Latest Odisha News

BREAKING NEWS

Browsing Category

ସହର

City

ଅଡିଓ ଭାଇରାଲ୍, ଫସିଯିବେ କି ବିଜେପି ବିଧାୟକ?

ଭୁବନେଶ୍ବର: ଆସିକା ବିଧାୟକଙ୍କ ନାଁରେ ସଂଗୀନ ଅଭିଯୋଗ । ଅଡିଓ ଭାଇରାଲ, ବଢିବ କି ଅଡୁଆ ! ବିଜେପି ବିଧାୟକ ସରୋଜ ପାଢୀ ଦୁଇ ଜଣ ବାଲିଘାଟ ଲିଜଧାରୀଙ୍କୁ ବାଲିଘାଟ ବାବଦକୁ ବଟି ମାଗୁଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଗତ ଦୁଇ ଦିନ ହେଲା ବାଲିଘାଟ ଲିଜଧାରୀଙ୍କ ସହ ବିଧାୟକଙ୍କ ଅଡିଓ…

୨ ଜିଲ୍ଲା ବୁଲିବେ ସମସ୍ତ ସଚିବ, ପ୍ରସ୍ତୁତ କରିବେ ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ

ଭୁବନେଶ୍ୱର: ପୁଣି ଜିଲ୍ଲା ବୁଲିବେ ସମସ୍ତ ସଚିବ। ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ସରକାରୀ ଯୋଜନା ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାର ତଦାରଖ କରିବାକୁ ଜିଲ୍ଲା ଗସ୍ତରେ ଯିବେ ସମସ୍ତ ସଚିବ। ଅତିକମ୍‌ରେ ୨ ଦିନ ଜିଲ୍ଲା…

ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କଲା ପୂର୍ବତଟ ରେଳପଥ

ଭୁବନେଶ୍ଵର: ଆଞ୍ଚଳିକ ଭିତ୍ତିଭୂମି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରିଛି। ନିକଟରେ  ମାନ୍ୟବର ରେଳମନ୍ତ୍ରୀ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୭୦ କୋଟି ଟଙ୍କା ବ୍ୟୟ ବରାଦ…

ହାତୀ ‘ରାମୁ’ର ମୃତ୍ୟୁ ପରେ ଆକ୍ସନ ମୋଡରେ ବନ ବିଭାଗ

ଭୁବନେଶ୍ଵର: ହାତୀ 'ରାମୁ'ର ମୃତ୍ୟୁ ପରେ ଚେତିଲା ବନ ବିଭାଗ । ନିୟୋଜିତ ସ୍ୱତନ୍ତ୍ର ସ୍କ୍ୱାଡ୍‌ଙ୍କ କାମର ହିସାବ ମାଗିଲେ ପିସିସିଏଫ୍ । ସବୁ ଆରସିସିଏଫ୍‌ଙ୍କୁ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରୁ ପହଞ୍ଚିଲା ଚିଠି । ଏବେ ରାଜ୍ୟରେ ୩୯୭ ସ୍ୱତନ୍ତ୍ର ସ୍କ୍ୱାଡ୍ ବନ୍ୟଜନ୍ତୁ ସୁରକ୍ଷାରେ ନିୟୋଜିତ…

ଆଇଏଲ୍‌ଏସ୍‌ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଆଇଏଲ୍‌ଏସ୍‌ର ବୈଜ୍ଞାନିକ ସନ୍ଦୀପ ମିଶ୍ର ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ବର ଘରୁ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣାସ୍ଥଳକୁ ଯାଇ ପୋଲିସ ତଦନ୍ତ କରିଛି। ତେବେ ବୈଜ୍ଞାନିକଙ୍କ ଆତ୍ମହତ୍ୟା ପରେ ତାଙ୍କୁ ଘରୋଇ…

ତାଲିମ ନେବେ ନବ-ନିର୍ବାଚିତ ବିଜେଡ଼ି ବିଧାୟକ, ଦଳର ଅଭିଜ୍ଞ ନେତା ଦେବେ ପ୍ରଶିକ୍ଷଣ

ଭୁବନେଶ୍ୱର: ଆଜି ବିଜେଡ଼ି ବିଧାୟକଙ୍କ ପାଠଶାଳା ଆରମ୍ଭ ହେବ।। ତାଲିମ ନେବେ ବିଜେଡିର ୧୮ ନବ-ନିର୍ବାଚିତ ବିଧାୟକ। ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ପ୍ରଶିକ୍ଷଣ ଦେବେ। ଆଜି ସକାଳ ୧୦ଟାରୁ ଆରମ୍ଭ ହେବ ବିଜେଡିର ନବ-ନିର୍ବାଚିତ ବିଧାୟକଙ୍କ…

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଦିବ୍ୟଯାତ୍ରା ଧାରାବହିକ ଅତ୍ୟନ୍ତ ବିଭ୍ରାନ୍ତିକର: ଶ୍ରୀଜଗନ୍ନାଥ ଚେତନା ଗବେଷଣା…

ଭୁବନେଶ୍ଵର: ଆସନ୍ତା ଅଗଷ୍ଟ ୨୬ ତାରିଖରୁ ବିଭୁ ଅଗ୍ରୱାଲ୍ ନାମକ ଜଣେ ଉଦ୍ୟୋଗୀଙ୍କ ହରି  ଓମ୍‌ ନାମକ ଓଟିଟି ପ୍ଲାଟ୍‌ଫର୍ମରେ ‘ଜୟ ଜଗନ୍ନାଥ’ନାମରେ ଏକ ଆପତ୍ତିଜନକ ଧାରାବାହିକ କାର୍ଯ୍ୟକ୍ରମର ପ୍ରସାରଣ ହେବାକୁ ଯାଉଛି । ତାହାକୁ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଦିବ୍ୟଯାତ୍ରା’ ଆଖ୍ୟା…

ଭୁବନେଶ୍ବର ଏମ୍ସରେ ଦଲାଲି ଅଭିଯୋଗ, ୫ ଗିରଫ

ଭୁବନେଶ୍ଵର: ଭୁବନେଶ୍ବର ଏମ୍ସରେ ଦଲାଲି ଅଭିଯୋଗ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଓପିଡି ଟିକେଟ୍‌ କରାଇଦେବାକୁ କହି ଟଙ୍କା ନେଉଥିଲେ ଏହି ଦଲାଲମାନେ । ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ପୋଲିସ । ସୂଚନା ଅନୁସାରେ, ଏହି ପାଞ୍ଚ ଜଣ ଅଭିଯୁକ୍ତ…

ଓଡିଶାରେ ଶସ୍ୟ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଓୟୁଏଟିର ବହୁତ ବଡ ଅବଦାନ ରହିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ୪୮୪ ପ୍ରକାର ନୂଆ କିସମର ବିକାଶ କରି ରାଜ୍ୟରେ କୃଷି ବିକାଶରେ ମହତ୍ବପୂର୍ଣ୍ଣ ଯୋଗଦାନ ରଖିଛି। ଆଜି ଯଦି ଓଡିଶା ଚାଉଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହୋଇପାରିଛି ତେବେ ସେଥିରେ ଆମ କୃଷି ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଅବଦାନ…

ପ୍ରବଳ ବର୍ଷିବ: ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ସକ୍ରିୟ ରହିଛି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ଘନିଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଫଳରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ…