Latest Odisha News

BREAKING NEWS

Browsing Category

ସହର

City

ଖୁବ୍ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା, ପୁଣି ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ବର: ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା ସହିତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ଏଯାବତ୍ ବିଜେପି କେବଳ ୧୮ ସାଂସଦଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ କଂଗ୍ରେସ ଏଯାବତ୍ ପ୍ରାର୍ଥୀ ଘୋଷଣା କରିନାହିଁ । ଏହାରି ଭିତରେ ଖୁବ୍ ଶୀଘ୍ର ଆସିପାରେ…

ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟି ବୈଠକ: ବିଭିନ୍ନ ବ୍ୟବସ୍ଥାରେ ଯାଂଚ ଓ ଚଢଉକୁ କଡାକଡି କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ସାଧାରଣନି ର୍ବାଚନ-୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ଅନ୍ୟ ଏକ ସମନ୍ୱୟ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ଯାଂଚ ଓ ଚଢଉ…

ପ୍ରାର୍ଥୀ ବଦଳାଇବାକୁ ନେଇ ବିଜେଡିକୁ ଅପରାଜିତାଙ୍କ କଟାକ୍ଷ; କହିଲେ, ‘ଯୋ ଡରଗୟା, ୱ ମରଗୟା’

ଭୁବନେଶ୍ୱର: ଭୁବନେଶ୍ୱର ଲୋକ ସଭା ଆସନରୁ ପ୍ରାର୍ଥୀଭାବେ ଟିକେଟ ଘୋଷଣା ପରେ ଆଜି ଦିଲ୍ଲୀରୁ ଫେରିଛନ୍ତି ଅପରାଜିତା ଷଡଙ୍ଗୀ । ବିମାନବନ୍ଦରରେ ବିଜେପିର ନେତା ଓ କର୍ମୀମାନେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପାଛୋଟି ଆଣିଥିଲେ । ଏହାପରେ ବିରାଟ ଶୋଭାଯାତ୍ରାରେ ଆସି ଅପରାଜିତା ବାବା…

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ଵର: ସବୁ ଅପେକ୍ଷାର ହେଲା ଅନ୍ତ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପାର୍ଥୀ ତାଲିକା ଘୋଷଣା କରିଛନ୍ତି । ଜନ ସାଧାରଣଙ୍କ ଆଶୀର୍ବାଦ କାମନା କରି ମୁଖ୍ୟମନ୍ତ୍ରୀ ନବୀନ…

କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ସୁର ରାଉତରାୟ, ପୁଅ ବିଜେଡିରେ ମିଶିବା ପରେ ନିଷ୍ପତ୍ତି

ଭୁବନେଶ୍ବର: କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ । କଂଗ୍ରେସର ସମସ୍ତ ପଦ ପଦବୀ ଛାଡିବା ପରେ ମଧ୍ୟ ସେ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ ମିଶିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସୁର । ଆଜି ଶଙ୍ଖ ଭବନରେ ଆୟୋଜିତ…

ଶଙ୍ଖ ଧରିଲେ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ; କହିଲେ, ବାପାଙ୍କ ଆର୍ଶୀବାଦ ନେଇ ବିଜେଡିରେ ମିଶିଲି

ଭୁବନେଶ୍ବର: ଦୀର୍ଘ ଦିନ ଧରି ଚର୍ଚ୍ଚାର ଅନ୍ତ ଘଟିଲା । ଶଙ୍ଖ ଧରିଲେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଆଜି ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମନ୍ମଥ । ଭୁବନେଶ୍ୱର ମାଉସୀମାଆ ମନ୍ଦିର ଛକରୁଏକ ବିରାଟ ପଟୁଆର ଧରି ନିଜ…

ପରିବାରରୁ ଜଣଙ୍କୁ ଟିକେଟ୍, ବିଜେଡିର ନିୟମ ବଢାଇଛି ପଲିଟିକାଲ ପରିବାରଙ୍କ ଚିନ୍ତା

ଭୁବନେଶ୍ଵର: ପରିବାରରୁ ଜଣଙ୍କୁ ଟିକେଟ୍ । ବିଜେଡିର ନିୟମ ବଢାଇଛି ପଲିଟିକାଲ ପରିବାରଙ୍କ ଚିନ୍ତା । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରିବାରରୁ ଆରମ୍ଭ ହୋଇଥିବା ଅସନ୍ତୋଷର ଏହି ନିଆଁ ଏବେ ଅନ୍ୟ ପରିବାରରେ ରାଜନୈତିକ ଭବିଷ୍ୟତରୁ ଅନ୍ଧାରକୁ ଠେଲି ଦେବନି ତ ? କୁହୁଳିଲାଣି…

୩ ସିଟ୍ ରେ କେଉଁଠି କେଁ?

ଭୁବନେଶ୍ବର: ଲୋକସଭା ଲଢେଇ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ୨୧ ରୁ ୧୮ ସିଟ୍ ପାଇଁ ସିପାହୀ ପ୍ରସ୍ତୁତ । କିଛି ନୂଆ କିଛି ପୁରୁଣା ମୁହଁ ସହ ଚବିଶ ପାଇଁ ବିଜେପି କରିଛି ଚଉକଶ ପ୍ଲାନ୍ । ତେବେ ପ୍ରଶ୍ନ, ୩ ସିଟ୍ ରେ କେଉଁଠି ରହିଛି କନଫ୍ୟୁଜନ୍? ପ୍ରାର୍ଥୀ ନିଷ୍ପତ୍ତି…

ଆଜି ରଙ୍ଗର ପର୍ବ ହୋଲି, ଗାଁ ଠୁ ସହର ଉତ୍ସବ ମୁଖର

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ଏହି ପର୍ବ ପାଳନ ହୁଏ । ଗାଁ ଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ । ଘରେ ହେଉ କି ବାହାରେ ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ବାଣ୍ଟି ଚାଲିଛି…

ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

ଭୁବନେଶ୍ଵର: ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଦଳର ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ପୂର୍ଣ୍ଣଚନ୍ଦ୍ର । ୨୦୦୯ ଓ ୨୦୧୪ରେ ବିଜେଡିରୁ ଦୁଇଥର ଜିତିଥିଲେ ପୂର୍ଣ୍ଣଚନ୍ଦ୍ର । ୨୦୧୯ରେ ବିଜେଡ଼ି ତାଙ୍କୁ…