Latest Odisha News

BREAKING NEWS

Browsing Category

ସହର

City

ପୁଣି ଓଡ଼ିଶା ଆସିବେ ଆଉ ୨ ବାଘ

ଭୁବନେଶ୍ୱର: ବନ୍ୟପ୍ରାଣୀ ବଦଳ ଯୋଜନାରେ ମଧ୍ୟ ପ୍ରଦେଶ ସରକାର ଓଡ଼ିଶା ସମେତ ରାଜସ୍ଥାନ ଏବଂ ଛତିଶଗଡ଼କୁ ୧୪ ଟି ବାଘ ପଠାଇବେ । ଏହା ଭିତରେ ଓଡିଶା ମଧ୍ୟ ରହିଛି । ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ଏବେ ଶିମିଳିପାଳ ଛାଡି ଚାଲିଯାଇଥିବାବେଳେ, ପୁଣି ଆଉ ଦୁଇ ଟି ବାଘ ଓଡିଶା…

ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତି, ମୁଖପାତ୍ର ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା

ଭୁବନେଶ୍ବର: ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ଶକ୍ତ ଚାପୁଡା। ଚାପୁଡା ମାରିଲେ ଆଉ ଜଣେ ମହିଳା ନେତ୍ରୀ। ବିଜେଡ଼ିର ପ୍ରତିଷ୍ଠା ଦିବସରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସତ୍ତା ହରାଇଥିବା ବିଜେଡି କିପରି ପୁଣି ଥରେ ପୁନର୍ଗଠିତ ହେବ ତାକୁ ନେଇ ବିଜେଡି ସୁପ୍ରିମୋ ଆଜି ବାର୍ତ୍ତା…

କେଉଁଠି ରାଜନୀତି କରିବେ ରଘୁବର? ଝାଡ଼ଖଣ୍ଡ ନା ଦିଲ୍ଲୀ…

ନୂଆଦିଲ୍ଲୀ: ଓଡିଶା ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚାଲିଛି ରାଜନୈତିକ କଳ୍ପନାଜଳ୍ପନା। ଭାରତୀୟ ଜନତା ପାର୍ଟି ରାଜ୍ୟରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସଂଗଠନ ମଜବୁତ କରୁଥିବା ସମୟରେ ଶ୍ରୀ ଦାଶ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଭାବରେ ନିଯୁକ୍ତ…

ସମବାୟ ସଂସ୍ଥା ଗୁଡ଼ିକୁ ଗ୍ରାମ୍ୟ ଅର୍ଥନୀତିର ଇଞ୍ଜିନ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ ହୋଇଯାଇଛି । ଲୋକସେବା ଭବନର କନଭେନସନ ସେଣ୍ଟର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମବାୟ ସମିତି ଗୁଡିକର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଦାବି: ନୀତୀଶ କୁମାର ଓ ନବୀନ ପଟ୍ଟନାୟକଙ୍କୁ ମିଳୁ ଭାରତ ରତ୍ନ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି ହୋଇଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏହି ଦାବି କରିବା ସହ ଦୁଇ ପୁରୁଖା ନେତାଙ୍କୁ ବେଶ ପ୍ରସଂଶା ମଧ୍ୟ କରିଛନ୍ତି। ବୁଧବାର…

ପ୍ରବାସୀ ଭାରତୀୟ ଦିବସ: ଉଦଯାପନୀ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

ଭୁବନେଶ୍ବର: ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ରାଷ୍ଟ୍ରପତି। ଉଦଯାପନୀ ଉତ୍ସବ ୧୦ ତାରିଖ ରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକ…

ପରିବେଶ ଓ ପ୍ରତିରକ୍ଷା ପାଇଁ ଅଚଳାବସ୍ଥାରେ ପୁରୀ ଗ୍ରୀନଫିଲ୍ଡ ବିମାନବନ୍ଦର ପ୍ରକଳ୍ପ !

ନୂଆଦିଲ୍ଲୀ: ପୁରୀରେ ପ୍ରସ୍ତାବିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ "ସାଇଟ୍ କ୍ଲିଅରାନ୍ସ" ପ୍ରଦାନ କରିବାର ବର୍ଷେ ପରେ କେନ୍ଦ୍ର ସରକାର ଏହାକୁ ପ୍ରତିରକ୍ଷା ପ୍ରତିଷ୍ଠାନ ଏବଂ ପରିବେଶ ଦୃଷ୍ଟିରୁ ଦୁର୍ବଳ ଅଞ୍ଚଳ ବୋଲି କହିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି…

ଧାନର ମାନ ଖରାପ ଥିଲେ ବି କିଣିବେ ରାଜ୍ୟ ସରକାର: ମନ୍ତ୍ରୀ

ଭୁବନେଶ୍ଵର: ଧାନର FAQ ମାନ ଖରାପ ଥିଲେ ମଧ୍ୟ କିଣିବେ ରାଜ୍ୟ ସରକାର। ବର୍ଷା ପାଇଁ ଧାନର ମାନ କମିଯାଇଥିବାରୁ ଚିନ୍ତାରେ ରହିଛନ୍ତି ଚାଷୀ। କିନ୍ତୁ ସବୁ କୃଷକଙ୍କ ଧାନ କିଣାଯିବ ବୋଲି ଅଶ୍ଵାସନା  ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ…

ରାଜଧାନୀରେ ବଢୁଛି କୁକୁର ଆତଙ୍କ; ପୁଣି ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

ଭୁବନେଶ୍ୱର: ରାଜଧାନୀରେ ଅସହ୍ୟ ହୋଇପଡିଲାଣି ବୁଲାକୁକୁରଙ୍କ ଦୌରାତ୍ମ । ଯେଉଁ କାରଣରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ । ରାସ୍ତାଘାଟ ହେଉକି କଲୋନୀ, ବସ୍ତି ସବୁଆଡ଼େ ବଢି ଚାଲିଛି ବୁଲା କୁକୁରଙ୍କ ଆତଙ୍କ । ଗତ ଦେଢ଼ ମାସ ଭିତରେ ବିଏମସି ହସ୍ପିଟାଲରେ ୫ଶହ ଲୋକ…

୨୦୩୬ ସୁଦ୍ଧା ଆମେ ଏକ ସମୃଦ୍ଧ ଓ ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉପଭୋକ୍ତା ସୁରକ୍ଷା ଅଭିଯାନକୁ ଫଳପ୍ରଦ କରିବା ପାଇଁ ସରକାରୀ, ବେସରକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜ ଏବଂ ସର୍ବୋପରି ଗଣମାଧ୍ୟମର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି । ସବୁ ବର୍ଗର ଉପଭୋକ୍ତା ଯେପରି ସକ୍ରିୟ ଭାବେ ଅଂଶଗ୍ରହଣ କରି ଉପଭୋକ୍ତା ସୁରକ୍ଷା ଆଇନ୍ ୨୦୧୯ର…