Latest Odisha News
Browsing Category

ସହର

City

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୂଜାର୍ଚ୍ଚନା ଆରମ୍ଭ ,୨୪ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆସନ୍ତା ୨୪ ତାରିଖର ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତି ପ୍ରସ୍ତର ସ୍ଥାପନା ପୂର୍ବରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଏନେଇ ଯଜ୍ଞ ମଣ୍ଡପ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବା ବେଳେ ଆସନ୍ତା କାଲି…

୪ ଦିନ ପରେ ପୁଣି ଫେରିବ ଶୀତ

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଇଛି। ପ୍ରାୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି । ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ଏବେ ୨୨ ଡିଗ୍ରି ରହିଛି, ଯାହାକି ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଅଧିକ।…

[ଭିଡ଼ିଓ] କାଶୀପୁର ବ୍ଲକରେ ବଢୁଛି ଡାଇରିଆ ଆତଙ୍କ, ୮ଦିନରେ ୪ ମୃତ

କାଶୀପୁର : ରାୟଗଡ଼ା କାଶୀପୁର ବ୍ଲକ ଡିଡିଘାଟ ଗାଁରେ ଡାଇରିଆ ଆତଙ୍କ । ୮ ଦିନରେ ୪ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏନେଇ ଆତଙ୍କିତ ହୋଇପଡ଼ିଛନ୍ତି ଗାଁର ଲୋକେ । କିଛି ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରୁ ଫେରିବା ପରେ ପୁଣି ଥରେ ଗାଁରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ…

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧: ସୁନ୍ଦରଗଡ ଶ୍ରେଷ୍ଠ ଜିଲ୍ଲା, ରାଉରକେଲାକୁ ୱାନ୍ ଷ୍ଟାର ମାନ୍ୟତା

ରାଉରକେଲା: ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଂଚଳ ବିକାଶ ମନ୍ତ୍ରାଳୟ ତରଫରୁ ହୋଇଥିଲା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ । ଏଥିରେ ଓଡିଶାର ସୁନ୍ଦରଗଡ ଜିଲ୍ଲାକୁ ମିଳିଛି ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା । ସହରାଂଚଳରେ ପରିମଳ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ଜିଲ୍ଲାକୁ ଏହି ପରିଚୟ ମିଳିଛି ।…

ଭିଜିଲାନ୍ସ ହାତରେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ୍‌

ଭୁବନେଶ୍ବର: ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ୍‌  । ଇପିଏଫ୍‌ ଫାଇଲ୍‌ ସଂପର୍କିତ କାମ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବା ସମୟରେ  ଧରାପଡ଼ିଲେ ।  ଓଡ଼ିଶା ଉଠା ଜଳସେଚନର ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟଳୟରୁ ଅବସରପ୍ରାପ୍ତ…

ଶିଶୁମାନଙ୍କ ପାଇଁ ନିଜ ଘରକୁ ପ୍ରଥମେ ସୁରକ୍ଷିତ କରିବ: ଏମ୍‌ସର ଆହ୍ବାନ

ଭୁବନେଶ୍ବର:  ଶିଶୁମାନଙ୍କ ପାଇଁ ନିଜ ଘରକୁ ପ୍ରଥମେ ସୁରକ୍ଷିତ କରିବାକୁ ଆହ୍ବାନ  । ପେଡିଆଟ୍ରିକ୍‌ସ ସର୍ଜରୀ ସପ୍ତାହରେ ଶିଶୁ ସୁରକ୍ଷା ନେଇ ପିତା-ମାତାଙ୍କୁ ସଚେତନତାର ବାର୍ତ୍ତା ଦେଲେ ବିଶେଷଜ୍ଞ । ନିଜ ଘର ହେଉଛି ପ୍ରଥମ ସ୍ଥାନ, ଯେଉଁଠାରେ ଶିଶୁର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ ।…

ଭାଲୁ ଓ ବାରାହା ଶିକାରରେ ୮ଜଣ ଗିରଫ, ଟ୍ରାକ୍ଟର ଓ ବୋମା ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ବାରାହା ଓ ଭାଲୁ ଶିକାରକୁ ନେଇ ୮ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଏହାସହ ଶିକାରରେ ବ୍ୟବହୃତ ହୋଇଥିବା ତାର ଓ ଟ୍ରାକ୍ଟରକୁ ଜବତ କରିଛି ବନ ବିଭାଗ । ସୂଚନା ଅନୁସାରେ, ତେଲକୋଇ ଶିକାରୀମାନଙ୍କ ଉପରେ ଗତକାଲିଠାରୁ ବନ ବିଭାଗର ଦୁଇଟି…

[ଭିଡ଼ିଓ] ସରିଲା ଧର୍ମର ମାସ କାର୍ତ୍ତିକ ମାସ.. ଆଜି ଛାଡଖାଇ

ଭୁବନେଶ୍ୱର: କାର୍ତ୍ତିକ ମାସ ସରିଲା । ଆଜି ହେଉଛି ଛାଡ଼ଖାଇ । କାର୍ତ୍ତିକ ମାସ ଯାକ ହବିଷ ଖାଇଥିବା ଲୋକେ ଆଜି ଛାଡ଼ଖାଇ ପାଳନ କରୁଛନ୍ତି । ମାସେ ଯାଏଁ ମାଛ ମାଂସ ଖାଇନଥିବାରୁ ଆଜି ସ୍ୱତନ୍ତ୍ର ଭାବେ ଆମିଷ ଭୋଜନ ହେବ । ତେବେ ଆଜି ଶନିବାର ହୋଇଥିବାରୁ କେତେକ ଲୋକ ଆମିଷ ଖାଉ ନାହାନ୍ତି । …

[ଭିଡ଼ିଓ] ମିଳିଲାନି ଆମ୍ବୁଲାନ୍ସ, ବାଇକରେ ୧୦ କିଲୋମିଟର ଯାଏ ବୁହା ହେଲା ମୃତ ଦେହ

କଳାହାଣ୍ଡି : ପୁଣି ଦାନ ମାଝୀ ଘଟଣାର ପୁନରାବୃତ୍ତି । କଳାହାଣ୍ଡିରେ ପୁଣି ସେହିଭଳି ଏକ ଚିତ୍ର ସାମନାକୁ ଆସିଛି । ମେଡିକାଲରୁ ମୃତ ଦେହ ଆଣିବାକୁ ନା ମିଳିଲା ଆମ୍ବୁଲାନ୍ସ ନା ମହାପ୍ରୟାଣ ଗାଡ଼ି । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଚିକିତ୍ସା…

ଅଲୋଡ଼ା ହେଲା ଶିଶୁକନ୍ୟା, ବାଡ଼ିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

କାମାକ୍ଷାନଗର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । କନ୍ୟା ଭୃଣ ହତ୍ୟା ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହେଉଛି । ତଥାପି କନ୍ୟା ସନ୍ତାନ ହତ୍ୟା ଘଟଣା କମୁନି । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳୀ ଗାଁରେ ଦେଖିବାକୁ…