Latest Odisha News
Browsing Category

ସହର

City

‘‘ଦାନା’ ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ’

ଭୁବନେଶ୍ୱର: ବୁଧବାର ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୀକ୍ଷା ପରେ ଗଣମାଧ୍ୟମ ନିକଟରେ ନିଜର ବିବୃତି ରଖି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି ।…

ବାତ୍ୟା ଭୟ: ଆସନ୍ତାକାଲିଠୁ ବନ୍ଦ ରହିବ ବିମାନ ସେବା

ଭୁବନେଶ୍ବର: ସାମୁଦ୍ରିକ ଝଡ଼ 'ଦାନା' ପାଇଁ ଆସନ୍ତା କାଲି ଅର୍ଥାତ ଗୁରୁବାରରୁ ୨୫ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ବିମାନଚଳାଚଳ ବନ୍ଦ ରହିବ । ଅପରାହ୍ନ ୫ଟା ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କୌଣସି ବିମାନ ଉଡିବ ନାହିଁକି ଅବତରଣ କରିବ ନାହିଁ ।…

ବନଖଣ୍ଡ ଅଧିକାରୀମାନେ ପ୍ରସ୍ତୁତ ରୁହନ୍ତୁ : ଜଙ୍ଗଲମନ୍ତ୍ରୀ

ଭୁବନେଶ୍ୱର: ଆତଙ୍କ ସୃଷ୍ଟି କରିଛି ବାତ୍ୟା ଦାନା। ଅବପାତ ପରେ ଉଚ୍ଚ ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏପଟେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ…

ଜାରି ହେଲା ଟେଲିଫୋନ ନମ୍ବର, ଚଢା ଦରରେ ବିକ୍ରି ହେଉଥିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଟେଲିଫୋନ ନମ୍ବର ଜାରି କରାଯାଇଛି ।…

ବାତ୍ୟା ‘ଦାନା’ ନେଇ ସୋସିଆଲ ମିଡିଆରେ ପ୍ରତି ୩ ଘଣ୍ଟାରେ ଅପଡେଟ୍ ଦେବେ ରାଜ୍ଯ ସରକାର

ଭୁବନେଶ୍ୱର: ଅକ୍ଟୋବର ୨୪ ରାତିରୁ ଅକ୍ଟୋବର ୨୫ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତି ୩ ଘଣ୍ଟା ବ୍ୟବଧାନରେ ବାତ୍ୟା 'ଦାନା' ନେଇ ଅପଡେଟ୍ ଦେବେ ରାଜ୍ଯ ସରକାର। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଅଗ୍ନିଶମ ସେବାର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସୋସିଆଲ୍…

ବାତ୍ୟା ‘ଦାନା’ : ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ୍ ପାର୍କ

ଭୁବନେଶ୍ଵର : ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ଲ୍ୟାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ। ଏହି…

‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯାଇଛି। 'ସୁଭଦ୍ରା’ ଯୋଜନାରେ ସଂଶୋଧନ ସହ  ରାଜ୍ୟ କ୍ୟାବିନେଟ୍‌ରେ ୬ଟି…

ସି-ବିଚ୍‌ରେ ଲାଗୁ ହେଲା ୧୪୪ ଧାରା

ଜଗତସିଂହପୁର : ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରକୋପ ଜଗତସିଂହପୁର ଜିଲ୍ଲାରେ ଅନୁଭୂତ ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପୂର୍ବରୁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସମୁଦ୍ର କୂଳରେ ଲାଗୁ ହୋଇଛି ୧୪୪ ଧାରା। ଏଥିସହ ପାରାଦୀପ ଠାରୁ ଏରସମା ସିଆଳି ପର୍ଯ୍ୟନ୍ତ ସମୁଦ୍ର ତଟରେ ଏହି…

ଭୀଷଣ ରୂପ ନେଉଛି ‘ଦାନା’

ଭୁବନେଶ୍ବର: ଓଡିଶା ଉପକୂଳ ଆଡକୁ ମାଡିଆସୁଛି ଦାନା। ଆସନ୍ତାକାଲି ନେବ ଭୀଷଣ ବାତ୍ୟାର ରୂପ। ୨୪ତାରିଖ ରାତି ଓ ୨୫ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଧାମରା ପାଖରେ ଲ୍ୟାଣ୍ଡଫଲ କରିପାରେ ଦାନା। ପ୍ରଭାବରେ ଧାମରା, ପାରାଦୀପ ସହ କେନ୍ଦ୍ରାପଡା ରାଜକନିକାରେ ବର୍ଷା ଆରମ୍ଭ ହୋଇଛି। ସଂଧ୍ୟା…

ବଡ ଖବର: ସ୍ପଷ୍ଟ ହେଲା ଚିତ୍ର, ଏଠାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଦାନା’

ଭୁବନେଶ୍ୱର: ବାତ୍ୟାକୁ ନେଇ ଆସିଲା ବଡ଼ ଖବର। ସ୍ପଷ୍ଟ ହେଲା ଚିତ୍ର l ସାମନାକୁ ଆସିଲା ସାମୁଦ୍ରିକ ଝଡ 'ଦାନା'ର ଲ୍ୟାଣ୍ଡଫଲ୍ ସ୍ଥାନ l ଓଡ଼ିଶା ଉପକୂଳକୁ ହିଟ୍ କରିବ ବାତ୍ୟା 'ଦାନା'। ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ 'ଦାନା'। ଏନେଇ ସୂଚନା ଦେଇଛନ୍ତି ପାଣିପାଗ…