Latest Odisha News

BREAKING NEWS

Browsing Category

ଜୟପୁର

Joypore

ଜୟପୁରରେ ବ୍ରାଉନସୁଗାର ଜବତ ,୩ ଅଭିଯୁକ୍ତ ଗିରଫ

ଜୟପୁର : ଜୟପୁର ଟାଉନ ଥାନା ପୋଲିସକୁ ସଫଳତା । ବ୍ରାଉନସୁଗାର ଜବତ କଲା ଜୟପୁର ଟାଉନ ଥାନା ପୋଲିସ । ଗେଟଗୁଡା ନିକଟ ଆମ୍ବାତୋଟାରେ ପୋଲିସ ଚଢଉ କରି ବ୍ରାଉନ ସୁଗାରକୁ ଜବତ କରିଛି । ଏହା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସେମାନଙ୍କ ଠାରୁ ୨.୭୧ ଗ୍ରାମ ବ୍ରାଉନସୁଗାର ପୋଲିସ…

କୋରାପୁଟ ଗସ୍ତରେ ବରିଷ୍ଠ ଆଇଏଏସ୍ ପଦାଧିକାରୀ

ଜୟପୁର : କୋରାପୁଟ ଜିଲ୍ଲା ଗସ୍ତରେ ବରିଷ୍ଠ ଆଇଏଏସ୍ ପଦାଧିକାରୀ । ଆଜି ଜୟପୁର ଏୟାରଷ୍ଟ୍ରିପ ରେ ପହଁଚିଛନ୍ତି । ରେଭିନ୍ୟୁ ପ୍ରିନ୍ସପାଲ ସେକ୍ରେଟାରୀ ବିଷ୍ଣୁ ପଦ ସେଠୀ ଓ କୃଷି ବିଭାଗ କମିଶନର କମ୍ ସେକ୍ରେଟାରୀ ସୁରେଷ କୁମାର ବଶିଷ୍ଠ ଓ ଅନ୍ୟ ଦୁଇଜଣ ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ…

ଘାଟିରେ ଓଲଟିଲା ଟ୍ରକ୍ ,୨ ଆହତ

ଜୟପୁର : ଘାଟିରେ ଓଲଟିଲା ଟ୍ରକ। ଜୟପୁର ଘାଟିରେ ଭାରସାମ୍ୟ ହରାଇ କୋଇଲା ବୋଝେଇ ଟ୍ରକ୍ ଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଫଳରେ ଟ୍ରକ୍ ପାର୍ଶ୍ଵ ଦେଇ ଯାଉଥିବା ଏକ ୧୦୭ ପିକ୍ଅପ୍ ଗାଡି ଓ ବୁଲେଟ ଟ୍ରକ୍ ତଳେ ଚାପି ହୋଇଯାଇଥିଲା । ଫଳରେ ପକ୍ଅପ୍ ଗାଡି ଡ୍ରାଇଭର ବୁଲେଟ ଚକ ତଳେ ଚାପି…

ଦୁଇ ମାଓବାଦୀ ଗିରଫ, ଅଡିଓ ଟେପ୍ ଜାରି କେଲେ ମାଓନେତା

ଜୟପୁର : ଦୁଇ ମାଓବାଦୀ ଗିରଫ । ଏନେଇ ଅଡିଓ ଟେପ୍ ଜାରି କଲେ ମାଓବାଦୀ ନେତା । ତାଙ୍କର ଦୁଇ ସାଥୀଙ୍କୁ ପୋଲିସ ଗିରଫ କରିବା ନେଇ ଅଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ମାଓନେତା ଗଣେଶ । ଗିରଫ ମାଓବାଦୀ ଦୁଇଜଣ ଆନ୍ଧ୍ର ଓଡ଼ିଶା ବଡର ଜେନେରାଲ କମିଟି ସଦସ୍ୟ ଅରୁଣ ଏବଂ କୁଡୁମୁଲୁଗୁମ୍ମା ଏରିଆ…

ଆମ୍ବୁଲାନ୍ସ ଡ୍ରାଇଭର୍ ଙ୍କୁ ମରଣାନ୍ତକ ଆକ୍ରମଣ

ଜୟପୁର : କାର୍ କୁ  ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଜୟପୁର ଲେବର ଅଫିସ ସାମ୍ନାରେ ଏପରି ଅଘଟଣ ଘଟିଛି । ଫଳରେ କାର୍ ର ଫଛପଟ କାଚ ଭାଙ୍ଗିବା ସହ ଆମ୍ବୁଲାନ୍ସଟି ଦୁର୍ଘଟଣାରେ ନଷ୍ଟ ହୋଇଛିା । ସୂଚନା ଅନୁସାରେ ବୋରିଗୁମ୍ମାରୁ ଏକ ରୋଗୀକୁ ଧରି ୧୦୮ ଆମ୍ବୁଲାନ୍ସ କୋରାପୁଟ ମେଡିକାଲ କଲେଜକୁ ଯାଇ…

ଜୟପୁର ଜଗନ୍ନାଥ ସାଗରରୁ ନାବାଳିକା ମୃତଦେହ ଉଦ୍ଧାର ଘଟଣା, ପ୍ରେମିକକୁ ଗିରଫ ଦାବିରେ ରାସ୍ତାରୋକ

ଜୟପୁର : ଜଗନ୍ନାଥ ସାଗରରୁ ନାବାଳିକା ଶବ ଉଦ୍ଧାର ଘଟଣା। ପ୍ରେମିକକୁ ଗିରଫ ଦାବିରେ ଜୟପୁର ଜୟନଗର ରାସ୍ତାରେ ଟାୟରଜାଳି ରାସ୍ତା ରୋକ କରିଛନ୍ତି ଶହ ଶହ ମହିଳା ଓ ପୁରୁଷ । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଁଚି ଲୋକମାନଙ୍କ ସହ ଆଲୋଚନା କରୁଛି । ଗତ ତିନି ଦିନ ତଳେ ଜୟନଗର ଧୋବା ତୁଠ…

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଗିରଫ,ଏକ ଟନ୍ ୮ କେ.ଜି ଗଞ୍ଜେଇ ଜବତ

ଜୟପୁର : ଜୟପୁର ପୋଲିସକୁ ସଫଳତା । ଜୟପୁର ସଦର ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଦୁଇ ଜଣ ଗଞ୍ଜେଇ ସପ୍ଲାୟର ହୋଇଥିବା ବେଳେ ଜଣେ ବସ୍ ମାଲିକ ମଧ୍ୟ ଅଛନ୍ତି ବୋଲି ପୋଲିସ ସୂଚନା…

ଅନ୍ ଲାଇନ୍ ଠକେଇ ଅଭିଯୋଗ

ଜୟପୁର: ଫୋନ୍ ପେ ରେ ଠକାମିର ଶିକାର । ଥାନାର ଦ୍ୱାରସ୍ଥ ହେଲେ ଏକାଧିକ ମହିଳା । ବୈପାରିଗୁଡା ଥାନା ପୋଡେଇଗୁଡା ଗାଁ ରେ ଏପରି ଘଟଣା ଘଟିଛି। ଗାଁ ର ମହିଳାମାନେ ଜୟପୁର ସ୍ଥିତ ସ୍ୱତନ୍ତ୍ର ପାଇନାନ୍ସ କମ୍ପାନୀଠାରୁ ଋଣ ଆଣିଥିଲେ। କିସ୍ତି ହିସାବରେ ସେମାନେ ସପ୍ତାହକୁ ଥରେ ଟଙ୍କା ପୈଠ…

ନାବାଳିକାର ମୃତଦେହ ଉଦ୍ଧାର , ପୋଲିସର ତଦନ୍ତ ଜାରି

ଜୟପୁର : ନାବାଳିକାଙ୍କ ମୃତଦେହ ଉଦ୍ଧାର। ଜୟପୁର ଜଗନ୍ନାଥ ସାଗରରୁ ନାବାଳିକାର ଶବକୁ ଉଦ୍ଧାର କରଛି ଟାଉନ ଥାନା ପୋଲିସ। ଆଜି ସକାଳୁ ଜୟନଗର ଧୋବା ତୁଠ ନିକଟରେ ଶବ ଭାଷୁଥିବା ଦେଖି କିଛି ଲୋକମାନେ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ନାବାଳିକା ଜଣକ ଗୌଡ ସାହି ସୁନାଧାର ନାୟକଙ୍କ ଝିଅ ବୋଲି…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଅନ୍ବିତା

ଜୟପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଅନ୍ବିତା ।  ଜୟପୁର ୧୭୮ ଜୟପୁର ସହର ରାଜୁ ସାହିର ଶଙ୍କର ମିଶ୍ର ଓ ମାତା ମଧୁସ୍ମିତା ପାଣିଗ୍ରାହୀଙ୍କ ଝିଅ ହେଉଛନ୍ତି ଅନ୍ବିତା ମିଶ୍ର । ବୟସ ମାତ୍ର ସାଢେ ୫ ବର୍ଷ । ଏହି ବୟସରେ ସ୍ପଷ୍ଟ ଭାବେ ବିଭିନ୍ନ ଦେଶ ଓ ତାହାର ରାଜଧାନୀ ନାମ କହି…