Latest Odisha News
Browsing Category

ସହର

City

ଦୀପ ନିଆଁରୁ ଦୁଇ ମହଲା କୋଠାରେ ଲାଗିଲା ନିଆଁ : ଜଳିଗଲା ଆସବାବପତ୍ର

ରାଉରକେଲା : ଦୀପ ନିଆଁରୁ ଲାଗିଲା ନିଆଁ  । ଆଉ ଚାହୁଁ ଚାହୁଁ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି   । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା କୋଏଲ ନଗର ଅଞ୍ଚଳରେ  । ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟି  ଦୁଇ ମହଲା କୋଠା ଜଳିଯାଇଛି  । ଏବଂ ସେଠାରେ ଥିବା ସମସ୍ତ  …

କାର୍ ଦୁର୍ଘଟଣାରେ ଚାଲିଗଲା ସ୍ବାମୀ , ସ୍ତ୍ରୀଙ୍କ ଜୀବନ

ଭୁବନେଶ୍ବର : ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ଦୁର୍ଘଟଣାରେ ଚାଲିଗଲା ସ୍ବାମୀ , ସ୍ତ୍ରୀଙ୍କ ଜୀବନ । ଜଣେ ମଦ୍ୟପ କାର୍ ଡ୍ରାଇଭର ଏଭଳି କାଣ୍ଡ ଘଟଣାଇଛନ୍ତି  । ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଦିଗପହଣ୍ଡିରୁ ଦୀପ ଏବଂ କାଠ ବିକ୍ରି କରିବାକୁ ଆସିଥିବାବେଳେ…

ତମାଣ୍ଡୋର ଏକ ଗ୍ୟାରେଜରେ ଅଗ୍ନିକାଣ୍ଡ, ଜଳିଗଲା ୪ଟି ଯାତ୍ରୀବାହୀ ବସ

ଭୁବନେଶ୍ବର: ଦୀପାବଳୀ ସମୟରେ ରାଜଧାନୀରେ ଅଘଟଣ । ଏହି ସମୟରେ ରାଜଧାନୀକୁ କିପରି ସୁରକ୍ଷିତ ରଖାଯାଇପାରିବ ସେନେଇ ବିଭିନ୍ନ ପ୍ରକାର ପ୍ରଚେଷ୍ଟା କରାଯାଉଥିଲେ ମଧ୍ୟ ଆଜି ଏକ ଅଘଟଣ ଘଟିଛି ।  ତମାଣ୍ଡୋର ଏକ ଗ୍ୟାରେଜରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିପୋଡି ପାଉଁଶ ହୋଇଯାଇଛି ୪ଟି…

କଡାକଡି ହେବ ମଦୁଆ ଧରା ଅଭିଯାନ: ରାଜଧାନୀ ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ ପୋଲିସ

ଭୁବନେଶ୍ୱର : ସାବାଡ ହେବେ ମଦୁଆ  । ରାଜଧାନୀରେ କଡାକଡି ହେବ ମଦୁଆଧରା ଅଭିଯାନ  । ରାଜରାସ୍ତାରେ ଆଉ ମଦୁଆଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳିବନି  । ଏଥର ପୋଲିସମାନେ  ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ  ।  ମଦ ପିଇ ଉତ୍ପାତ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…

ଦୀପାବଳିରେ ଅଘଟଣ : ବାଣ ଦୋକାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୪ ବ୍ୟକ୍ତି

ପାରାଦୀପ : ଆଜି ହେଉଛି ଆଲୋକର ପର୍ବ ଦୀପାବଳି ।  ସବୁଠି ବଡ ଧୂମଧାମ ସହକାରେ ଆନନ୍ଦ ଉହ୍ଲାସର ସହ ପର୍ବକୁ ପାଳନ କରାଯାଉଥିବାବେଳେ ଏକ ଅଘଟଣ ଘଟଣା ସାମ୍ନାକୁ ଆସିଛି । ପାରାଦୀପ ଲକ୍ ଥାନା ଅଧୀନସ୍ଥ ନୂଆଗଡ ଗାଁରେ ଅଭାବନୀୟ ଘଟଣା ଘଟିଛି । ଏକ ବାଣ ଦୋକାନରେ ନିଆଁ ଲାଗି ଯାଇଛି । ଫଳରେ  …

ରାଜ୍ୟର ସବୁ ସରକାରୀ ମେଡିକାଲରେ ବଢିବ ବେଡ୍‌ ସଂଖ୍ୟା, ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟର ସବୁ ସରକାରୀ ମେଡିକାଲରେ ବୃଦ୍ଧି ପାଇବ ବେଡ୍‌ ସଂଖ୍ୟା । ଆଇପିଏଚଏସ ୨୦୨୨ ନିୟମ ଅନୁଯାୟୀ ସରକାରୀ ମେଡିକାଲ ଗୁଡ଼ିକରେ ବେଡ ସଂଖ୍ୟା ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇବ । ତେବେ ୪୫ରୁ ୫୦ ହଜାରକୁ ବେଡ୍ ବଢାଇବା ନେଇ ଯୋଜନା ରହିଛି । ଏନେଇ ଆଜି (ଶନିବାର) ଗଣମାଧ୍ୟମକୁ…

ନୂଆବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ: ଡିସେମ୍ବର ୩୧ରେ ସରୁଛି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ

ଭୁବନେଶ୍ବର: ନୂଆ ବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ । ବର୍ତ୍ତମାନର ପୋଲିସ ଡ଼ିଜି ସୁନୀଲ ଵଂଶଲଙ୍କର କାର୍ଯ୍ୟକାଳ ଡିସେମ୍ବର ୩୧ ରେ ଶେଷ ହେବାକୁ ଯାଉଛି । ପରବର୍ତ୍ତୀ ନୂଆ ପୋଲିସ ଡିଜି କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ନୂଆ ପୋଲିସ ଡ଼ିଜିଙ୍କ ପାଇଁ ୭…

ଯାତ୍ରୀବାହୀ ବସରେ ବାଣ ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ଡେପୁଟି ଫାୟାର ଅଫିସର

ଭୁବନେଶ୍ୱର: କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ଗତ ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପରେ ଚେତିଛନ୍ତି ଓଡ଼ିଶାର ଅଗ୍ନିଶମ ବିଭାଗ ଓ ପରିବହନ ବିଭାଗ । ଯାତ୍ରୀବାହୀ ବସରେ ବାଣ ନେଉଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଖାଲି ବସରେ ନୁହେଁ ଅନ୍ୟ କୌଣସି ପବ୍ଲିକ୍ ଟ୍ରାନସପୋର୍ଟରେ ମଧ୍ୟ ବାଣ…

୪୫ ରୁ ୫୦ ହଜାରକୁ ବଢିବ ହସ୍ପିଟାଲ ବେଡ୍ ସଂଖ୍ୟା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର: ବଢିବ ମେଡିକାଲ ବେଡ୍ ସଂଖ୍ୟା । ଖୋଲିବ ନୂତନ ପ୍ରଥମିକ ସ୍ଵାସ୍ଥ୍ୟ କେନ୍ଦ୍ର । ରୋଗୀ ସେବାରେ ବଡ଼ ବିପ୍ଳବ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ରାଜ୍ୟରେ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ପାଖାପାଖି ୨୮ ହଜାର ବେଡ ଅଛି । ସରକାରୀ ହସ୍ପିଟାଲରେ ୪୫ ହଜାରରୁ ୫୦…

ରାଜ୍ୟ ସ୍ତରୀୟ ଶିଶୁ କ୍ରୀଡା ପ୍ରତିଯୋଗିତା ‘ଉତ୍ସାହ-୨୦୨୩’ ଉଦଯାପିତ

ଭୁବନେଶ୍ବର : ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ, ‘ଉତ୍ସାହ’ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି । ସାରା ରାଜ୍ୟର ପ୍ରାୟ ୨୨୮ ଅନୁଷ୍ଠାନର ୫୭୯ ଶିଶୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ…