Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ରାଜଧାନୀ ଗଳି କନ୍ଦିରେ ଲାଗିଲା ଅପରାଜିତା ଷଡ଼ଙ୍ଗୀ ନିଖୋଜ ଲେଖା ଥିବା ପୋଷ୍ଟର

ଭୁବନେଶ୍ୱର: ରାଜଧାନୀରେ ଗଳି କନ୍ଦିରେ, କାନ୍ଥରେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ନିଖୋଜ ଲେଖା ଥିବା ପୋଷ୍ଟର ଲାଗିଛି । ପୋଷ୍ଟରରେ ଅପରାଜିତାଙ୍କ ଫୋଟୋ ରହିଥିବା ବେଳେ ଉପରେ ସେ ନିଖୋଜ ବୋଲି ଲେଖା ଯାଇଛି । ବିଭିନ୍ନ ସ୍ଥାନରେ ପୋଷ୍ଟ ଲାଗିଛି । ଯେଉଁତିଲେ ଏକାମ୍ର କ୍ଷେତ୍ର ନେଇ…

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ୨ଜଣ ଅଟକ, କ୍ରାଇମ ସିନ୍ ରି-କ୍ରିଏସନ୍ କରିବ ପୋଲିସ

ଭୁବନେଶ୍ୱର: ରାଜଧାନୀରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସକୁ ମିଳିଲା ବଡ଼ ସୁରାକ । ସାତ ଦିନ ପରେ ଘଟଣାର ରହସ୍ୟ ଖୋଲୁଛି । ହତ୍ୟାକାଣ୍ଡ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । କଟାମୁଣ୍ଡ ଠାବ ପାଇଁ ସେମାନଙ୍କ ପଚରାଉଚରା ଜାରି ରଖିଛି ପୋଲିସ । ମୃତ ମହିଳାଙ୍କ…

ଲିଙ୍ଗରାଜଙ୍କ ପାଇଁ ଚିଠି: NMA ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ପରେ ଭୁବନେଶ୍ୱରର ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣର (NMA) ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର ପାଇଁ ଚିଠି । ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଏନେଇ କେନ୍ଦ୍ର ସଂସ୍କୃତି ବିଭାଗକୁ ଚିଠି…

ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା: ଡିଜିଟାଲ ଫିଙ୍ଗର ପ୍ରିଣ୍ଟରୁ ପରିଚୟ ପାଇଛି କମିଶନରେଟ ପୋଲିସ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚନ୍ଦକା-ଅନ୍ଧାରୁଆ ଦାସପୁର ରାସ୍ତାରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ହାତରେ ଲାଗିଛି ସୁରାକ । ଡିଜିଟାଲ ଫିଙ୍ଗର ପ୍ରିଣ୍ଟରୁ କମିଶନରେଟ ପୋଲିସ ମହିଳାଙ୍କ ପରିଚୟ ପାଇଥିବା ସୂଚନା ମିଳିଛି । ଆଜି ପୋଲିସ ପ୍ରେସମିଟରେ ହତ୍ୟାକାଣ୍ଡ…

ଭଜନ ସମ୍ରାଟ ଅନୁପ ଜଲୋଟା ପାଇବେ ଗୁରୁ ଦେବପ୍ରସାଦ ସମ୍ମାନ

ଭୁବନେଶ୍ୱର :ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ  ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲଟାଙ୍କୁ ଏ ବର୍ଷ ଲାଇଫ ଟାଇମ ଆଚିଫମେଣ୍ଟ ପୁରସ୍କାର ମିଳିବ।ଏଥିପାଇଁ ତାଙ୍କୁ ଏକ ଫଳକ ଅଙ୍ଗବସ୍ତ୍ର ଏବଂ ଏକଲକ୍ଷ ଟଙ୍କାର ନଗଦ ପୁରସ୍କାର ଦିଆଯିବ।ଭୁବନେଶ୍ୱରରେ ଅବସ୍ଥାପିତ ତ୍ରିଧାରା ଓଡିଶୀ ନୃତ୍ୟ ଅନୁଷ୍ଠାନ…

ଶ୍ରେଷ୍ଠ କଥା ଦଶକ ଲୋକାର୍ପିତ

ଭୁବନେଶ୍ୱର : ଫୁଲ ଭଗବାନ ଫାଉଣ୍ଡେସନ ତରଫରୁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପ ସଂକଳନ ଶ୍ରେଷ୍ଠ କଥା ଦଶକ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ପତିଙ୍କ ସହ ପୌରୁଷର ସମ୍ପାଦକ ଅସିତ ମହାନ୍ତି , ଗାଳ୍ପିକ ରବି ସ୍ୱାଇଁ ,…

ପୁଣି ଚମକିଲେ ଦୂତୀ ଚାନ୍ଦ, BBCସ୍ପୋର୍ଟସ ୱିମେନ୍ ପୁରସ୍କାର ପାଇଁ ମନୋନୀତ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ପୁଣି ଚମକିଲେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ୱିମେନ୍ ଅଫ ଦି ଇୟର ସମ୍ମାନ ପାଇବେ ଦୂତୀ । ଏନେଇ ୫ଜଣ ଖେଳାଳୀ ନୋମିନେଟ୍ ହୋଇଥିବା ବେଳେ ସେଥିରେ ଦୂତୀଙ୍କ ନାଁ ରହିଛି । ଏହି ସମ୍ମାନ ପାଇଁ ଓଡିଶାର ଦୂତୀ ଚାନ୍ଦ, ସୁଟର୍ ମନୁ ଭାକର, ହକି…

ମର୍ଣ୍ଣିଂ ଓ୍ୱାକ୍ ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ସକାଳୁ ସକାଳୁ ପୁଣି ମାତିଲେ ଲୁଟେରା । ପ୍ରାତଃ ଭ୍ରମଣ ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ । ଭୁବନେଶ୍ୱର ଝାରପଡ଼ା ଜେଲ ସାମନା ରାସ୍ତାରୁ ଆଜି ସକାଳେ ଏହି ଲୁଟ ହୋଇଛି । ଗୋଟିଏ ବାଇକରେ ତିନି ଜଣ ଦୁର୍ବୃତ୍ତ ଆସିଥିଲେ । ମର୍ଣ୍ଣିଂ…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ରୁ ମେ ୧୫ ଯାଏଁ ଚାଲିବ ପରୀକ୍ଷା । ମେ’ ୩ ତରିଖରେ ମାତୃଭାଷା ଓଡିଆ, ୫ ରେ ଇଂରଜ, ୭ରେ ତୃତୀୟ ଭାଷା ହିନ୍ଦୀ ଏବଂ ୮ ରେ ସସ୍କୃତ ପରୀକ୍ଷା ହେବ । ମେ’ ୯ ତାରିଖରେ ଭର୍ଚୁଆଲ ଆକ୍ଟ ( ପ୍ରାକ୍ଟିକାଲ) ହେବ । ୧୦ରେ ଗଣିତ ପରୀକ୍ଷା,…

ଖଣ୍ଡଗିରି ମେଳା ହେବ କି ନାହିଁ: ବିଚାର ବିମର୍ଶ ପରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ବର: ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଖଣ୍ଡଗିରି ମେଳା ହେବ କି ନାହିଁ, ତାହା ବର୍ତ୍ତମାନ ନିଷ୍ପତ୍ତି ହୋଇନାହିଁ । ଏନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ପୂର୍ବ ସ୍ଥାନରେ ଜାତୀୟ ରାଜପଥ କାର୍ଯ୍ୟ ଚାଲିଛି । ଦୈନିକ ୫୦ ହଜାରରୁ ଅଧିକ ଲୋକଙ୍କ…