Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଭୁବନେଶ୍ୱର କଳିଙ୍ଗବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଥିବା ଜଣାପଡିଛି । ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟାର୍ଗେଟରେ ଥିବା ଯୁବକ । ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ବାଇକରେ ୩ ଜଣ…

ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି, ଗାଡ଼ି ଚଳାଚଳରେ ବାଧା

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ ରହୁଛି । ଏହାସହ କୁହୁଡ଼ି ବି ପଡୁଛି । ଆଜି ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଥିଲା । ସକାଳୁ ସକାଳୁ ଏତେମାତ୍ରାରେ କୁହୁଡ଼ି ପଡିଥିଲା ଯେ ରାସ୍ତାଘାଟ କିଛି ଦେଖାଯାଉ ନଥିଲା । ଏପରିକି ୨୦ମିଟର ଭିତରେ…

୨୪ ଘଣ୍ଟାରେ ଭୁବନେଶ୍ୱରରୁ ୨୭ ପଜିଟିଭ, ୪୫ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଦେଇଛି। https://twitter.com/bmcbbsr/status/1336324694459334663?s=19 ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୯ ଓ ସ୍ଥାନୀୟ…

୩୦ ତଳକୁ ଖସିଲା ରାଜଧାନୀରେ ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୧୨ ଓ ସ୍ଥାନୀୟ ଅଂଚଳରୁ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା ସଂକ୍ରମଣରୁ ୪୫ ଜଣ ସୁସ୍ଥ…

ଭୁବନେଶ୍ୱରରୁ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗ ଗିରଫ, ମାଳ ମାଳ ସେଲଫୋନ୍ ଜବତ

ଭୁବନେଶ୍ୱର: ମାତିଛନ୍ତି ମୋବାଇଲ୍ ଫୋନ୍ ଲୁଟେରା । ଭୁବନେଶ୍ୱର ସହିଦନଗରରୁ ଏମିତି ଏକ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ମାଳ ମାଳ ମୋବାଇଲ୍ ଫୋନ୍ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥି ପୋଲିସ । ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ଜବତ ହୋଇଛି ୧୦୨ଟି ସେଲ୍‌ଫୋନ୍‌ । ଗିରଫ…

ଆକ୍ରାନ୍ତଙ୍କ ତୁଳନାରେ ରାଜଧାନୀରେ ବଢୁଛି ସୁସ୍ଥତାଙ୍କ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରେ ଗୋଟିଏ ଦିନରେ ୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୪୩ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୬ ଓ ସ୍ଥାନୀୟ ଅଂଚଳରୁ ୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ…

ପୁଣି ଭାଇରାଲ୍ ହେଲା ଅନୁଶ୍ରୁତଙ୍କ ଭିଡିଓ

ଭୁବନେଶ୍ୱର: ନିକଟରେ ଏକ ଭିଡିଓ ପାଇଁ ନାଗପୁରର ଅନୁଶ୍ରୁତ ନାମକ ଏହି କୁନି ପୁଅ ଜଣକ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲେ । ଭିଡିଓରେ ଅନୁଶ୍ରୁତ୍ ବେଶ ମଜାଦାର ଅନ୍ଦାଜରେ ଚୁଟି କାଟୁଥିବା ଲୋକକୁ ଧମକ ଦେବାରେ ଦେଖିବାକୁ ମିଳିଥିଲା । ତେବେ ପୁଣିଥରେ ଅନୁଶ୍ରୁତଙ୍କ ଦୁଇଦୁଇଟି ଭିଡିଓ ଭାଇରାଲ୍…

ଆକାଶ ପାଠକଙ୍କ ଆକାଉଣ୍ଟରୁ ପୁଣି ୧କୋଟି ୪୭ଲକ୍ଷ ଟଙ୍କା ଠାବ

ଭୁବନେଶ୍ୱର: ତଦନ୍ତ ଯେତିକି ଆଗଉଛି, ଖୋଲୁଛି ଆକାଶ ପାଠକଙ୍କ ଗୋଟିଏ ପରେ ଗୋଟିଏ ଗୁମର। ପୁଣି ତାଙ୍କ ଆକାଉଣ୍ଟରୁ ଠାବ ହୋଇଛି ୧କୋଟି ୪୭ ଲକ୍ଷ ଟଙ୍କା ବ୍ୟାଙ୍କ ଜମା । ଭୁବନେଶ୍ୱର ଓ ପୁନେର ତିନିଟି ବ୍ଯାଙ୍କ ଆକାଉଣ୍ଟର ଖୋଳତାଡ ବେଳେ ଏହି ତଥ୍ୟ ସାମନାକୁ ଆସିଛି। ଏନେଇ କ୍ରାଇମବ୍ରାଞ୍ଚ…

ଭୁବନେଶ୍ୱରରେ ଆଜି ୨୭ କରୋନା ପଜିଟିଭ ଚିହ୍ନଟ; ଜାଣନ୍ତୁ କେଉଁ ସ୍ଥାନରୁ କେତେ

ଭୁବନେଶ୍ୱର: ଭୁବନେଶ୍ୱରରେ ଗୋଟିଏ ଦିନରେ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୧୩ ଓ ସ୍ଥାନୀୟ ଅଂଚଳରୁ ୧୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୩୩ ଜଣ ସୁସ୍ଥ ହୋଇଛନ୍ତି।…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଜାଣନ୍ତୁ କେଉଁ ସ୍ଥାନରୁ କେତେ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଦିନରେ ୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସୂଚନା ଅନୁଯାୟୀ ସଙ୍ଗରୋଧରୁ ୧୪ ଓ ସ୍ଥାନୀୟ ଅଂଚଳରୁ ୧୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।…