Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବିଡିଏର ୩୮ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏର ୩୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଥିବାରୁ ଚଳିତ ବର୍ଷ ନିରାଡମ୍ବର ଭାବେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ ବାର୍ଷିକ ବିବରଣୀ ପୁସ୍ତିକା ଉନ୍ମୋଚନ କରିଥିଲେ । ଏହି ଅବସରରେ…

ବିଏମସିର ଏନଫୋର୍ସମେଣ୍ଟ ଅଧିକାରୀଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର: କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା । କରୋନାରେ ଆକ୍ରାନ୍ତ ଭୁବନେଶ୍ୱର ମହାନଗର ନିଗମର ଏନଫୋର୍ସମେଣ୍ଟ ଅଧିକାରୀ ପ୍ରଫୁଲ୍ଲ ବେହେରାଙ୍କର ଆଦିତ୍ୟ ଅଶି୍ୱନୀ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଶ୍ରୀ ବେହେରାଙ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି), ଭୁବନେଶ୍ୱର ଉନ୍ନୟନ…

ଘୁଞ୍ଚିଲା ଓଡିଶା ସିଭିଲ୍ ସର୍ଭିସ୍ ୨୦୧୯ ପରୀକ୍ଷା

ଭୁବନେଶ୍ୱର: ଓଡିଶା ପବ୍ଲିକ୍ ସର୍ଭିସ୍ କମିଶନ (ଓପିଏସସି) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଓଡିଶା ସିଭିଲ୍ ସର୍ଭିସ୍‌-୨୦୧୯ ମେନ୍ ଲିଖିତ ପରୀକ୍ଷାକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି । ଏହି ପରୀକ୍ଷା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିଲା । କିନ୍ତୁ କରୋନା କଟକଣା ଯୋଗୁଁ ଏବେ…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସରିଲା ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ଦେଢମାସ ପୂରିଲାଣି କିନ୍ତୁ ଏ ଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିପାରିନାହିଁ । ଆଜି ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଭୁବନେଶ୍ୱର ଫୋରେନସିକ୍ ଲ୍ୟାବରେ ହୋଇଥିବା ଏହି ଲାଇ ଡିଟେକସନ ଟେଷ୍ଟ ୫ ଘଣ୍ଟା…

ଭିନ୍ନ ଜଣେ ସଂଗ୍ରାହକ…ଏଯାଏଁ ସଂଗ୍ରହ କରିଛନ୍ତି ପ୍ରାୟ ତିନି ହଜାରରୁ ଅଧିକ ଗଣେଶ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁ ଦେବାଦେବୀଙ୍କ ମଧ୍ୟରେ ଗଣେଶଙ୍କ ସ୍ଥାନ ସ୍ୱତନ୍ତ୍ର । ଆଦ୍ୟପୂଜ୍ୟ ଗଣେଶ ପ୍ରତ୍ୟେକଟି ହିନ୍ଦୁଙ୍କ ଠାକୁର ଘରେ ପୂଜା ପାଉଥିବେ ନହେଲେ ପେଣ୍ଟିଂ କିମ୍ବା ଘରସଜ୍ଜା ସାମଗ୍ରୀ ଭାବେ ସଜା ହୋଇଥିବେ ନିଶ୍ଚୟ । ଅନେକଙ୍କ ଘରେ ବିଭିନ୍ନ ସାମଗ୍ରୀରେ ତିଆରି ଭିନ୍ନ ଭିନ୍ନ ପ୍ରକାର…

ଲଗାଣ ବର୍ଷାରେ ବେହାଲ ରାଜଧାନୀ

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ଜଳାର୍ଣ୍ଣବ ହୋଇଛି । ବୁଧବାରଠାରୁ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ଏପରିକି ଜାତୀୟ ରାଜପଥରେ ବି ପାଣି ଭର୍ତ୍ତି ହୋଇଛି । ଫ୍ଲାଏ ଓଭର ରାସ୍ତାରେ ବି ସେଇ ସମାନ ଅବସ୍ଥା । ବିଶେଷ କରି ଜଳ ନିଷ୍କାସନର ସୁବିଧା ନ…

ରାଜଧାନୀରେ କରୋନା ରୋଗୀଙ୍କ ପାଇଁ ପେଡ୍ ଆଇସୋଲେସନ ବ୍ୟବସ୍ଥା

ଭୁବନେଶ୍ୱର: ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପେଡ୍ ଆଇସୋଲେସନ ବ୍ୟବସ୍ଥା ଆରମ୍ଭ ହୋଇଛି । ଯଦି କେହି କରୋନା ପଜିଟିଭ୍ ରୋଗୀ ଏଠାରେ ରହିବାକୁ ଚାହିଁବେ ତେବେ ନିଜସ୍ୱ ଖର୍ଚ୍ଚରେ ରହିପାରିବେ । ପ୍ରଥମ ପର୍ଯ୍ୟାୟରେ ତିନିଟି ହୋଟେଲରେ ପେଡ୍ ଆଇସୋଲେସନର ବ୍ୟବସ୍ଥା ହୋଇଛି ।…

ଗଣେଶ ଚତୁର୍ଥୀ: କିଛି ରହସ୍ୟ, କିଛି ରୋଚକ ତଥ୍ୟ !

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥୀରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ ହୋଇଥାଏ । ପ୍ରଥମ ପୂଜ୍ୟ ଦେବତା ହୋଇଥିବାରୁ ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟର ଆରମ୍ଭ ଗଣେଶଙ୍କ ପୂଜାଠୁ ଆରମ୍ଭ ହୋଇଥାଏ । ସାରା ଦେଶରେ ଧୁମଧାମରେ ଗଣେଶ ଚତୁର୍ଥୀ ପାଳନ ହୋଇଥାଏ ।…

[ଭିଡ଼ିଓ] ଭୁବନେଶ୍ୱରର ଏକ ସ୍କୁଲ ପାଇଁ ହରିହରନ ଗାଇଲେ ସ୍କୁଲ ଆନଥେମ୍

ଭୁବନେଶ୍ୱର: ସୁନ୍ଦରପୁର ସ୍ଥିତ ୱିସ୍‌ଡମ୍ ଟ୍ରି ଗ୍ଲୋବାଲ ସ୍କୁଲ ପକ୍ଷରୁ ସ୍କୁଲର ସଙ୍ଗୀତ(ଆନଥେମ୍‌)କୁ କୋଭିଡ ଯୋଦ୍ଧାଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଏହି ସଙ୍ଗୀତ ଜରିଆରେ କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା, ତ୍ୟାଗ ଓ ଲକ୍ ଡାଉନ ଓ ସଟ୍ ଡାଉନ ବେଳେ ଛାତଛାତ୍ରୀଙ୍କ ଧୈର୍ଯ୍ୟକୁ…

ରାଜଧାନୀରେ ବିଏମସି ବଢାଇଛି କୋଭିଡ୍‌ ପରୀକ୍ଷା ସୁବିଧା

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ଲାଗି ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟେଷ୍ଟ ସୁବିଧା ବଢାଇ ଦିଆଯାଇଛି । ବୁଧବାର ୨୨୮୫ ଜଣଙ୍କର ଟେଷ୍ଟ କରାଯାଇଥିଲା ବେଳେ ଏହା ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ୨୦୧୦ ଜଣଙ୍କର ଟେଷ୍ଟ କରାଯାଇଥିଲା । ଗତକାଲି ବିଏମସି ପକ୍ଷରୁ…