ୍ରିଲ ୩ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଇତ୍ସବ, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫ ବ୍ୟକ୍ତିତ୍ବଙ୍କୁ…

ଭୁବନେଶ୍ବର: ଏପ୍ରିଲ ୩ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଇତ୍ସବ । ଉତ୍ସବକୁ ସୁରୁଖୁରୁରେ ବିଶ୍ବବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କୁ ନେଇ ନିୟମିତ ବୈଠକ କରାଯାଉଛି । ଏପ୍ରିଲ ପହିଲାରୁ ଏକ ସ୍ବତନ୍ତ୍ର ଉତ୍ସବ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି…

ଭୁବନେଶ୍ୱରରୁ ଜୁନାଗଡ଼ ରୋଡ୍, ଜଗଦଳପୁର ଓ ନୟାଗଡ଼ ଟାଉନକୁ ସ୍ୱତନ୍ତ୍ର ଟ୍ରେନ୍, ଏହି ସମୟରେ ଗଡ଼ିବ ଟ୍ରେନ୍…

ଭୁବନେଶ୍ୱର: ଭୁବନେଶ୍ୱରରୁ ଜୁନାଗଡ଼ ରୋଡ୍ ବିଶେଷ ଟ୍ରେନ ଚଳାଚଳ କରିବ । ବ୍ରହ୍ମପୁର ଓ ବିଜୟନଗରମ ମାର୍ଗ ଦେଇ ଭୁବନେଶ୍ୱରରୁ ଜୁନାଗଡ଼ ରୋଡ଼ ଏବଂ ଜଗଦଳପୁରକୁ ଏହି ବିଶେଷ ଟ୍ରେନ ଚଳାଚଳ କରିବ । ଭୁବନେଶ୍ୱର ଠାରୁ ନୟାଗଡ଼ ଟାଉନ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଯିବାକୁ ପୂର୍ବତଟ ରେଳବାଇ…

ନିଲାମ ହେବ ଖଣି: ଓଡ଼ିଶାର ୧୪ କୋଲ ବ୍ଲକ୍ ନିଲାମକୁ କେନ୍ଦ୍ର ସରକାରଙ୍କ ଅନୁମତି

ଭୁବନେଶ୍ବର: ରାଜ୍ୟରେ ନିଲାମ ହେବାକୁ ଯାଉଛି ୧୪ଟି କୋଇଲା ଖଣି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୬୭ଟି କୋଇଲା ଖଣି ନିଲାମ ପାଇଁ ଅନୁମତି ମିଳିଛି । ଏଥିମଧ୍ୟରୁ ଓଡ଼ିଶାର ୧୪ଟି କୋଇଲା ଖଣି ରହିଛି । ମାଛକଟା ଓ ମହାନଦୀ କୋଇଲା ଖଣି, ତେଲି ସାହି, ଅଳକାନନ୍ଦା କୋଲ ବ୍ଲକ, ରାମଚଣ୍ଡୀ…

ଭୁବନେଶ୍ବର ବିମାନ ବନ୍ଦରରେ ସାପ, ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଧରାପଡିଲା

ଭୁବନେଶ୍ୱର: ଭୁବନେଶ୍ୱର ଏୟାର ପୋର୍ଟରୁ ନାଗ ସାପ ଉଦ୍ଧାର । ଫାୟାର ବ୍ରିଗେଡ଼ ସହାୟତାରେ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ । ଏୟାର ପୋର୍ଟର MT ପୁଲର ବାଥରୁମରେ ଏକ ନାଗ ସାପ ଗତ ରାତିରେ ପଶିଥିଲା । ତେବେ କିଛି କରିବା ପୂର୍ବରୁ ସାପଟି ବେସିନ ତଳ ଜାଲି ଭାଙ୍ଗି ଯାଇଥିବାରୁ ସେଇପଟେ…

ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡିଓ: ପୁନଃନିର୍ମାଣ କାର୍ଯ୍ୟର ଆଜି ଭିତ୍ତିପ୍ରସ୍ତର ପକାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡିଓ । ଏଥିପାଇଁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି । ଏହାକୁ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢି ତୋଳିବା…

ଆଜିଠୁ ରାଜଧାନୀର ସବୁ ହଷ୍ଟେଲରେ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଭୁବନେଶ୍ୱରର ସବୁ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କର ହେଉଛି କୋଭିଡ୍ ଟେଷ୍ଟ ।  ଜୋନ୍ ସ୍ତରରେ ବିଭିନ୍ନ ହଷ୍ଟେଲରେ କୋଭିଡ୍‌ ପରୀକ୍ଷା ହେବ। ଏଥିପାଇଁ ସବୁ ଜୋନ୍‌ରେ…

ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଚାଲିବ ମେମୁ ଟ୍ରେନ୍

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଗଡିବ ମେମୁ ଟ୍ରେନ୍ । ୭ ଏପ୍ରିଲ ୨୦୨୧ରୁ ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ୍ ଭୁବନେଶ୍ବରରୁ ସନ୍ଧ୍ୟା ୫ଟା ୫୫ ମିନିଟରେ ଛାଡି ଭଦ୍ରକରେ ରାତି ୯ଟା ୧୫ ମିନିଟରେ…

କଟକରୁ ନିଖୋଜ ଥିଲେ ଯୁବକ, ଭୁବନେଶ୍ୱରରୁ ମିଳିଲା ମୃତଦେହ

ଭୁବନେଶ୍ୱର: କଟକରୁ ନିଖୋଜ ଥିଲେ ଯୁବକ । ଭୁବନେଶ୍ୱରରୁ ମିଳିଲା ମୃତଦେହ । କଟକରୁ ନିଖୋଜ ଯୁବକଙ୍କ ମରଶରୀର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ଅଭିଷେକ ନାୟକ । ଦୁଇ ଦିନ ତଳେ ସେ କଟକରୁ ନିଖୋଜ ଥିଲେ । ହୋଟେଲ କର୍ମଚାରୀ…

ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ବିଧାନସଭାରେ ବଡ଼ ସଂକଳ୍ପ ଆଣିଲେ…

ଭୁବନେଶ୍ବର: ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା । ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମଲେଖା ସମୟରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ । ବିଧାନସଭାରେ ଆଜି ମାନ୍ୟବର…