Latest Odisha News
Browsing Category

ସହର

City

ବାରବାଟୀରେ ହେବ ହାଇସ୍କୋରିଂ ମ୍ୟାଚ ! ଏତେ ଦର୍ଶକଙ୍କ ପାଇଁ ହୋଇଛି ବ୍ୟବସ୍ଥା

କଟକ: ବାରବାଟୀ ଦିନିକିଆକୁ ଆଉ ଦିନ କେଇଟା ସମୟ ବାକିଥିବା ବେଳେ ମ୍ୟାଚର ସଫଳ ପରିଚାଳନା ପାଇଁ ଚାଲିଛି ପ୍ରସ୍ତୁତି । ତେବେ ଆସନ୍ତା ୯ ତାରିଖ ଦିନ ହେବାକୁ ଥିବା ମ୍ୟାଚଟି ଯେମିତି ହାଇସ୍କୋରିଂ ମ୍ୟାଚ ହେବ ସେଥିପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ଏହାକୁ ଲକ୍ଷରେ ରଖି ପିଚ ଓ ପଡ଼ିଆକୁ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି, ମା’ ହେଲା ସିମ୍ପାଞ୍ଜି ‘ଦୁର୍ଗା’

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ନୂଆ ଅତିଥି । ସିମ୍ପାଞ୍ଜି ‘ଦୁର୍ଗା’ ପ୍ରଥମ ଥର ମା’ ହୋଇଥିବା ଜଣାପଡିଛି । ସେ ଏକ ସନ୍ତାନକୁ ଜନ୍ମ ଦେଇଛି । ଫଳରେ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି । ବୁଧବାରବିଳମ୍ୱିତ ରାତିରେ ଦୁର୍ଗା ଶାବକ ଜନ୍ମ…

ଉତ୍କର୍ଷ ଓଡିଶା କନକ୍ଲେଭ୍: ରାଜ୍ୟରେ ୮ ଲକ୍ଷ ୯୪ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆମ ପାଇଁ ଅପାର ସଫଳତା ଆଣିଛି । ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ପ୍ରବେଶ ଓ ପ୍ରସ୍ଥାନ ପାଇଁ ଏଲିଭେଟେଡ୍ ଡ୍ରାଇଭୱେ ନିର୍ମାଣ କାର୍ଯ୍ୟ…

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡିଶା ସରକାର ଷ୍ଟେସନର ମାଷ୍ଟର କ୍ୟାଣ୍ଟିନ ପାର୍ଶ୍ୱରେ ଏଲିଭେଟେଡ୍ ଡ୍ରାଇଭୱେ ଏବଂ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟ ଅନୁମତି ପ୍ରଦାନ କରିଛନ୍ତି । ଏହି ବିକାଶ ଷ୍ଟେସନର…

ରେଳ ଟ୍ରାକ ଓ ପରିସରରେ ସେଲ୍ଫି ନେଉଥିବା ଲୋକଙ୍କୁ ସଚେତନ କରିବାକୁ ପୂର୍ବତଟ ରେଳପଥର ଅଭିଯାନ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ବିପଦ ଜନକ ସ୍ଥାନରେ ସେଲଫି ନେବା କାରଣରୁ ଅନେକ ସମୟରେ ବହୁ ମୂଲ୍ୟବାନ ଜୀବନ ଅକାଳରେ ଚାଲି ଯାଉଛି । ସେଥିମଧ୍ୟରୁ ଏକ ସ୍ଥାନ ହେଉଛି ରେଳ ପରିସର । ଏଠାରେ ଅନେକ ବିପଦପୂର୍ଣ୍ଣ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ମଜାଦାର କାର୍ଯ୍ୟକଳାପ ପରି…

ନବ ଦାସ ହତ୍ୟା ଘଟଣା; ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ: ଦୀପାଳି

ଭୁବନେଶ୍ୱର: ଆଜି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପୂରିଛି ଦୁଇ ବର୍ଷ । ହେଲେ ବର୍ତ୍ତମାନ ସୁଦ୍ଧା ମାମଲାର କୌଣସି ସମାଧାନ ହୋଇପାରୁନାହିଁ । ଏନେଇ ନବ ଦାସଙ୍କ ଝିଅ ଦୀପାଳି କହିଛନ୍ତି, ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ ଖୁବ୍ ଶୀଘ୍ର ଏନେଇ ଚିଠି ଲେଖିବୁ ।…

ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ତଷ୍ଟ୍ରିଆଲ ପାର୍କ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମର ଆଜି ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ ହେବ । ଇପିକଲରେ ମହିଳା ନିବେଶକଙ୍କ ପାଇଁ ଖୋଲିବ…

କଳାମାଟିରେ ତିଆରି ହେଉଛି ବାରବାଟୀ ପିଚ୍, ବ୍ୟାଟର ଫ୍ରେଣ୍ଡଲି ରହିବ ଗ୍ରାଉଣ୍ଡ

କଟକ: କେମିତି ତିଆରି ହେଉଛି ବାରବାଟୀ ପିଚ୍ ? ସମସ୍ତଙ୍କ ମନରେ ଏ ଉତ୍‌ସୁକତା ରହିଛି । ଏଥର ବାରବାଟୀ ପିଚ୍ କାହାକୁ ଦେବ ଅଧିକ ଫାଇଦା ? ଏ କଥା ଜାଣିବାକୁ ବି କ୍ରିକେଟ ପ୍ରେମିଙ୍କ ଭିତରେ ଆଗ୍ରହ ରହିଛି । ଏପରିସ୍ଥିତିରେ ଆମେ ଆପଣଙ୍କୁ ଜଣାଇବୁ କେମିତି ପ୍ରସ୍ତୁତ ହେଉଛି ବାରବାଟୀ ପିଚ୍, ଆଉ…

କଟନୀ ଛଟନୀ ଗୁମର ଖୋଲିଲେ ଯୋଗାଣ ମନ୍ତ୍ରୀ, କଡା ଟାର୍ଗେଟ କଲେ ବିରୋଧୀ

ଭୁବନେଶ୍ବର : ସାରା ରାଜ୍ୟରେ ବିଭିନ୍ନ ମଣ୍ଡି ମାନଙ୍କରେ ଚାଲିଛି ଧାନ ସଂଗ୍ରହ। ସରକାରଙ୍କ ତତ୍ୱାବଧାନରେ ଚାଲିଛି ଏହି ପ୍ରକ୍ରିୟା। କିପରି ଚାଷୀ ଟିକେ ବି ହଇରାଣ ନହେବେ ସେପାଇଁ ସଜାଗ ଅଛନ୍ତି ବୋଲି କହୁଛନ୍ତି ସରକାର। ଏହାରି ଭିତରେ ଧାନର କଟଣୀ ଛଟନୀକୁ ନେଇ ବଡ଼ ବୟାନ ଦେଇଛନ୍ତି ଖାଦ୍ୟ…

ବଦଳିଲା ବିଜ୍ଞପ୍ତି; ମନୋଜ ଆହୁଜା ହେଲେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ

ଭୁବନେଶ୍ୱର: ପୂର୍ବ ଚିଠିକୁ ସଂଶୋଧନ ପରେ ମନୋଜ ଆହୁଜାଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବାବେଳେ, ପୂର୍ବ ଚିଠିରେ ଏସଜେଟିଏର ଅଧ୍ୟକ୍ଷ ବୋଲି ଉଲ୍ଲେଖ…