Latest Odisha News

BREAKING NEWS

Browsing Category

ସହର

City

ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି , ଖୁବ୍ ଶୀଘ୍ର ପରିବାରକୁ ଫେରିଆସିବେ: ଫାଇଭ୍-ଟି ଅଧ୍ୟକ୍ଷ

ଭୁବନେଶ୍ବର :  ଏହା ମଧ୍ୟରେ ଘଟଣାକୁ ୧୩ଦିନ ପୁରି ଆଜି ୧୪ ଦିନ ଚାଲିଛି  । ହେଲେ ଏବେବି ଟନେଲ୍ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଛି  । ହେଲେ ବାରମ୍ବାର ରେସ୍କ୍ୟୁ ଅପରେସନରେ ବାଧା  ବାଧା ସୃଷ୍ଟି ହେଉଛି ।କେବେ ଘଟିବ ଅପେକ୍ଷାର ଅନ୍ତ ?…

ଆସୁଛି ଲଘୁଚାପ: ୨୬ରେ ଘୂର୍ଣ୍ଣିବଳୟ, ୨୯ରେ ଅବପାତ

ଭୁବନେଶ୍ଵର: ଆସନ୍ତା ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୭ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ବଙ୍ଗୋପସାଗରର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର…

ଗଙ୍ଗାଧର ବେଶରେ ବାବା ଧବଳେଶ୍ବର : ଆସନ୍ତାକାଲି ବଡ଼ ଓଷା , ଲାଗି ହେବ ଗଜ ଓ ତୋରଣ ଭୋଗ

ଆଠଗଡ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ଆଠଗଡର ପ୍ରସିଦ୍ଧ ବାବା…

ପ୍ରଦେଶ କଂଗ୍ରେସର ତୁଳସୀ ଯାତ୍ରା ନେଇ ପ୍ରସ୍ତୁତି ବୈଠକ, ଡିସେମ୍ବର ୧ରେ ପୁରୀ ଯିବ ଦଳ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆସନ୍ତା ଡିସେମ୍ବର ୧ ତାରିଖରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପୁରୀ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ନିମନ୍ତେ ଆଜି (ଗୁରୁବାର) ପ୍ରଦେଶ କଂଗ୍ରେସ ସଭାପତି ଶରତ…

ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ପାଇଁ ୩୨୪ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବୌଦ୍ଧ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରକଳ୍ପଟି ହେଉଛି ସାଲକୀ ନଦୀରେ ସତୀଘାଟ ନଦୀଗର୍ଭ ଜଳାଶୟ ପ୍ରକଳ୍ପ । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୨୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହାଦ୍ବାରା…

ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବିରେ ବିଧାନସଭା ଆଗରେ ଅଭିନେତାଙ୍କ ଧାରଣା

ଭୁବନେଶ୍ଵର: ‘ପ୍ରଥା’ ଚଳଚ୍ଚିତ୍ରର ପୋଷ୍ଟର ଚିରିବା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି ପ୍ରଯୋଜିକା ସନଲିସା ପଟେଲ । ପଶ୍ଚିମ ଓଡ଼ିଶା ଚଳଚ୍ଚିତ୍ର ବିବାଦ ଯୋଗୁଁ ସେ କ୍ଷତି ସହିଥିବାରୁ ଧାରଣା ଦେଇଛନ୍ତି ସନଲିସା । ୫ ଦଫା ଦାବି ନେଇ ସନଲିସାଙ୍କ ସହ ଅନ୍ୟାନ୍ୟ ଅଭିନେତା ମାନେ…

ଆସୁଛି ପିକନିକ ଋତୁ; ପ୍ଲାଷ୍ଟିକ ମୁକ୍ତ ହେବ ୧୦୦ଟି ପିକନିକ୍ ସ୍ପଟ୍

ଭୁବନେଶ୍ବର: ଆଗକୁ ଆସୁଛି ପିକନିକ ଋତୁ । ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳରେ ଜମିବ ପର୍ଯ୍ୟଟକଙ୍କ । କିନ୍ତୁ ସବୁ ପିକନିକସ୍ଥଳ ଗୁଡିକରେ ଜମି ରହିଛି କୁଢ କୁଢ ଆବର୍ଜନା । ଲୋକମାନେ ବୁଲିବାକୁ ଯାଇ ସେଠାରେ ରୋଷେଇ କରି ଦନା, ପାଣି ଗ୍ଲାସ, ପ୍ଲେଟ ଓ ପଲିଥିନ ଆଦି ବିଭିନ୍ନ ଆବର୍ଜନା ଏଠି ସେଠି…

ଗୃହରେ ପ୍ରବଳ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ଵର: ଆଜି ବି ଗୃହରେ ଅଚଳାବସ୍ଥା । ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । କିନ୍ତୁ ଗତକାଲି ପରି ଆଜି ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ୪ଟା ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଗୃହରେ ପ୍ରଶ୍ନକାଳ ଆରମ୍ଭରୁ…

ଟ୍ରାଫିକ୍‌ ସିଗନାଲ ନିକଟରେ ଭିକ ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ: ବିଏମ୍‌ସି

ଭୁବନେଶ୍ବର: ଏବେ ଭୁବନେଶ୍ବରରେ ଟ୍ରାଫିକ୍‌ ସିଗନାଲ ନିକଟରେ ଆଉ ଭିକ ମାଗିପାରିବେ ନାହିଁ କୌଣସି ଭିକାରୀ । ଏନେଇ ଆଜି (ବୁଧବାର) କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ଅନେକ ସମୟରେ ରାଜଧାନୀର ବିଭିନ୍ନ ଟ୍ରାଫିକ ସିଗନାଲ ନିକଟରେ ପେନ, କଣ୍ଢେଇ, ବେଲୁନ, ଖାଦ୍ୟ…

ସୁଜାତା କାର୍ତ୍ତିକେୟନଙ୍କୁ ଭାଷା,ସାହିତ୍ୟ ଓ ସଂସ୍କୃତିର ଅତିରିକ୍ତ ଦାୟିତ୍ଵ

ଭୁବନେଶ୍ବର: ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ । ତାଙ୍କୁ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ…