Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ମଇଦାନରେ ହେଭିୱେଟ୍, ଜୋରଦାର ପ୍ରଚାର ପ୍ରସାର

ଜଗତସିଂହପୁର: ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ଚାଲିଛି ପ୍ରଚାର । ମଇଦାନରେ ଦଳ ଦଳ ମଧ୍ୟରେ ଟକ୍କର । ତେବେ ବାଜି ମାରିବ କିଏ? ତାକୁ ନେଇ ଚାଲିଛି ଛକା ପଞ୍ଝା । ଜିଲ୍ଲା ନାଉଗାଁ ବ୍ଲକର ଜିଲ୍ଲାପରିଷଦ ୧ ନମ୍ବର ଜୋନରେ ପ୍ରଚାର ପ୍ରସାର ଜୋରଦାର ହେଉଥିବାର ଦେଖାଦେଉଛି । ଚଳିତ ନିର୍ବାଚନରେ…

୧୨ରୁ ଲିଙ୍ଗରାଜ ମନ୍ଦିର ସହ ଖୋଲିବ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର : ଏଣିକି ସମସ୍ତ ମନ୍ଦିର ଖୋଲିବ । ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଦର୍ଶନ କରିବାର ସୁଯୋଗ ପାଇପାରିବେ । ରାଜ୍ୟରେ କରୋନା ମହାମାରୀର ତୃତୟୀ ଲହର ହ୍ରାସ ପାଇବା ପରେ ଭୁବନେଶ୍ୱରେ ଆସନ୍ତା ୧୨ ତାରିଖରୁ ପ୍ରଭୁ ଲିଙ୍ଗରାଜଙ୍କ ସମେତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ଖୋଲିବ । ଏନେଇ…

ନୟାଗଡ ମେଡିକାଲରେ ଶିଶୁ ବିକ୍ରି ମାମଲା , ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନୟାଗଡ : ନୟାଗଡ ମେଡିକାଲେର ନବଜାତ ଶିଶୁ ବିକ୍ରି ମାମଲା । ଶିଶୁକୁ ବିକ୍ରି କରିଥିଲେ ନର୍ସ ଓ ଆଶାଦିଦି । ଏହି ଘଟଣାରେ ସଂପୃକ୍ତ ନର୍ସ , ଆଟେଣ୍ଡାଣ୍ଟ ଏବଂ ଆଶା କର୍ମୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ ମୁଖ୍ୟ ଚିକିତ୍ସାଳୟର ନର୍ସ କମଳା ଦେଇ ,…

[ଦେଖନ୍ତୁ ଭିଡିଓ] ପ୍ରେମ ସପ୍ତାହରେ ଆଜି ‘ପ୍ରପୋଜ ଡେ’

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଚକୋଲେଟ ଡେ’ରୁ ଏହି ଦିବସ ଆରମ୍ଭ ହୋଇଛି । ତେବେ ଏହି ପ୍ରେମ ଯେ କେବଳ ପ୍ରେମୀ ଯୁଗଳଙ୍କ ପାଖରେ ସୀମିତ ନୁହେଁ । ପ୍ରେମୀ ଯୁଗଳଙ୍କଠାରୁ ନେଇ ଭାଇ ଭଉଣୀ ସମ୍ପର୍କ ହେଉକି ବନ୍ଧୁତ୍ୱ ସମ୍ପର୍କରେ ବି ରହିବ ନିହାତି ଦରକାର । ଆଉ ଏବେ ଏହି ପ୍ରେମ…

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ବାପାକୁ ହତ୍ୟା କଲା ଜନ୍ମ କଲା ପୁଅ

ଢେଙ୍କାନାଳ: ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ। ବାପାକୁ ହତ୍ୟା କରିଛି ନିଜ ଜନ୍ମ କଲା ପୁଅ। ସମ୍ପତ୍ତି ଯୋଗୁ ପାଟି ତୁଣ୍ଡ ହୋଇଥିବା ବଙ୍କଳ ଉତ୍ତ୍ୟକ୍ତ ହୋଇ ନିଜ ବାପାକୁ ନିର୍ମର୍ମ ଭାବେ ହତ୍ୟା କରିଛି ପୁଅ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଟାଉନ୍ ନିକଟ କୋରିଆଁ …

[ଦେଖନ୍ତୁ ଭିଡିଓ] ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଯାଜପୁର: ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଯାଜପୁର ଜିଲା ଦଶରଥପୁର ପଂଚାୟତର ମୁଳାଢ଼ିଅ ମଶାଣି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି । ଦଶରଥପୁର ବ୍ଳକ କାର୍ଯ୍ୟାଳୟର ଦୂରରେ ପୂର୍ବତନ ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ରାସ୍ତାଟି କିଛି ମାସ…

ଅଦରକାରୀ ବର୍ଜ୍ୟରୁ ଆକର୍ଷଣୀୟ ସାମଗ୍ରୀ ତିଆରି କରି ଚର୍ଚ୍ଚାରେ ଜୟପୁର ଝିଅ ମାମା ସାହୁ

ଜୟପୁର :  ଅଦକାରୀ ଜୀନିଷରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଜୀନିଷ । ଆମେ ନିତି ଦିନିଆ ଜୀବନରେ ଅନେକ ଜୀନିଷ କିଣୁ । ବ୍ୟବହାର ସରିଗଲା ପରେ ତାକୁ ଆମେ ଅଳିଆ ଗଦାରେ ଫୋପୋଡି ଦେଉ । କିନ୍ତୁ ଏହି ଅଦରକାରୀ ବର୍ଜ୍ୟ ବସ୍ତୁକୁ ଦରକାରୀ ବସ୍ତୁରେ ପରିଣତ କରି ସୁନ୍ଦର ରୂପ ଦେଇ ଚର୍ଚ୍ଚାରେ…

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ , ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ।୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ।ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ…

ସର୍ଭିସ ସେଣ୍ଟରରୁ ଅଜଗର ଛୁଆ ଉଦ୍ଧାର

କେନ୍ଦୁଝର: ଉଦ୍ଧାର ହେଲା ଅଜଗର ଛୁଆ ।  ଅଟୋ ସର୍ଭିସ ସେଣ୍ଟରରୁ ଅଜଗର ଛୁଆ ଉଦ୍ଧାର ହୋଇଛି।  କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଥିବା ଏକ ସର୍ଭିସ ସେଣ୍ଟେରରୁ ଏହି ଅଜଗର ଛୁଆକୁ ଉଦ୍ଧାର କରାଯାଇଛି । ସକାଳେ ସର୍ଭିସ ସେଣ୍ଟର ଖୋଲିବା ସମୟରେ ଅଜଗର ଛୁଆଟି ଭିତରେ ଥିବା କର୍ମଚାରୀ ଦେଖିବାକୁ…

ଜଳଭଣ୍ଡାର ମଝିରେ ଫସିଲା ଦେଶୀ ଡଙ୍ଗା, ଅଳ୍ପକେ ୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ

ନବରଙ୍ଗପୁର : ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତିଗଲେ ୭ ଜଣ ଯାତ୍ରୀ ।ଦେଶୀ ଡଙ୍ଗାରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାର ହେବା ସମୟରେ ପବନ ଯୋଗୁଁ ଜଳଭଣ୍ଡାର ଭିତରେ ଫସିଯାଇଥିଲା ଡଙ୍ଗା । ଡଙ୍ଗାରେ ଯାତ୍ରା କରୁଥିବା ୭ ଜଣ ଯାତ୍ରୀଙ୍କୁ ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର କରିଛନ୍ତି ।ବୋଟ…