Latest Odisha News

BREAKING NEWS

Browsing Category

କେନ୍ଦ୍ରାପଡ଼ା

Kendrapara

ସାପ ଗବେଷଣାରେ ଓଡିଆ ପୁଅ , ୪ ନୂଆ ପ୍ରଜାତିର ପିଟ୍ ଭାଇପର ଆବିଷ୍କୃତ

ଭୁବନେଶ୍ୱର : ସାପ ଗବେଷଣାରେ ଓଡିଆ ପୁଅ ଆଗରେ । ୪ ପ୍ରଜାତିର ନୂଆ ପିଟ୍ ପାଇପର ସାପ ଆବିଷ୍କୃତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଡିଗ୍ରୀ କଲେଜର ଜୁଲୋଜି ଅଧ୍ୟାପକ ଡଃ ଆଶୋକ ମଲ୍ଲିକ । ସେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ୍ ସାଇନ୍ସରେ ପିଏଚଡି କରୁଥିବା ବେଳେ ଗୋଟିଏ ପେପରରେ ୪ ଟି ନୂଆ…

ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନ୍ନାକୁ ଆଜୀବନ ଜେଲ୍ , ଦଣ୍ଡାଦେଶ ଶୁଣାଇଲେ କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍

କେନ୍ଦ୍ରାପଡା : ଗାଙ୍ଗଷ୍ଟାର ହାଇଦର ର ପୁଅ ତଥା ଦୁର୍ଦାନ୍ତ ଅପରାଧୀ ସେକ କାଦିର ଓରଫ ମୁନ୍ନାକୁ ଆଜି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ । ୨୦୧୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଅଂଚଳର ସାର ବ୍ୟବସାୟୀ ସାହା ନବାଜ ଖାଁ ହତ୍ୟାକାଣ୍ଡରେ କାଦିର ଦୋଷୀ ସାବ୍ୟସ୍ତ…

ଇତିହାସ ପାଲଟିବ ସାତଭାୟା, ଲୀନ ହୋଇଯିବି ମା’ ପଞ୍ଚୁ ବରାହି ମନ୍ଦିର

କେନ୍ଦ୍ରାପଡା : ଇତିହାସ ପାଲଟିବ ସାତଭାୟା । ସମୁଦ୍ର ଗର୍ଭରେ ଲୀନ ହୋଇଯିବି ମା’ ପଞ୍ଚୁ ବରାହିଙ୍କ ମନ୍ଦିର । ସମୁଦ୍ରର କରାଳ ରୂପରେ ସାତଭାୟାର ସାତ ଟି ଗାଁ ଲୀନ ହୋଇଯାଇଥିବା ବେଳେ ସାତଭାୟାର ସ୍ମୃତି ବଖାଣୁଥିବା ଆରାଧ୍ୟ ଦେବୀ ମା’ ପଞ୍ଚୁ ବରାହିଙ୍କ ପୁରୁଣା ମନ୍ଦିର ମଧ୍ୟ ସମୁଦ୍ର ଧୀରେ…

ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା…

ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା

କେନ୍ଦ୍ରାପଡା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବେହାଲ ହୋଇଛି କେନ୍ଦ୍ରାପଡା ପୋୖରାଞ୍ଚଳର ବିଭିନ୍ନ ଅଞ୍ଚଳ । ପୋୖରାଞ୍ଚଳର ବିଭିନ୍ନ ଅଞ୍ଚଳ ଗୁଡିକରେ ବର୍ଷାପାଣି ଜମି ରହିଥିବାରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । କେତେକ ସ୍ଥାନରେ ଘର ଭିତରେ ପାଣି ପଶିଥିବା ବେଳେ ଅନ୍ୟ…

ଆଜିଠୁ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ରୀତିନୀତି

କେନ୍ଦ୍ରାପଡା  : ଆଜି ଠାରୁ ଖୋଲିଲା କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିର ।  କୋଭିଡ କଟକଣା ମଧ୍ୟରେ ଦୀର୍ଘ ତିନି ମାସ ପରେ ଆଜି ମନ୍ଦିର ଖୋଲିଛି । ଜିଲ୍ଲା ପ୍ରଶାସନର ନିୟମ ଅନୁଯାଇ ଶ୍ରଦ୍ଧାଳୁ ମାନେ ସିଂହ ଦ୍ୱାର ନିକଟରୁ ଧାଡି କରି ଭିତରକୁ…

ନଦୀ କୁଳିଆ ଅଞ୍ଚଳରେ କୁମ୍ଭୀର ଆତଙ୍କ

କେନ୍ଦ୍ରାପଡା: ନଦୀ କୁଳିଆ ଅଞ୍ଚଳରେ କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି ଗୃହପାଳିତ ପଶୁଙ୍କ ସହ ମଣିଷ । ଅଭିଯୋଗ କଲେ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି ବନ ବିଭାଗ । ତେଣୁ କୁମ୍ଭୀର ଦାଉରୁ ନିଜକୁ ରକ୍ଷା କରିବା ପାଇଁ ନଦୀରେ ବାଉଁଶ ବାଡ଼ ବାନ୍ଧୁଛନ୍ତି ଗ୍ରାମବାସୀ । ନଦୀରେ…

ଓଡ଼ିଶାରେ ବିରଳ ନାଲି ବଗ

କେଦ୍ରାପଡା: ଓଡ଼ିଶାରେ ବିରଳ ନାଲି ବଗ । ଓଡ଼ିଶାର ଦେଖା ଦେଇଛି ଏକ ଅତି ବିରଳ ନାଲି ରଙ୍ଗର ବଗ । କେଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସଂଲଗ୍ନ ଜମ୍ବୁ ଲୁଣାଜଙ୍ଗଲ ପାର୍ଶ୍ଵରେ ଦେଖା ଦେଇଛି ନାଲି ରଙ୍ଗର ବଗ । ଚାଷ ଜମିରେ ଚାଷ ପାଇଁ ଟ୍ରାକ୍ଟର ହଳ କରୁଥିବା…

ଗୁପ୍ତ କ୍ଷେତ୍ରରେ ସଖି ବଟ

କେନ୍ଦ୍ରାପଡା: କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ବିଲ ବଳରାମପୁରରେ ରହିଛି ଗୁପ୍ତ କ୍ଷେତ୍ର ସଖିବଟ । ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ହେଉଛି ଏହି ସ୍ଥାନ ।ବରଗଛରେ ପୁର୍ଣ୍ଣ ଏହି ସ୍ଥାନରେ ଥିବା ମନ୍ଦିରରେ ପୂଜା ପାଉଛନ୍ତି ତୁଳସୀକ୍ଷେତ୍ରର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ।…

ବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

କେନ୍ଦ୍ରାପଡା : କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ସାନ ଭାଈ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ସ୍ନାନ ବେଦୀରେ ବିରାଜିଛନ୍ତି ତୁଳସୀକ୍ଷେତ୍ରର କ୍ଷେତ୍ରଧିପତି ସିଦ୍ଧ ବଳଦେବ ଜୀଉ । ସମସ୍ତ କଟକଣା ଅନୁଯାୟୀ ସ୍ୱତନ୍ତ୍ର…