Latest Odisha News

BREAKING NEWS

Browsing Category

ସହର

City

ଓଡିଶା ଆସିବେ ଦୁଇ କେନ୍ଦ୍ରମନ୍ତ୍ରୀ: ସଂପ୍ରସାରିତ ବାରଣାସୀ-ସମ୍ବଲପୁର ଏକ୍ସପ୍ରେସ ଟ୍ରେନର କରିବେ ଶୁଭାରମ୍ଭ

ଭୁବନେଶ୍ବର: ଓଡିଶା ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ । ଆସନ୍ତା ୨୦ ତାରିଖରେ ଓଡିଶା ଆସିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମ୍ବଲପୁର ରେଳ ଷ୍ଟେସନରୁ ବାରଣାସୀ-ସମ୍ବଲପୁର-ବାରଣାସୀ ଦ୍ୱି-ସାପ୍ତାହିକ ଏକ୍ସପ୍ରେସର ବିଶାଖାପାଟନମ୍…

ନଭେମ୍ବର ୨୬ରେ ଓଡିଶା ପୋଲିସ ଏସଆଇ ପରୀକ୍ଷା, ୱେବସାଇଟ୍‌ରେ ଉପଲବ୍ଧ ହେଲା ଆଡମିଟ୍ କାର୍ଡ

ଭୁବନେଶ୍ବର: ଓଡିଶା ପୋଲିସ ସବ-ଇନ୍ସପେକ୍ଟର ପରୀକ୍ଷା-୨୦୨୧ ଆସନ୍ତା ୨୬ ତାରିଖ ରବିବାର ଓଡିଶାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ । ଉକ୍ତ ପରୀକ୍ଷା ନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କ ପ୍ରବେଶ ପତ୍ର(ଆଡମିଟ୍ କାର୍ଡ) ଓଡ଼ିଶା ପୋଲିସ ୱେବସାଇଟ http://odishapolice.gov.in ରେ ରେ…

ଡିସେମ୍ବର ୩୧ରେ ଅବସର ନେବେ ଡିଜି ସୁନୀଲ ବଂଶଲ

ଭୁବନେଶ୍ବର: ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି ମିଳିଛି । ଡିସେମ୍ବର ୩୧ ତାରିଖରେ ସେ  ଅବସର ଗ୍ରହଣ କରୁଛନ୍ତି। ରାଜ୍ୟସରକାର ତାଙ୍କୁ ସରକାରୀ ଚାକିରିରୁ ଅବସର ନେବା ଲାଗି ଅନୁମତି ଦେଇଛନ୍ତି । ଗୃହ ବିଭାଗ ପକ୍ଷରୁ ଏ ନେଇ ଏକ  ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୭ ବ୍ୟାଚର…

ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବଲାଙ୍ଗୀରରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏହି ପ୍ରକଳ୍ପ ଦୁଇଟି ହେଉଛି ସୁନଗଡ ନଦୀରେ ସିକୁଆଁ ପ୍ରକଳ୍ପ ଓ ଅଙ୍ଗ ନଦୀରେ କୁଟସିଙ୍ଘା ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ସିକୁଆଁ ପ୍ରକଳ୍ପ ପାଇଁ  ୪୯ କୋଟି ଏବଂ…

ବିପୁଳ ପରିମାଣର ଦେଶୀ ମଦ ଜବତ, ୧୯ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଦେଶୀ ମଦ ଜବତ । ବିଶେଷ ସୂତ୍ରରୁ ଖବରପାଇ ଆଜି (ଶନିବାର) ଏକ୍ସାଇଜ୍ ଟିମ୍ ର ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ବହୁ ପରିମାଣର ଦେଶୀ ମଦ ଜବତ ସହ ଘଟଣାସ୍ଥଳରୁ ୧୯ ଜଣଙ୍କୁ ଗିରଫ କରିଛି ଟିମ୍ । ଏହି ଚଢାଉ ସମୟରେ ରାଜ୍ୟ ରାଜଧାନୀର ସାଲିଆ ସାହି…

ଶଙ୍ଖ ଫୁଙ୍କିଲେ କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ

ଭୁବନେଶ୍ଵର: ଶଙ୍ଖ ଫୁଙ୍କିଲେ କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ । ଆଜି ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣପର୍ବରେ ବିଜେପିର ହାତ ଛାଡି ବିଜେଡିରେ ମିଶିଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ । ଭବାନୀଙ୍କ ସହ ଶତାଧିକ ବିଜେପି…

ଅମାନିଆଙ୍କୁ ସାବାଡ୍ କରିବାକୁ ରାଜଧାନୀରେ ପୋଲିସର ଧରପଗଡ: ୯୦ ବାଇକ୍ ସିଜ୍

ଭୁବନେଶ୍ବର : ସଡକ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ସର୍ବଦା ପ୍ରୟାସ କରାଯାଉଛି । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ବଣ୍ଟା ଯାଉଛି  । ତଥାପି ଲୋକ ଚେତୁନାହାଁନ୍ତି । ଦିନକୁ ଦିନ ବଢୁଛି ଅମାନିଆଙ୍କ ଉତ୍ପାତ୍ତ । ଯାହାକୁ ନେଇ ଆଜି ଆକ୍ସନ ମୁଡକୁ…

ରାତିରେ ବେସିନରେ ପକେଇ ରଖୁଛନ୍ତି କି ଅଇଁଠା ବାସନ, ତେବେ ହୋଇଯାଆନ୍ତୁ ସାବଧାନ୍…

ଭୁବନେଶ୍ଵର: ଆମ ଦେଶରେ ଦୈନନ୍ଦିନ କାର୍ଯ୍ୟ ସହ ଜଡ଼ିତ ଅନେକ ପରମ୍ପରା ରହିଛି । ଯେପରି ସକାଳୁ ଉଠିବା, ମନ୍ଦିରକୁ ଯିବା କିମ୍ବା କେବଳ ଗାଧୋଇବା ପରେ ପୂଜା କରିବା, ଘରକୁ ସଫା ସୁତୁରା ରଖିବା, ରାତିରେ ଅଇଁଠା ବାସନ ନରଖି ଧୋଇଦେବା ଇତ୍ୟାଦି । ପ୍ରତ୍ୟେକ ପରମ୍ପରା ପଛରେ ନିଶ୍ଚିତ ଭାବରେ କିଛି…

ନିଖୋଜ ବୃଦ୍ଧଙ୍କ ମିଳିଲା ମୃତଦେହ, ଅଙ୍ଗ ଚୋରି ଉଦ୍ଦେଶ୍ୟରେ ହତ୍ୟା ଅଭିଯୋଗ

ଭୁବନେଶ୍ଵର: ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ । କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ଇଚ୍ଛାପୁର ନିକଟସ୍ଥ ଧାନ ବିଲରୁ ତାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି ଓଲଟପୁର ପୁଲିସ । ମୃତକ ଜଣକ ହେଉଛନ୍ତି ୟୁନିଟ ୧ ଅଞ୍ଚଳର ୫୫ ବର୍ଷିୟ କେଳୁଚରଣ ରାଉତରାୟ । ଗତ ୮ଦିନ ହେବ ନିଖୋଜ ଥିଲେ…

ଆସନ୍ତା ୨୧ରୁ ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ, ଜାଣନ୍ତୁ ଶେଷ ତାରିଖ କେତେ…

ଭୁବନେଶ୍ଵର: ଆସନ୍ତା ୨୧ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୨୯ ମଧ୍ୟରେ…