Latest Odisha News

BREAKING NEWS

Browsing Category

ସହର

City

ହଷ୍ଟେଲ୍‌ ଛାତରୁ ଡେଇଁ ପଡ଼ିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ

ଭୁବନେଶ୍ୱର: ୫ ମହଲା ଛାତରୁ ଡେଇଁ ପଡ଼ିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ। ଅରୁଗୁଳ ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କ ଘର ଦିଲ୍ଲୀରେ ଥିବା ବେଳେ ତାଙ୍କ ନାମ କ୍ରୀତିକା ରାଜ ବୋଲି ସୂଚନା ରହିଛି। ସୂଚନା ଅନୁଯାୟୀ, ଗତକାଲି…

ରାଜ୍ୟରୁ ମୂଳପୋଛ କରାଯିବ ସମସ୍ତ ବେଆଇନ ମଦ କାରବାର: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର: ବେଆଇନ ମଦ କାରବାରକୁ ମୂଳପୋଛ କରିବାକୁ ଯୋରସୋରରେ ଲାଗିପଡିଛନ୍ତି ରାଜ୍ୟ ସରକାର । ଗଲା ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଆଇନ ମଦ ଭାଟିରେ ଚଢାଉ ଅଭିଯାନ ବର୍ତ୍ତମାନ ସୁଦ୍ଧା ଚାଲିଛି । ଏହି କ୍ରମରେ ସମଗ୍ର ରାଜ୍ୟର ୧୪୪୩ଟି ବେଆଇନ ମଦ ଭାଟିକୁ ଭାଙ୍ଗି ନଷ୍ଟ କରାଯିବା ସହ…

ମାତୃଭାଷାରେ ପାଠପଢା ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବିକାଶରେ ସହାୟକ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା ପାଇଁ ଜାତୀୟ ଶିକ୍ଷାନୀତିର ପ୍ରଣୟନ ହେବା ଏକାନ୍ତ ଆବଶ୍ୟକ । ଭାରତବର୍ଷର ଗୁରୁକୁଳ ଏବଂ ଗୁରୁଶିଷ୍ୟ ପରମ୍ପରା ଆମ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ଆମେ ସମସ୍ତେ ଏଥିରୁ ଅନୁପ୍ରାଣିତ ହେବା ଉଚିତ୍ । ଜାତୀୟ ଶିକ୍ଷାନୀତି…

ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀ

ଭୁବନେଶ୍ୱର: ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀ । ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବା ବେଳେ ଘଉଡ଼ାଇ ଦେଲେ ବିଜେପି କର୍ମୀ । ନିଲମ୍ବନ ସତ୍ତ୍ୱେ ପାର୍ଟି ଅଫିସକୁ ଆସିଥିବାରୁ ଏପରି ଘଉଡ଼ାଇ ଦେଲେ କର୍ମୀ । ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ…

‘ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଏଆଇ’

ଭୁବନେଶ୍ବର: ଜଙ୍ଗଲ ନିକଟବର୍ତ୍ତୀ ଜନବସତି ଗୁଡିକୁ ସୁରକ୍ଷିତ ରଖିବାକୁ ରାଜ୍ୟସରକାରଙ୍କ ପ୍ରୟାସ । ଏଣିକି ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) । ଏହାର ସହାୟତାରେ ଜନବସତି ମୁହାଁ ହେଉଥିବା ବନ୍ୟ ତଥା ହିଂସ୍ର ଜନ୍ତୁଙ୍କ ଗତିବିଧି ଓ…

କଟକରେ ହିଁ ରହିବ ଅବକାରୀ କମିଶନର ଅଫିସ: ଅବକାରୀ କମିଶନର

କଟକ: କଟକରେ ହିଁ ରହିବ ଅବକାରୀ କମିଶନର ଅଫିସ । ଭୁବନେଶ୍ବର ସ୍ଥାନାନ୍ତର ହେବା ଏକ ଗୁଜବ ମାତ୍ର । ସ୍ଥାନାନ୍ତର ହେବାର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି ଯେ, କଟକରେ ଅବକାରୀ କମିଶନର ଅଫିସ ଅଛି,…

ହାଇକୋର୍ଟ ବେଞ୍ଚ…କହିଲେ ପୁଣି ଢୋକିଲେ !

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସଂପର୍କିତ ଉତ୍ତର ନେଇ ରାଜନୀତି ବଢିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ। ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କ ବିଚାରାଧୀନ ରହିଛି । ଲୋକଙ୍କୁ…

ସରକାରୀ କାର୍ଯ୍ୟାଳୟରେ ହଠାତ୍ ପହଞ୍ଚିଗଲେ ବିଧାୟିକା….ଯାହା ଦେଖିଲେ…

କଟକ: କଟକ ଅବକାରୀ ଅଫିସରେ ହଠାତ୍ ପହଞ୍ଚିଗଲେ ବିଧାୟିକା । ଦେଖିଲା ବେଳକୁ ଅଫିସରେ ନାହାନ୍ତି ଅଧିକାରୀ । ଏଣେତେଣେ ଚଟାଣରେ ବିଛାଡି ହୋଇ ପଡିଛି ଗୁରୁତ୍ବପୂର୍ଣ୍ଣ ଫାଇଲ । ସେପଟେ ଟେବୁଲରେ ଜମି ଗଲାଣି ଧୂଳି । କାର୍ଯ୍ୟାଳୟର ଏଭଳି ସ୍ଥିତି ଦେଖି ଅସନ୍ତୋଷ ଝାଡିଲେ ବିଧାୟିକା । କଟକ…

ବନ୍ଧାହେଲେ ଖଣି ବାବୁ, ନାଁରେ କରିଥିଲେ ସମ୍ପତ୍ତିର ଖଣି

ତାଳଚେର: ବନ୍ଧାହେଲେ ଅନୁଗୁଳ ଜିଲ୍ଲା ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ଗତକାଲି ଖଣି ଉପନିର୍ଦ୍ଦେଶକଙ୍କର ବିଭିନ୍ନ ସ୍ଥାନରେ ଚଢାଉ କରି ଆୟ ବର୍ହିଭୂତି ସମ୍ପତି ଠୁଳରେ ଆଜି ଗିରଫ କରିଛି ଭିଜିଲାନ୍ସ । ତେବେ ଖଣି ଉପନିର୍ଦ୍ଦେଶକ ଧରଣୀଧର ବାଲି ମାଫିଆ ଓ ପଥର ମାଫିଆଙ୍କୁ…

ନନ୍ଦନକାନନରେ ହାତୀ ‘ହୀରା’ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନରେ ହାତୀ ‘ହୀରା’ ଅସୁସ୍ଥ। ପ୍ରାଣୀ ଉଦ୍ୟାନର ହାତୀ ସଫାରୀରେ ରହୁଥିବା ୨୭ବର୍ଷର ମାଈ ହାତୀ ‘ହୀରା’ ଏବେ ଅସୁସ୍ଥ ଥିବା ଖବର ଆସିଛି। ହୀରାର ବାମ ପଟ ଆଗ ଗୋଡ଼ ଦିନକୁ ଦିନ ଫୁଲିବାରେ ଲାଗିଛି। ପାଦରେ ଭାର ବହନ କରିବାକୁ ସକ୍ଷମ ହୋଇପାରୁନାହିଁ । OUATର ଏକ ଟିମ୍,…