Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଜାଣନ୍ତୁ କେଉଁ ସ୍ଥାନରୁ କେତେ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଦିନରେ ୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସୂଚନା ଅନୁଯାୟୀ ସଙ୍ଗରୋଧରୁ ୧୪ ଓ ସ୍ଥାନୀୟ ଅଂଚଳରୁ ୧୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।…

ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଆସିବ ସ୍ୱତନ୍ତ୍ର ଆଇନ

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୂଚନା ଦେଇଛନ୍ତି । ସେ ଏକାମ୍ରକ୍ଷେତ୍ର ବିକାଶ ବୁଲି ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ । ପରେ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଜାଣନ୍ତୁ କେଉଁ ସ୍ଥାନରୁ କେତେ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଦିନରେ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମର ସୂଚନା ଅନୁଯାୟୀ ସଙ୍ଗରୋଧରୁ ୧୦ ଓ ସ୍ଥାନୀୟ ଅଂଚଳରୁ ୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।…

ପରଦାକୁ ଆସିଲା ସୁରେଶ ରାଉତରାୟଙ୍କ ମ୍ୟୁଜିକ ଭିଡିଓ “ରଙ୍ଗବତୀ”

ଭୁବନେଶ୍ୱର: ଚର୍ଚ୍ଚା ହେଉଥିଲା ରାପର୍ ପାଲଟିଥିଲେ କଂଗ୍ରେସ ନେତା ସୁରେଶ ରାଉତରାୟ । ହେଲେ ଖାଲି ରାପିଂ ନୁହଁ ବରଂ ନେତାରୁ ଅଭିନେତା ସାଜିଛନ୍ତି ସୁରେଶ ରାଉତରାୟ । ନିକଟରେ ତାଙ୍କ ମ୍ୟୁଜିକ ଭିଡିଓ ରଙ୍ଗବତୀ ଦର୍ଶକଙ୍କ ସାମ୍ନାକୁ ଆସିଛି । ଏଥିରେ ସୁରେଶ ରାଉତରାୟଙ୍କ ସମେତ କଣ୍ଠଶିଳ୍ପୀ…

ଭୁବନେଶ୍ୱରରେ ଆରୋଗ୍ୟଙ୍କ ସଂଖ୍ୟା ୩୦ ହଜାର ଟପିଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୧୦ ଓ ସ୍ଥାନୀୟ ଅଂଚଳରୁ ୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ରାଜଧାନୀରେ ମୋଟ କରୋନା ସଂକ୍ରମଣ…

ବିଧାନସଭା ସାମନା ରାସ୍ତାରେ ଗାଡ଼ିମୋଟର ଚଳାଚଳ ମନା

ଭୁବନେଶ୍ୱର: ବିଧାନସଭା ପାଇଁ ବଢିଲା ସୁରକ୍ଷା ବ୍ୟବସ୍ଥା । ବିଧାନସଭା ସାମନା ରାସ୍ତାରେ ଗାଡ଼ିମୋଟର ଚଳାଚଳ ମନା । ଲାଗିଲା କଟକଣା । ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତାକୁ ସିଲ୍ କରିଛି ପୋଲିସ । ସପ୍ତାହେ ମଧ୍ୟରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ଭଳି ଘଟଣା ଘଟିବା ପରେ ଏଭଳି…

୨୪ ଘଣ୍ଟାରେ ଭୁବନେଶ୍ୱରରେ ୪୩ ପଜିଟିଭ, ୪୬ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୪୩ ନୂଆ ପଜିଟିଭ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ସଙ୍ଗରୋଧରୁ ୯ ଓ ସ୍ଥାନୀୟ ଅଂଚଳରୁ ୩୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇନି: ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇନି । ଆଜି ବିଧାନସଭାରେ ଉତ୍ତର ରଖି ଏକଥା କହିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇପଡିଥିବା ଏବଂ ସରକାର ନିରବଦ୍ରଷ୍ଟା ସାଜିଥିବା…

ବିଧାନସଭାରେ ହାତ ଯୋଡ଼ି ମନ୍ଦିର ଖୋଲିବାକୁ ଗୁହାରି କଲେ ତାରା ବାହିନୀପତି

ଭୁବନେଶ୍ୱର: କରୋନା ଯୋଗୁ ରାଜ୍ୟରେ ବନ୍ଦ ରହିଛି ଧାର୍ମିକ ସ୍ଥଳୀ । ବିଧାନସଭାରେ ଆଜି ମନ୍ଦିର ଖୋଲିବା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ହାତ ଯୋଡି ବାଚସ୍ପତିଙ୍କୁ ଗୁହାରି କରିଛନ୍ତି, ରାଜ୍ୟରେ ୨୪ଘଣ୍ଟା ଭିତରେ ସବୁ ମନ୍ଦିର ଖୋଲାଯାଉ । ତାରା…

ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ, କାବୁ କଲା ପୋଲିସ

ଭୁବନେଶ୍ୱର: ବିଧାନସଭା ମୁଖ୍ୟ ଫାଟକ ଆଗରେ ହାଇଡ୍ରାମା । ଆମହତ୍ୟା ଉଦ୍ୟମ କଲେ ଦମ୍ପତି । ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ ବେଳେ ସେମାନଙ୍କୁ କାବୁ କଲା ପୋଲିସ । କିରାସିନ ଓ ଦିଆସିଲ ଜବତ କରାଯାଇଛି । ଦମ୍ପତିଙ୍କ ଘର ନୟାଗଡ ଜିଲ୍ଲାରେ । ବିଧାନସଭା ଚାଲିଥିବା ବେଳେ ବାହାରେ…