Latest Odisha News

BREAKING NEWS

Browsing Category

ସମ୍ବଲପୁର

Sambalpur

ବୁର୍ଲା ଥାନାରେ ୩ ଜଣ କନେଷ୍ଟବଳ କରୋନା ପଜିଟିଭ

ବୁର୍ଲା : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ବୁର୍ଲା ଥାନାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ମହିଳା ଓ ଜଣେ ପୁରୁଷ କନେଷ୍ଟବଳ  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଥାନାକୁ ସାନିଟାଇଜ କରାଯାଇଛି । ପୋଲିସ ମାନଙ୍କ ସସ୍ପର୍ଶରେ ଯେଉଁମାନେ ଆସିଛନ୍ତି…

ଭିମସାରରେ ୨ଡେଲ୍ଟା ପ୍ଳସ୍ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ

ସମ୍ବଲପୁର: ଭିମସାରେ ପୁଣି ୨ଜଣଙ୍କ ଠାରେ ଚିହ୍ନଟ ହେଲା ଡେଲଟା ପ୍ଲସ୍ ଭାରିଆଣ୍ଟ । ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ବେନ୍ସିଂ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭିମସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା । ମୋଟ ୩୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ…

ସମ୍ବଲପୁରରୁ ଗିରଫ ଟ୍ୟୁସନ ମାଷ୍ଟର, ଅପହୃତା ୨ ନାବାଳିକା ଉଦ୍ଧାର

ଭୁବନେଶ୍ବର : ଶେଷରେ ବନ୍ଧା ହେଲେ ରସିକିଆ ଟ୍ୟୁସନ୍ ମାଷ୍ଟର। ପାଠ ପଢାଉଥିବା ଛାତ୍ରୀଙ୍କୁୂ ଅପହରଣ କରି ନେଇଥିବା ଏହି ଟ୍ୟୁସନ୍ ସାର୍ଙ୍କୁ ସମ୍ବୁଲପୁରରୁ ଗିରଫ କରିଛି ପୁଲିସ୍। ଭୁବନେଶ୍ବରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ସାର ଅପହରଣ କରିନେବା ଅଭିଯୋଗ ହୋଇଥିଲା। ଟ୍ୟୁସନ ସାର୍…

ଭିମସାରରେ ଆହୁରି ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ସମ୍ବଲପୁର : ବୁର୍ଲା ଭିମସାରରେ ଆହୁରି ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୪ରେ ପହଞ୍ଚିଛି । ଏନେଇ ଭିମସାର କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଗତ ଶୁକ୍ରବାର ଭିମସାର ଛାତ୍ରଛାତ୍ରୀଙ୍କ କୌଣସି ନୂଆ ସଂକ୍ରମଣ ମାମଲା ସାମ୍ନାକୁ…

ସମ୍ବଲପୁରରେ ”BSKY” ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର : ସମ୍ବଲପୁରରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ । ଆଜି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ସ୍ମାର୍ଟ ହେଲ୍‌ଥ କାର୍ଡରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ଗରିବ ଲୋକେ…

ଧବଳମୁଖୀ ବେଶରେ ଆଜି ଦର୍ଶନ ଦେଉଛନ୍ତି ମା’ ସମଲେଇ

ସମ୍ୱଲପୁର: ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କୁ ଧବଳ ଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଛି । ମାଆଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ । ବିଶ୍ୱାସ ରହିଛି,…

ସମ୍ବଲପୁରରେ ଦେଶର ପ୍ରଥମ ଗାନ୍ଧୀ ମନ୍ଦିର

ସମ୍ବଲପୁର: ସମ୍ବଲପୁରରେ ଅଛି ଦେଶର ପ୍ରଥମ ଗାନ୍ଧୀ ମନ୍ଦିର, ବର୍ଷ ସାରା ପୂଜା ପାଇଥାନ୍ତି ମହାତ୍ମା ଗାନ୍ଧୀ | ଯେଉଁଠି ଭଗବାନଙ୍କ ମୂର୍ତ୍ତି ବଦଳରେ ରହିଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି । ୩୬୫ ଦିନ ଧରି ସେଠାରେ ମହାତ୍ମା ଗାନ୍ଧୀଙ୍କ ପୂଜା କରାଯାଉଥିବାବେଳେ ଗାନ୍ଧୀ…

ପୁଅ ଜିଉଁନ୍ତିଆ ପୂଜା ବନ୍ଦାପନା

ସୁବର୍ଣ୍ଣପୁର : ଆଶ୍ବୀନ ମାସ ମୂଳାଷ୍ଟମୀରେ ସାରା ପଶ୍ଚିମ ଓଡିଶାରେ ପାଳିତ ହୋଇଯାଇଛି ପୁଅ ଜିଉନ୍ତିଆ ଓଷା l ହେଲେ ସୁବର୍ଣ୍ଣପୁର ଗଡଜାତରେ ଏହି ପୂଜାର ସ୍ୱତନ୍ତ୍ରତା ରହିଛି l ସନ୍ତାନମାନଙ୍କ ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ମାଆ ମାନେ ଅତି ନିଷ୍ଠାର ସହ ଏହି ଓଷା ପାଳନ କରିଛନ୍ତି l ଏହି…

ହୀରାକୁଦ ଜଳଭଣ୍ଡାର ମଧ୍ୟରେ ବାଦୁଡି ଦ୍ବୀପ

ସମ୍ବଲପୁର: ହୀରାକୁଦର ଜଳରାଶି ମଧ୍ୟରେ ରହିଛି ରହସ୍ୟମୟ ବାଦୁଡି ଦ୍ବୀପ । ରହସ୍ୟ ଭରା ଏହି ଦ୍ବୀପରେ ରହୁଛନ୍ତି ହଜାର ହଜାର ବିରଳ ବାଦୁଡି । କୌଣସି ଦୈବୀ ଶକ୍ତି ଦ୍ବୀପଟିର ସୁରକ୍ଷା କରୁଥିବା ଯୋଗୁଁ ବାଦୁଡିମାନେ ନିର୍ଭୟରେ ବାସ କରୁଥିବା ବିଶ୍ବାସ କରନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ରହସ୍ୟ ଓ…

ହୀରାକୁଦ ଡ୍ୟାମ୍ ଭର୍ତ୍ତି: କ୍ଷମତା ଯେତିକି ଏବେ ପାଣି ଅଛି ସେତିକି

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାର ଫୁଲ୍ । ଯେତିକି ଜଳ ଧାରଣ କ୍ଷମତା ଏବେ ଡ୍ୟାମରେ ସେତିକି ପରିମାଣର ଜଳ ରହିଛି । ହୀରାକୁଦ ଡ୍ୟାମର ବିପଦ ସଙ୍କେତ ୬୩୦ ଫୁଟ୍ । ଏବେ ଜଳଭଣ୍ଡାରରେ ସମାନ ପରିମାଣର ଜଳସ୍ତର ରହିଛି । ଏବେ ଦୁଇଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରରେ…