Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷ ପକ୍ଷରୁ ଜାତି ନନ୍ଦିଘୋଷ କନକ୍ଳେଭ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷପୂର୍ତ୍ତି ଉପଲକ୍ଷେ  'ଜାତି ନନ୍ଦିଘୋଷ କନକ୍ଳେଭ'  ଆୟୋଜିତ ହୋଇଯାଇଛି ।   ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଫେସର ନାୟକଙ୍କ…

କାଲିଠୁ ବିଧାନସଭାରେ କୋଭିଡ୍ ଟେଷ୍ଟ, ୧୮ରୁ ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ତାପୂର୍ବରୁ କାଲିଠୁ ବିଧାନସଭାରେ କୋଭିଡ୍ ଟେଷ୍ଟ କରାଯିବ । ସକାଳ ସାଢେ ୮ଟାରୁ ଅପରାହ୍ନ ୫ ଯାଏଁ ଟେଷ୍ଟ ଚାଲିବ । ସମସ୍ତ ବିଧାୟକ, ମନ୍ତ୍ରୀ, ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କର କୋଭିଡ ଟେଷ୍ଟ…

୧୪ ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦଘାଟିତ

ଭୁବନେଶ୍ୱର : ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ୧୪ ତମ ଗୁରୁ ଦେବପ୍ରସାଦ ପୁରସ୍କାର ସମାରୋହ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଉତ୍ସବର ପ୍ରଥମ ସସନ୍ଧ୍ୟାରେ ତ୍ରିଧାରାର ଶିଳ୍ପୀମାନଙ୍କ ଦ୍ୱାରା ସଂକ୍ଷିପ୍ତ…

ଏକାମ୍ର କ୍ଷେତ୍ର ପାଇଁ NMAର ବାଇ-ଲ’ ପ୍ରତ୍ୟାହାର ନେଇ କଂଗ୍ରେସର ଦସ୍ତଖତ ଅଭିଯାନ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏର ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର ଦାବି ତେଜିବାରେ ଲାଗିଛି । ଆଜି ଦସ୍ତଖତ ଅଭିଯାନ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ଲିଙ୍ଗରାଜ ମନ୍ଦିର ଆଗରୁ ଅଭିଯାନର ଶୁଭାରମ୍ଭ କରିଛି ଦଳ । ଏହି ଅଭିଯାନର ଶୁଭାରମ୍ଭ…

ପୁଲୱାମା ଆକ୍ରମଣର ସହିଦଙ୍କ ସ୍ମୃତିରେ ବିରାଟ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ୱର: ଜମ୍ମୁ କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ୨ ବର୍ଷ ପୁରିଛି  । ସହିଦ ବୀର ଯବାନଙ୍କୁ ମନେ ପକାଉଛି ସାରା ଦେଶ । ଏହି ଅବସରରେ ଭୁବନେଶ୍ୱରରେ ବିରାଟ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଛି । ଭୁବନେଶ୍ୱର ଉତ୍କଳ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ବାଣୀବିହାରରୁ…

ପରଲୋକରେ ନାଟ୍ୟକାର କୁଞ୍ଜ ରାୟ

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ ନାଟ୍ୟକାର, ଗାଳ୍ପିକ, ଅନୁବାଦକ, ଔପନ୍ୟାସିକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟ ବ୍ୟକିତ୍ୱ କୁଞ୍ଜ ରାୟ । ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । 'ଅଗ୍ନିସ୍ନାନ', 'କେଉଁ ନଦୀ ମୁହାଣରେ',…

ଓଡ଼ିଆ କଣ୍ଠଶିଳ୍ପୀ ସୁଧା ମିଶ୍ରଙ୍କୁ ମିଳିବ ପ୍ରଣବ ପରମ୍ପରା ସମ୍ମାନ

ଭୁବନେଶ୍ୱର : ବିଶ୍ୱ ମାତୃଭାଷା ଦିବସର ପୂର୍ବ ଦିନ ସମ୍ଭାବନା ପକ୍ଷରୁ ଓଡ଼ିଆ କଣ୍ଠଶିଳ୍ପୀ ସୁଧା ମିଶ୍ରଙ୍କୁ ପ୍ରଣବ ପରମ୍ପରା ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି ସମ୍ଭାବନାର ପରିଚାଳନା ଟ୍ରଷ୍ଟି ଦେବପ୍ରସାଦ ପରିଜା ସୂଚନା ଦେଇଛନ୍ତି। ଜୟଦେବ ଭବନ ପରିସରରେ ହେବାକୁ ଥିବା ଏହି…

 ସାର୍ଥକ ମ୍ୟୁଜିକ ବିରୁଦ୍ଧରେ ରାଜ୍ୟ ମାନବାଧିକାର କମିଶନରେ ଅଭିଯୋଗ

ଭୁବନେଶ୍ୱର : ସାର୍ଥକ ମ୍ୟୁଜିକରେ ପ୍ରସାରିତ ହାଡ଼ି-ହାଡ଼ିଆଣି ଦଣ୍ଡନୃତ୍ୟ କାର୍ଯ୍ୟକ୍ରମଟି ଆକ୍ଷେପ ମୂଳକ ଓ ଗୋଟିଏ ଜାତିର ଚରିତ୍ରକୁ ଅପମାନ କଲାପରି ଏକ ମନଗଢ଼ା ଯୋଜନା ଭିତ୍ତିକ କାର୍ଯ୍ୟକ୍ରମ ବୋଲି ଅଭିଯୋଗ କରି, ଅଲ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ଓଡ଼ିଶା ମାନବାଧିକାର…

ମିଳିଲା ମହିଳାଙ୍କ କଟାମୁଣ୍ଡ, ମୃତଦେହଠାରୁ ୨କିମି ଦୂରରେ ମୁଣ୍ଡ

ଭୁବନେଶ୍ବର: ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା । ଭରତପୁର ଜଙ୍ଗଲରୁ ମିଳିଲା ମୃତ ମହିଳାଙ୍କ କଟାମୁଣ୍ଡ । ରହସ୍ୟ ଉନ୍ମୋଚନ ପାଇଁ ୨ ଅଭିଯୁକ୍ତଙ୍କୁ ସ୍ପଟକୁ ନେଇଥିଲା ପୋଲିସ । ପୋଲିସ ସହ ଯାଇ କଟାମୁଣ୍ଡ ଦେଖାଇଛନ୍ତି ଦୁଇ ଅଭିଯୁକ୍ତ । ମୃତଦେହ ଠାରୁ ୨ କିମି…

ବସନ୍ତ ନାୟକ ଏଣ୍ଟରଟେନମେଣ୍ଟର ଆଲବମ ଦିଲ ବେଚାରାର ମ୍ୟୁଜିକ ରିଲିଜ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୋଟେଲରେ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ମାଧ୍ୟମରେ ଏକ ମଡର୍ଣ୍ଣ ମ୍ୟୁଜିକ ଆଲବମ "ଦିଲ ବେଚାରା" ରିଲିଜ ହୋଇଯାଇଛି । ପ୍ରେମ ମ୍ୟୁଜିକ ମାଧ୍ୟମରେ ଏହି ପ୍ରଡକ୍ସନ ହାଉସର ପ୍ରେମ ଅଡିଓ ଅଫିସିଆଲ ପକ୍ଷରୁ ପକ୍ଷରୁ "ଛକିଶୁନ" ନାମକ ମ୍ୟୁଜିକ ଭିଡିଓ ରିଲିଜ କରିଛି।…