Latest Odisha News

BREAKING NEWS

Browsing Category

ସହର

City

ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର

ଭୁବନେଶ୍ୱର: ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର  ।  ବି. ଆର ଚୋପ୍ରାଙ୍କ ଲୋକପ୍ରିୟ ପୌରାଣିକ ଶୋ’ ‘ମହାଭାରତ’ ରେ ଭୀମ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ପ୍ରବୀଣ କୁମାର ସୋବିତଙ୍କର ପରଲୋକ ହୋଇଛି । ୭୪ ବର୍ଷ ବୟସରେ ପ୍ରବୀଣ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି…

କନ୍ଧମାଳରେ ପୁଣି ମାଓ ଆତଙ୍କ: ପଞ୍ଚାୟତ ନିର୍ବାଚନ ବର୍ଜନ ଲାଗି ଚେତାବନୀ

ଫୁଲବାଣୀ: କନ୍ଧମାଳରେ ପୁଣି ମାଓ ଆତଙ୍କ ।  କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଥିବାର ଖବର ମିଳିଛି ।  କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆର କିଆମୁଣ୍ଡାରେ ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ । ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଲାଗିଥିବା ଜେସିବି, ଟ୍ରାକ୍ଟରକୁ ମାଓବାଦୀମାନେ…

ନିର୍ବାଚନ ମଇଦାନରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଟିଟିଲାଗଡ: ଆଉ ମ।ତ୍ର ଅଳ୍ପ ଦିନ ବାକି ରହିଲା ପଞ୍ଚାୟତ ନିର୍ବାଚନକୁ । ଏବେଠାରୁ ମାହୋଲ ସରଗରମ ହେବାରେ ଲାଗିଛି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଘର ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀମାନେ । କାନ୍ଥବାଡ ଯୁଆଡେ ଚାହିଁବ ପୋଷ୍ଟର ଛାଇ ହୋଇ ଗଲାଣି । । ସରପଞ୍ଚ ପ୍ରାର୍ଥୀଭାବେ ନିର୍ବାଚନ…

ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘର ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘର ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘର ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛନ୍ତି । ଭିଜିଲାନ୍ସର ପାଞ୍ଚଟି ଟିମ ପୃଥକ…

ରାଜ୍ୟରେ ଆଉ ୨୧ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୦୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଖସୁଛି ସଂକ୍ରମଣ ଗ୍ରାଫ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଧୀରେ ଧୀରେ ତଳ ମୁହାଁ ହେବାରେ ଲାଗିଛି । ସଂକ୍ରମଣ ଗ୍ରାଫ ତଳକୁ ଖସିବାରେ ଲାଗିଛି । ଯାହା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ତେବେ ଆଜି ରାଜ୍ୟରୁ ୩୬୨୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ଯାଏଁ ମୋଟ୍ ୧୨ ଲକ୍ଷ…

ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିବା ପଡିଲା ମହଙ୍ଗା, ନିଲମ୍ବନ ହେଲେ ୨ ଶିକ୍ଷକ

ଯାଜପୁର : ଯାଜପୁରରେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ପଡିଲା ମହଙ୍ଗା । ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗରେ ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ପଞ୍ଚାୟତ ନିର୍ବାଚନରେ ଦୁଇ ଜଣ ଶିକ୍ଷକ ନିର୍ବାଚନ କମିସନଙ୍କ ଗାଇଡଲାଇନକୁ ଅବମାନନା କରୁଥିଲେ । ଏହି ଅଭିଯୋଗରେ ଦୁଇ ଜଣ…

[ଦେଖନ୍ତୁ ଭିଡିଓ] ବଢୁଛି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଅଡ଼ୁଆ: ଉପନିର୍ଦ୍ଦେଶକଙ୍କ ବୟାନ ରେକର୍ଡ

ବାରିପଦା: ବଢୁଛି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଅଡ଼ୁଆ । ସରକାରୀ ଅଧିକାରୀଙ୍କୁ ମାଡ ମାରିବ ଘଟଣା ନେଉଛି ଭିନ୍ନ ମୋଡ । ସୋମବାର ବାରିପଦା ଜେ.ଏମ.ଏଫ.ସି.ଙ୍କ କୋର୍ଟରେ ଅନ୍ୟତମ ଆହତ ଅଭିଯୋଗକାରୀ ନିଜ ବୟାନ ଦେଇଛନ୍ତି । ଗତ ମାସରେ ଘଟିଥିବା ପୁରା ଘଟଣାକୁ ସେ କୋର୍ଟଙ୍କ ସମ୍ମୁଖରେ…

ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ । ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲା ଥମିବାର ନାଁ ଧରୁନାହିଁ । ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ୩ ଜଣଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି…

ଦାବି ପୂରଣ ନହେଲେ ଭୋଟ୍ ବର୍ଜନ ଚେତାବନୀ

ଯାଜପୁର: ପଞ୍ଚାୟତ ନିର୍ବାଚନ ନେଇ ମଇଦାନରେ ଜୋରଦାର ଲଢେଇ। ବାଜି ମାରିବ କିଏ ? ଏନେଇ ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର। ପ୍ରାର୍ଥୀ ମାନେ ଘର ଘର ବୁଲି ବୁଲି ଭୋଟ ଭିକ୍ଷା କରିଛନ୍ତି । କିନ୍ତୁ ବଡ଼ଚଣା ବ୍ଲକର ପାରିଆ ପଂଚାୟତର ହଦସାହିରେ ଆଦିବାସୀ ମାନେ ଭୋଟ ବର୍ଜନର ନିଷ୍ପତ୍ତି…