Latest Odisha News

BREAKING NEWS

Browsing Category

ସହର

City

ଏପ୍ରିଲରୁ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର : ଏପ୍ରିଲ୍‌ରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା । ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ MDM ୟୁନିଟ୍ ନୋଡାଲ ଅଫିସର । କୋଭିଡ ଗାଇଡ୍ ଲାଇନ୍ ସହ…

ଏପ୍ରିଲରୁ ସ୍କୁଲରେ ଦିଆଯିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ଏପ୍ରିଲ ମାସରୁ ସ୍କଲରେ ମିଳିବ ମଧ୍ୟାହ୍ନ ଭୋଜନ । ସ୍କୁଲ ଓ ଗଣଶିକ୍ଷା ବିଭାଗର ନୋଡାଲ ଅଫିସର ସନତ କୁମାର ମହାନ୍ତି ଏହି ସୂଚନା ଦେଇଛନ୍ତି। ଏଥିସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ମଧ୍ୟାହ୍ନ ଭୋଜନ ଏପ୍ରିଲରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟାହ୍ନ…

ଓସ୍‌ଜାର ବାର୍ଷିକ ଉତ୍ସବ : ଅରୂପାନନ୍ଦ ରାଉତରାୟ ଓ ବୀରେନ୍ଦ୍ର ଲାକ୍ରା ପୁରସ୍କୃତ, ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଓସ୍‌ଜାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ କ୍ରୀଡା ସାମ୍ବାଦିକ ସଂଘ ଏସ୍‍ଜେଏଫ୍‍ଆଇର ଅନୁବନ୍ଧିତ ଓଡିଶା କ୍ରୀଡା ସାମ୍ବାଦିକ ସଂଙ୍ଘର ସପ୍ତମ ପ୍ରତିଷ୍ଠା ଉତ୍ସବ ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି ।ଏହି ପ୍ରତିଷ୍ଠା ଉତ୍ସବ ସମାରୋହରେ…

[ଦେଖନ୍ତୁ ଭିଡିଓ] ମୁଣ୍ଡ ନେବାକୁ ୩୦ ଲକ୍ଷର ଡିଲ୍ : ସୁପାରୀ ଦେଇଥିଲେ ବାପ-ପୁଅ

ପୁରୀ: ମୁଣ୍ଡ ନେବାକୁ ହୋଇଥିଲା ୩୦ ଲକ୍ଷର ଡିଲ୍ । ହତ୍ୟା ପୂର୍ବରୁ ଅଗ୍ରୀମ ୨ ଲକ୍ଷ ଟଙ୍କା ନେଇଥିଲେ ଅଭିଯୁକ୍ତ । ପିସ୍ତଲ ପାଇଁ ନେଇଥିଲେ ୭୦ହଜାର ଟଙ୍କା । ପୁରୀରେ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ  ହତ୍ୟା କରିବାକୁ ଦିଆଯାଇଥିଲା ସୁପାରୀ ।  କାଳୁ…

ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ

କଟକ : ଅଳଙ୍କାର ଦୋକାନରେ ଜିଏସଟି ବିଭାଗର ଚଢାଉ । କଟକ ସିଟି ଜିଏସ ଟି ବିଭାଗ ପକ୍ଷରୁ କଟକ ଜିଲ୍ଲା ନିଆଳି ଥାନା ସମ୍ମୁଖରେ ଥିବା ମା’ ଅଳଙ୍କାର ସୁନା ଦୋକାନ ଉପରେ ଚଢାଉ ହୋଇଛି ।ଚଢାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , କମ୍ପ୍ୟୁଟର ଓ  ଗଛିତ ସୁନା  ଜିଏସଟି ବିଭାଗ ଜବତ କରିଛି ।…

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣା , ଅବସରପ୍ରାପ୍ତ ସରକାରୀ ଅଫିସର ନିରଞ୍ଜନ ସେଠୀ ଗିରଫ

 ଭୁବନେଶ୍ୱର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ।ଏହି ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ ।ମାମଲା ସହ ସଂପୃକ୍ତ ଅଭିଯୋଗରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀଙ୍କୁ ଭଦ୍ରକ ପୋଲିସ ଗିରଫ କରିଛି ।ଏହା ସହ ରାଜ୍ କମୁନିକେସନ ମାଲିକ ରଞ୍ଜନ…

[ଦେଖନ୍ତୁ ଭିଡିଓ] ପୌର ନିର୍ବାଚନ ନେଇ ମାହୋଲ ସରଗରମ: ନିର୍ବାଚନୀ ରାଲିରେ ଷ୍ଟାର ପ୍ରଚାରକ

ଯାଜପୁର: ପାଖେଇ ଆସୁଛି ପୌର ନିର୍ବାଚନ । ଆସନ୍ତା କାଲି ସରିବ ନିର୍ବାଚନ ପ୍ରଚାର । ଏଥିପାଇଁ ପ୍ରତ୍ୟେକ ପୌରାଂଚଳରେ ସରଗରମ ଚାଲିଛି ପ୍ରଚାର । ରାଜ୍ୟର ଅନ୍ୟତମ ପୁରାତନ ଯାଜପୁର ପୌରପାଳିକାରେ ମଧ୍ୟ ପ୍ରଚାର ଜୋରଦାର କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବାଇକ ରାଲି କରାଯାଇଛି ।…

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ , ମାଓ ଗତିବିଧି ଓ ନିର୍ବାଚନ ସୁପରିଚାଳନା ନେଇ ଆଲୋଚନା

କୋରାପୁଟ : କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ । କୋରାପୁଟ ବିଏସଏଫ୍ ସେକ୍ଟରରେ ଅବତରଣ କରିବା ପରେ ଦକ୍ଷୀଣ ପଶ୍ଚିମ ଡିଆଇଜିଙ୍କ ସହ ଆଜି ନିର୍ବାଚନୀ ସମୀକ୍ଷା  ମାଓ ଅପରେସନ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା…

ପୌର ନିର୍ବାଚନ : ପ୍ରଚାର ମଇଦାନରେ ସାମ୍ବାଦିକ ପ୍ରାର୍ଥୀ

ସୁବର୍ଣ୍ଣପୁର  : ପୌର ନିର୍ବାଚନ ନେଇ ଜୋରସୋରରେ ପ୍ରସ୍ତୁତି ।ଏଥର ପ୍ରଚାର ମଇଦାନରେ ସାମ୍ବାଦିକ ପ୍ରାର୍ଥୀ ।ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜମୁଛି ପ୍ରଚାର ।ସୁବର୍ଣ୍ଣପୁର ଜିଲ୍ଲା ସଦର ପୌର ପରିଷଦରେ ଏବେ ନିର୍ବାଚନ ମାହୋଲ ସରଗରମ ହୋଇ ଉଠିଛି । କଂଗ୍ରେସ ବିଜେପି ବିଜେଡି ଓ…

ପୁରୀରେ ସେବାୟତଙ୍କୁ ହତ୍ୟାର ପର୍ଦ୍ଦାଫାସ: ୨ ଷଡଯନ୍ତ୍ରକାରୀଙ୍କ ସମେତ ୬ ଗିରଫ

ପୁରୀ: ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ପର୍ଦ୍ଦାଫାସ୍ । ପ୍ରେସମିଟରେ ମାମଲାର ପର୍ଦ୍ଦାଫାସ କରିଛନ୍ତି ପୁରୀ ଏସପି କନଓ୍ୱର ବିଶାଲ ସିଂ । ହତ୍ୟାକାଣ୍ଡରେ ୬ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଅଛନ୍ତି ୨ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ । ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ…