Latest Odisha News

BREAKING NEWS

Browsing Category

ସହର

City

ପୂର୍ବ ଶତ୍ରୁତାରୁ ପୁରୀରେ ହତ୍ୟାକାଣ୍ଡ

ପୁରୀ: ପୁରୀ ଶ୍ରୀମନ୍ଦିର ଏମାର ମଠ ଚକଡା ନିକଟରେ ବୋହିଲା ରକ୍ତର ନଦୀ । ଆପୋଷ ଶତ୍ରୁତାକୁ କେନ୍ଦ୍ର କରି ରକ୍ତର ହୋଲି ଖେଳିଲେ ଦୁଇ ଗୋଷ୍ଠୀ । ଶିବରାମ ପାତ୍ର ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କର।ଯାଇଥିବା ଜଣାପଡିଛି । ମୃତକ ଜଣକ ତଳୁଚିଆ ସାହିର ନାନୁ ପାତ୍ରଙ୍କ ପୁଅ…

ସ୍କୁଲ୍‌ ସ୍ତରରୁ ଅଲମ୍ପିକ୍‌ ପ୍ରସ୍ତୁତି : ଦେଶରେ ଆହୁରି ମଜଭୁତ ହେବ ଅଲମ୍ପିକ ଆନ୍ଦୋଳନ

ଭୁବନେଶ୍ୱର:  ଓଡ଼ିଶାରେ ଇଣ୍ଟରନାସନାଲ୍ ଅଲମ୍ପିକ କମିଟି (ଆଇଓସି) ଦ୍ୱାରା ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମ (ଓଭିଇପି)ର ଶୁଭାରମ୍ଭ ହୋଇଛି । ଯାହାକୁ ପ୍ରଶଂସା କରିଛନ୍ତି ନିତା ଅମ୍ବାନି । ଓଭିଇପିରେ ଶିକ୍ଷା ଓ କ୍ରୀଡ଼ାର ସମନ୍ୱୟ ରହିଛି ଯାହା ଅଲମ୍ପିଜିମର ମୂଲ୍ୟବୋଧକୁ…

ରାଜ୍ୟରେ ଘଡ଼ଘଡ଼ି ସହ ୨ ଦିନ ଯାଏଁ ବର୍ଷା : ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଘଡ଼ଘଡ଼ି ସହ ୨ ଦିନ ଯାଏଁ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ୨୫ ଓ ୨୬ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା । ବୁଧବାର ସକାଳ ଯାଏଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୩…

ଓଡ଼ିଶାରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜର ୨୬ ରୋଗୀ ଚିହ୍ନଟ

 ଭୁବନେଶ୍ୱର : ରାଜ୍ୟରେ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜର ୨୬ ରୋଗୀ ଚିହ୍ନଟ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ମେଡିକାଲକୁ ଆସିଥିବା ୩୬ ରୋଗୀଙ୍କ HFMD ମାମଲାର ନମୁନା RMRCକୁ ପଠାଯାଇଥିଲା। ସେଥିମଧ୍ୟରୁ ୨୬ ଜଣ ପଜିଟିଭ ବାହାରିଛନ୍ତି। …

[ଦେଖନ୍ତୁ ଭିଡିଓ] କ୍ଷତିପୂରଣ ଦାବିରେ ଜମିହରା କ୍ଷତିଗ୍ରସ୍ତଙ୍କ ଧାରଣା

ପାରାଦୀପ :  ପିପିଏଲ ସାର କାରଖାନା ସମ୍ମୁଖରେ ଧାରଣା ଦେଲେ  ଜମିହରା । କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ଗେଟ୍ ରେ ତାଲା ପକାଇ ଦେଇଛନ୍ତି । କାରଖାନା ଭିତରକୁ ଯିବା ଆସିବା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି ।  ଦିର୍ଘ ୪୨ ବର୍ଷ ହେଲା ପିପିଏଲ ସାର କାରଖାନା ପାଇଁ ଜମି ହରାଇଥିବା ଚାଷୀ…

ବଡ଼ ମେଡିକାଲରୁ ଧରାପଡ଼ିଲେ ୫ ଦଲାଲ କର୍ମଚାରୀ

କଟକ: କଟକ ବଡ଼ ଡାକ୍ତରଖାନାରୁ ଧରାପଡ଼ିଲେ ୫ ଦଲାଲ । ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ଘରୋଇ କ୍ଲିନିକକୁ ମୁହାଁଉଥିଲେ ଏମାନେ । ମଙ୍ଗଳବାର କମିଶନରେଟ ପୋଲିସ ରେଡିଓଲୋଜି ବିଭାଗରୁ ୫ ଜଣଙ୍କୁ ଗିରଫ କରିଛି । ତେବେ ଗିରଫ ୫ ଜଣ ହେଉଛନ୍ତି ଏସସିବି ମେଡିକାଲ କଲେଜର ଆଉଟସୋର୍ସିଂ ଷ୍ଟାଫ୍ ।…

ପ୍ରକଳ୍ପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଜିଲ୍ଲା ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପକୁ ନେଇ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ପ୍ରକାଶ କରିଥିଲେ ପୁରୀ ଗୋବର୍ଦ୍ଦନ ପୀଠର ଶଙ୍କରାଚାର୍ଯ୍ୟ । ଏହାପରେ ଆଜି ଗଜପତି ମହାରାଜ ଏବଂ ଶ୍ରୀମନ୍ଦିର ପ୍ରଶାସକ  ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ଶଙ୍କରାଚାର୍ଯ୍ୟଙ୍କୁ…

ଏମକେସିଜିରେ ଡାକ୍ତର ଅଭାବ, ଘଣ୍ଟ ବାଡେଇ ପ୍ରତିବାଦ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସମସ୍ତ ଡାକ୍ତର ପଦବୀ ପୂରଣ ଓ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବ୍ରହ୍ମପୁରର ସଚେତନ ନାଗରିକ ଓ ବିଭିନ୍ନ ଗଣ ସଂଗଠନଙ୍କ ପକ୍ଷରୁ…

ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ: ଭୁବନେଶ୍ୱର ଲୋକସଭା ଆସନରୁ ବହୁବାର ନିର୍ବାଚିତ

ଭୁବନେଶ୍ୱର : ଆଉ ନାହାନ୍ତି ଭୁବନେଶ୍ୱରର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ । ୯୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ସିପିଆଇଏମ୍ ନେତା ଶିବାଜୀ ପଟ୍ଟନାୟକ ତିନିଥର ସାଂସଦ ରହିଆସିଥିଲେ । ସେ ୧୯୭୭ରୁ ୮୦ ଯାଏଁ, ୧୯୮୯ରୁ ୯୧ ଯାଏଁ ଏବଂ ୧୯୯୧ରୁ ୯୬…

ଖାରଜ ହେଲା ଜାମିନ, ଜେଲ ଗଲେ ଜଗଦ୍ଦେବ

ଭୁବନେଶ୍ୱର : ଜାମିନ ଖାରଜ ହେବା ପରେ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ । ଆଜି କୋର୍ଟରେ ହାଜର ହେବା ପରେ ପୁଣି ଜେଲକୁ ଫେରିଛନ୍ତି ଚିଲିକା ବିଧାୟକ । ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ମାମଲାରେ ଜେଲ ଯାଇ ଅନ୍ତରୀଣ ଜାମିନରେ ଥିଲେ ଜଗଦ୍ଦେବ । ତେବେ ତାଙ୍କ ଜାମିନ ଆବେଦନକୁ ଖାରଜ କରି ହାଇକୋର୍ଟ…