Latest Odisha News

BREAKING NEWS

Browsing Category

ପାରାଦୀପ

Paradip

ବିରଳ ପ୍ରଜାତିର ଷ୍ଟେନେଲା ଡଲଫିନର ମୃତ ଦେହ ଉଦ୍ଧାର

ପାରାଦ୍ଵୀପ: ପାରାଦ୍ଵୀପ ସମୁଦ୍ର କୂଳରୁ ମିଳିଛି ବିରଳ ପ୍ରଜାତିର ଷ୍ଟେନେଲା ଡଲଫିନ । ସାଢ଼େ ଚାରିଫୁଟ ଲମ୍ବର ଏହି ଡଲଫିନର ଓଜନ ପାଖାପାଖି ୨୦ ରୁ ୨୫ କିଲୋ ମଧ୍ୟରେ ହେବ । ଏହି ଷ୍ଟେନେଲା ପ୍ରଜାତିର ଡଲଫିନ ସାଧାରଣତଃ ଆମ ସମୁଦ୍ରରେ ଖୁବ୍ କମ୍ ଦେଖିବାକୁ ମିଳିଥାଏ । ପାରାଦ୍ଵୀପ ବନ୍ଦରର ୫…

ସମୁଦ୍ରରୁ ୧୯ଟି ବିରଳ ମାଛ ଉଦ୍ଧାର

ପାରାଦ୍ଵୀପ: ପାରାଦ୍ଵୀପ ସମୁଦ୍ରରୁ ଧରାପଡ଼ିଛନ୍ତି ବିରଳ ମାଛ । ୧୯ ଟି ବିରଳ ତେଲିଆ ବୋରେହି ମାଛରେ ୪ଟି ମାଛର ଓଜନ ୩୦ କିଲୋ ଲେଖାଏଁ ୧୨୦ କିଲୋଥିବା ବେଳେ ଅନ୍ୟ ମାଛ ଗୁଡ଼ିକର ଓଜନ ଗୋଟିକ ୨୦ ରୁ ୨୨ କିଲୋ ରହିଥିଲା। । ଏ ସମସ୍ତ ମାଛକୁ ଜଣେ ବ୍ୟବସାୟୀ ୧୮ ଲକ୍ଷ ୬୫ ହଜାରରେ କ୍ରୟ କରି…

ପାରାଦ୍ଵୀପରେ ଆମ୍ବୁଲାନ୍ସ ସେବା

ପାରାଦ୍ଵୀପ:ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସଙ୍କଟ ଜଣକ ରହିଛି । ଦିନକୁ ଦିନ ସ୍ଥିତି ବିଗିଦିବାରେ ଲାଗିଛି । ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡିବା ସହିତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ଓ୍ବାର୍କର୍ସ…

ଜଳପଥରେ କରୋନା କଟକଣା

ପାରାଦ୍ଵୀପ: କରୋନା ଯୋଗୁ ବିଭିନ୍ନ ସ୍ଥାନରେ କଟକଣା । ପାରାଦ୍ଵୀପ ଜଳପଥରେ ଲାଗିଛି ରୋକ୍ । ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ଏବେ ଉପକୂଳବର୍ତ୍ତୀ ସମୁଦ୍ର ତଟ । ଅନ୍ୟ ରାଜ୍ୟର ବୋଟ କିମ୍ବା ଡଙ୍ଗା କୁ ଓଡ଼ିଶା ସୀମା ମନା । ସରକାରଙ୍କ ଘୋଷଣା ପରେ ତତ୍ପର ହୋଇଛି ପାରାଦ୍ଵୀପ ମେରାଇନ ପୋଲିସ ।

ପାରାଦୀପରେ ଜାହାଜରେ ୧୪ କରୋନା ପଜିଟିଭ୍

ପାରାଦୀପ: ଜାହାଜରେ କରୋନା । ପାରାଦୀପ ବନ୍ଦରରେ ଏକ ଜାହାଜରୁ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରରର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାହାଜଟି ତାମିଲନାଡୁର ତୁତିକରିନ ବନ୍ଦରରୁ କୋଇଲା ଆଣି ପାରାଦୀପ ବନ୍ଦରରେ ପହଞ୍ଚିଥିଲା…

ଗଞ୍ଜେଇ ଚୋରା ଚାଲାଣ, କାର୍ ସହ ୫୫ କିଲୋ ଗଞ୍ଜେଇ ଜବତ

ପାରାଦୀପ: ପାରାଦୀପ ଅବକାରୀ ବିଭାଗର ଚଢ଼ାଉ । ୫୫ କିଲୋ ଗଂଜେଇ ସହ ଗୋଟିଏ ଟୟୋଟା ଇଟିୟସ କାର୍ ଜବତ । ସୂଚନାଯୋଗ୍ୟ ଯେ, ପାରାଦୀପ ନିକଟସ୍ଥ ଭୁତମୁଣ୍ଡାଇ ଛକ ନିକଟରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଚଢାଉ ବେଳେ ୫୫ କିଲୋ ଗଂଜେଇ ଜବତ ହୋଇଛି । ଘଟଣାସ୍ଥଳରୁ…

ଅଭୟଚାନ୍ଦପୁର ପୋଲିସକୁ ଆକ୍ରମଣ କଲେ ଗ୍ରାମବାସୀ

ପାରାଦୀପ : ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୋଲିସ । ପାରାଦୀପ ଗଡ଼ ଗ୍ରାମର ଦଳେଇ ସାହିରେ ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହୋଇଛି ପାରାଦୀପ ଅଭୟଚାନ୍ଦପୁର ପୋଲିସ । ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଏସଆଇ ଆହତ ହୋଇଛନ୍ତି । ଥାନା ଗାଡ଼ିରୁ ଅଭିଯୁକ୍ତ ଯୁବକକୁ ନେଇ ଯାଇଛନ୍ତି…

ପାରାଦୀପ ବ୍ୟାଙ୍କରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଗାୟବ

ପାରାଦୀପ: ପାରଦୀପ ନିକଟସ୍ଥ ପାରାଦୀପ ଗଡ଼ ବଜାରରେ ଥିବା ୟୁନିୟନ ବ୍ୟାଙ୍କରୁ ୧୪ ଲକ୍ଷ ୮୬ ହଜାର ୭ ଶହ ୮୦ ଟଙ୍କାର କଏନ୍ ଗାୟବ । ଏ ସଂପର୍କରେ ବ୍ୟାଙ୍କ ପରିଚାଳକ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ୨୦୧୬ ବର୍ଷଠାରୁ ୨୦୨୧ ବର୍ଷ ମଧ୍ୟରେ ଏଭଳି ଘୋଟାଲା ହୋଇଥିବା ବ୍ୟାଙ୍କ…

ନକଲି କୋଭିଡ୍ ସାର୍ଟିଫିକେଟ ଦେଇ ବନ୍ଧା ହେଲେ ଯୁବକ

ପାରାଦୀପ: ଲୋକଙ୍କୁ ଦେଉଥିଲେ ନକଲି କୋଭିଡ୍‌ ସାର୍ଟିଫିକେଟ୍‌ । ଧରାପଡ଼ିଗଲା କାରସାଦି । ବନ୍ଧା ହେଲେ ଯୁବକ । ପାରାଦୀପରୁ ଏଭଳି ନକଲି କାରନାମାର ପର୍ଦ୍ଦାଫାସ ହୋଇଛି । ଟଙ୍କା ଦେଇ ନକଲି କୋଭିଡ୍ ସାର୍ଟିଫିକେଟ ଦେଉଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ଥାନା ପୋଲିସ…

ଲାଞ୍ଚ ନେବା ବେଳେ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ

ପାରାଦୀପ : ଭିଜିଲାନ୍ସ ଜାଲରେ ରାଜପୁରର ସ୍ବାସ୍ଥ୍ୟ କର୍ମଚାରୀ । ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଗିରଫ ସ୍ବାସ୍ଥ୍ୟ କର୍ମଚାରୀ ହେଲେ ଭରତ ଘାସି । ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ୧୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ ବିଭାଗ ।  ସୂଚନା…