Latest Odisha News
Browsing Category

ଜୟପୁର

Joypore

ଓମିକ୍ରନ୍ ଆତଙ୍କ : ଜୟପୁରରେ ଦକ୍ଷିଣ ଆଫ୍ରିକା ଫେରନ୍ତା ଗୋଟିଏ ପରିବାରରେ ୪ ପଜିଟିଭ୍ !

ଜୟପୁର : ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଆତଙ୍କ ଖେଳାଇବା ପରେ ଭାରତକୁ ମଧ୍ୟ ଘାରିଛି ଓମିକ୍ରନ୍ ଭୟ । ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ରାଜସ୍ଥାନ ଜୟପୁର ଫେରିଛନ୍ତି ଗୋଟିଏ ପରିବାର । ଏମାନଙ୍କ ମଧ୍ୟରୁ ୪ଜଣ କରୋନା ପଜିଟିଭ ଥିବା ଜଣାପଡିଛି । ଦେଶରେ ଓମିକ୍ରନର ଦୁଇଟି…

[ଭିଡ଼ିଓ] ପରମ୍ପରାରେ ମାଟି ଦୀପ

ଜୟପୁର : ହଜିଯାଉଛି ପାରମ୍ପରିକ ରୀତି । ଆଧୁନିକତାର ଛାପରେ ଧିରେ ଧିରେ ପାରମ୍ପରିକ ରୀତି ନୀତି ଆଜି ଅପସରିବାକୁ ବସିଲାଣି । ହେଲେ ଏବେ ବି ଦିପାବଳୀ ଆସିଲେ ମାଟି ଦୀପର ଚାହିଦା ବେଶ୍ ରହିଛି । ବିଭିନ୍ନ ଡିଜାଇନର ମାଟି ଦୀପର ଚାହିଦା ବି ଗ୍ରାହକଙ୍କ ମଧ୍ୟରେ ବଢିବାରେ ଲାଗିଛି । ଏନେଇ…

ଆଲୋଚନା ସଭା ଓ ପ୍ରବନ୍ଧ ଗଳ୍ପଗୁଚ୍ଛ ‘ଗଳ୍ପ ପାଖୁଡ଼ା’ ଲୋକାର୍ପଣ

ଜୟପୁର: ପ୍ରଜ୍ଞାଶ୍ରୀ ଶିକ୍ଷା ବିକାଶ ଏକାଡ଼େମୀ ଜୟପୁର ଆନୁକୂଲ୍ୟରେ ଏକ ଆଲୋଚନା ସଭା ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଶ୍ରୀଅରବିନ୍ଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏକାଡ଼େମୀର ସଭାପତି ଶ୍ରୀନାଥ ମିଶ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଦାଶରଥି ନନ୍ଦଙ୍କ କରକମଳରେ ଗାଳ୍ପିକ ଶ୍ରୀଭଗବାନ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ଜୟପୁରରେ ରକ୍ତଦାନ ଶିବିରି,୫୦ ୟୁନିଟ ରକ୍ତ ସଂଗ୍ରହ କରାଗଲା

ଜୟପୁର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ଆଜି ଜୟପୁର ସହରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କାଳରେ ରକ୍ତର ଘୋର ଅଭାବ ଦେଖିଦେଇଛିା କରୋନାକୁ ଭୟ କରି କେହି ରକ୍ତଦାନ କରୁନାହାନ୍ତି । ଫଳରେ ରକ୍ତର ଅଭାବ ଯୋଗୁଁ ଅନେକ ରୋଗୀ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି ।ଏହାକୁ…

ଜୟପୁର ଜିଲ୍ଲା କୋର୍ଟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରାର ଶୁଭାରମ୍ଭ

କୋରାପୁଟ: ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶୋଭାର ମିଳିତ ଆନୁକୂଲ୍ୟରେ ଜୟପୁର ଜିଲ୍ଲା କୋର୍ଟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରାର ଶୁଭାରମ୍ଭ ହୋଇଛି। ଏହି ଯାତ୍ରାରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଗାୟତ୍ରୀ ଦେବୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥିଭାବେ ପାରିବାରିକ କୋର୍ଟର ଜଜ…

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ

କୋରାପୁଟ : ଆଜି ହେଉଛି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ । ଏହି ଦିବସର ଗୁରୁତ୍ୱକୁ ହୃଦୟବୋଧ କରି। ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଜୟପୁର ରକ୍ତ ଭଣ୍ଡାରର କର୍ମୀମାନେ। ଜୟପୁର ବ୍ଲଡ ବ୍ୟାଙ୍କ ଅଧିକାରୀ ସୂର୍ଯ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ରାଲି…

ବୈପାରିଗୁଡା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ

କୋରାପୁଟ : ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ୱତନ୍ତ୍ର ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ଏହି ରାୟ ପ୍ରକାଶ ପାଇଥିଲ। ଅଭିଯୁକ୍ତକୁ ବୈପାରିଗୁଡା ଥାନା ଅନ୍ତର୍ଗତ ଦିସାରିଗୁଡାର ବୈଦନାଥ କୁମାରଙ୍କୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଆର୍ଥିକ…

ବିଦ୍ୟୁତ ଆଘାତରେ ଯୁବକ ମୃତ

ଜୟପୁର : ବିଦ୍ୟୁତ ଆଘାତରେ ଯୁବକଙ୍କ ଜୀବନ ଗଲା । କୋଟପାଡ ଥାନା ଅନ୍ତର୍ଗତ କୁର୍ମାକୋଟ ଗ୍ରାମରେ ଏପରି ଅଘଟଣ ଘଟିଛି। ଘରୋଇ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ କୁର୍ମାକୋଟ ଗାଁ ର ମଧୁ ହରିଜନଙ୍କ ଘରେ ତିନି ଦିନ…

ପୋଲିସ ପଞ୍ଝାରେ ସୁନା ଲୁଟେରା

ଜୟପୁର : ସୁନାଚେନ ଓ ବାଇକ ଲୁଟ୍ ମାମଲାର ପର୍ଦ୍ଦାଫାସ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ଲୁଟ କରିଥିବା ଅଭିଯୁକ୍ତ ଗୋପବନ୍ଧୁ ନଗରର ବାଦଲ ନାଗକୁ ପୋଲିସ ଗିରଫ କରିଛି । ଚୋରି ସୁନା କ୍ରୟ କରିବା ଅଭିଯୋଗରେ କୁମ୍ଭାରପୁଟର ମହିଳା ମାଣିକ କୁମ୍ଭାରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।…

ଜୟପୁର କଲେଜ ଛାତ୍ରଙ୍କୁ ଅପହରଣ ଓ ବଳାତ୍କାର ମାମଲାର ରାୟ ପ୍ରକାଶ

ଜୟପୁର : ଜୟପୁର କଲେଜ ଛାତ୍ରଙ୍କୁ ଅପହରଣ ଓ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ଥିତ ସ୍ୱତନ୍ତ୍ର ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ଏହି ମାମଲାର ରାୟ ପ୍ରାକାଶ ପାଇଛି । ଜଜ ପ୍ରଦୀପ କୁମାର ସାସମଲ ରାୟର ଶୁଣାଣି କରିଛନ୍ତି। ବିଂସିପୁର ଅଞ୍ଚଳର ଅଭିଯୁକ୍ତ ସୁମନ ବାଘକୁ ୩ ଟି…