Latest Odisha News

BREAKING NEWS

Browsing Category

କଟକ

Cuttack

ଓଡିଶାର କଶିକା ମିଶ୍ର ଜିତିଲେ ଆଇଜିୟୁ ଟାଇଟଲ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଗଲ୍ଫ ଖେଳାଳି କଶିକା ମିଶ୍ର ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଭାବେ ଇଣ୍ଡିଆନ ଗଲ୍ଫ ୟୁନିୟନ ଚାମ୍ପିୟନଶିପରେ ଟାଇଟଲ ହାସଲ କରିଛନ୍ତି । ନଭେମ୍ବର ୧୮ରୁ ୨୧ ପର୍ଯ୍ୟନ୍ତ ଏହା ଜେପି ଗ୍ରୀନରେ ଖେଳାଯାଇଥିଲା । ୧୫ରୁ ୧୮ ବର୍ଷ କାଟାଗୋରୀ ଏବଂ ସିନିୟର ଆମେଚର…

କଟକ ବାଲିଯାତ୍ରାରେ ବଡ ଅଘଟଣ: ବିଦ୍ୟୁତ ଆଘାତରେ ନାବାଳକ ମୃତ

କଟକ : କଟକ ବାଲିଯାତ୍ରାରେ ବଡ ଅଘଟଣ।  କରେଣ୍ଟ ଲାଗି ନାବାଳକ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ସାଙ୍ଗମାନଙ୍କ ସହ ବାଲିଯାତ୍ରା ବୁଲିବା ସମୟରେ ସଜା ହୋଇଥିବା ଲିଚୁ ଲାଇଟ୍ ଧରି ଦେବାରୁ ବିଦ୍ୟୁତ ଆଘାତରୁ ନାବାଳକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ନାବାଳକ ଜଗତସିଂହପୁରର…

ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଭସାଇଲେ ପରୀକ୍ଷାର୍ଥୀ

କଟକ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଆରଆଇ ଓ ଅମିନ ପରୀକ୍ଷା ବାତିଲ୍ ଦାବି । ବିଭିନ୍ନ ଜିଲ୍ଲାରେ ଏହି ଦାବି ଜାରି ରହିଥିବା ବେବେଳେ ଆଗାମୀ ପରୀକ୍ଷା ପାଇଁ ଗତକାଲି ଆସିଥିବା ଆଡମିଟ୍ କାର୍ଡ ସବୁ ଡଙ୍ଗା କରି ଭସାଇଛନ୍ତି ପରୀକ୍ଷାର୍ଥୀ । ତେବେ ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା…

ସରକାରୀ କାର୍ଯ୍ୟାଳୟରେ ହଠାତ୍ ପହଞ୍ଚିଗଲେ ବିଧାୟିକା….ଯାହା ଦେଖିଲେ…

କଟକ: କଟକ ଅବକାରୀ ଅଫିସରେ ହଠାତ୍ ପହଞ୍ଚିଗଲେ ବିଧାୟିକା । ଦେଖିଲା ବେଳକୁ ଅଫିସରେ ନାହାନ୍ତି ଅଧିକାରୀ । ଏଣେତେଣେ ଚଟାଣରେ ବିଛାଡି ହୋଇ ପଡିଛି ଗୁରୁତ୍ବପୂର୍ଣ୍ଣ ଫାଇଲ । ସେପଟେ ଟେବୁଲରେ ଜମି ଗଲାଣି ଧୂଳି । କାର୍ଯ୍ୟାଳୟର ଏଭଳି ସ୍ଥିତି ଦେଖି ଅସନ୍ତୋଷ ଝାଡିଲେ ବିଧାୟିକା । କଟକ…

ଏସସିବି ଲଜ୍ଜା: ବହିଷ୍କୃତ ହେଲେ ଅଭିଯୁକ୍ତ ଡାକ୍ତର

କଟକ: ଗୋଟେପଟେ ସାରା ଦେଶ ଏବେ କୋଲକାତା ମେଡିକାଲ କଲେଜ ଘଟଣାକୁ ନେଇ ମର୍ମାହତ ଥିବା ବେଳେ ଏହାରି ଭିତରେ କଟକ ଏସସିବିରୁ ସାମ୍ନାକୁ ଆସିଥିଲା ଏକ ଜଘନ୍ୟ କାଣ୍ଡ । ୨ ମହିଳା ରୋଗୀଙ୍କୁ ଚିକିତ୍ସା କରିବା ବାହାନାରେ ଜଣେ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ…

ବିବାହିତ ଝିଅ ପାଇବେ ଅନୁକମ୍ପାମୂଳକ ନିଯୁକ୍ତି: ହାଇକୋର୍ଟ

କଟକ: ଆଉ ନିଯୁକ୍ତିରୁ ବଂଚିତ ହେବେନି ମୃତ କର୍ମଚାରୀଙ୍କ ବିବାହିତା ଝିଅ । ବିବାହ ପରେ ବି ଝିଅଙ୍କୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି । ଏହି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ବିବାହିତ ହୋଇଥିବା କାରଣରୁ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଂଚିତ…

ବଦଳିବ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି, ଖର୍ଚ୍ଚ ହେବ ୨୫୦କୋଟି ଟଙ୍କା 

କଟକ:ନୂଆ ରୂପ ସହ ବଦଳିବ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି। ରାଜ୍ୟ ସରକାର ଏଥି ପାଇଁ ୨୫୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ନୂଆ ରୂପ ସହ ଛାତ୍ରଛାତ୍ରୀମାନେ ଉନ୍ନତ ସୁବିଧା ପାଇ ପାରିବେ। ଅଧିକ ଛାତ୍ରାଵାସ, ଛାତ୍ରୀନିଵାସ, ସ୍ମାର୍ଟ ଶ୍ରେଣୀ ଗୃହ, ଆଧୁନିକ ଶୌଚାଳୟ ଓ କ୍ରୀଡା…

ଜୀବିକା ମିଶନର ଅସଲମୁଖା ଖୋଲିଲେ ମହିଳା ;  ୧୦ ଲକ୍ଷ ଟଙ୍କାର ପ୍ରକଳ୍ପରେ ଦୁର୍ନୀତି ହେଉଛି 

କଟକ ;  ଜୀବିକା ମିଶନ ମାଧ୍ୟମରେ ମିଶନ ଶକ୍ତି ବିଭାଗରେ ହେଉଥିବା ଦୁର୍ନୀତି ଏବେ ସାମ୍ନାକୁ ଆସିଛି। । ଜୀବିକା ମିଶନ ମାଧ୍ୟମରେ ମିଶନ ଶକ୍ତି ବିଭାଗ ମହିଳାଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ ହୋଇଛି। ଜଳେଶ୍ୱର ବ୍ଲକ ଅଧିନସ୍ଥ ଚମାରଗାଁ ପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ…

ଗଙ୍ଗାଧର ବେଶରେ ବାବା ଧବଳେଶ୍ବର : ଆସନ୍ତାକାଲି ବଡ଼ ଓଷା , ଲାଗି ହେବ ଗଜ ଓ ତୋରଣ ଭୋଗ

ଆଠଗଡ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ଆଠଗଡର ପ୍ରସିଦ୍ଧ ବାବା…

କରୋନା କାଳରେ ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର୍ ନେଇ କଂଗ୍ରେସର ଅଭିଯୋଗ, ତୁରନ୍ତ ତଦନ୍ତ ପାଇଁ ଦାବି

କଟକ: କରୋନା ମହାମାରୀ ସମୟରେ ମାସ୍କ, ସାନିଟାଇଜର, ସାବୁନ ଓ ସ୍ପ୍ରେ ମେସିନ କିଣାରେ ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ। ଆଜି ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ଏହାର ତୁରନ୍ତ ତଦନ୍ତ କରାଯାଉ ବୋଲି ଏକ ଦାବିପତ୍ର…