Latest Odisha News

BREAKING NEWS

Browsing Category

କଟକ

Cuttack

[ଦେଖନ୍ତୁ ଭିଡିଓ] ମଇଦାନରେ ଶହଶହ ସମର୍ଥକଙ୍କ ଗହଣରେ ହେଭିୱେଟଙ୍କ ପ୍ରଚାର

କଟକ : ନିଆରା ଢଙ୍ଗରେ କଟକରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ଘରକୁ ଘର ବୁଲି ଏବଂ ଶୋଭାଯାତ୍ରା କରି ଭୋଟରଙ୍କୁ କରାଯାଉଛି ଆକର୍ଷିତ। ଚକୁଳିଆ ପଣ୍ଡା ବେଶରେ ବୁଲୁଛନ୍ତି ଦ୍ୱାର ଦ୍ୱାର । ଏ ହେଉଛି କଟକ ୨୪ ନମ୍ବର ୱାର୍ଡ୍ ର ଦୃଶ୍ୟ । ଯେଉଁଠାରେ ବିଜେଡି ପ୍ରାର୍ଥୀନି ଦିପ୍ତିମୟୀ ମୂଳିଆଙ୍କ…

କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମନୋଜ ବେହେରାଙ୍କ ଘର ସମେତ ଏକାକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚଳାଇଛି ଭିଜିଲାନ୍ସ । କଟକ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଚାଲିଛି ରେଡ୍ । କଟକ ଜିଲ୍ଲା ନେମାଳଠାରେ…

ମହାନଦୀକୁ ଡେଇଁଲେ ଯୁବକ

କଟକ: ମହାନଦୀକୁ ଡେଇଁଲେ ଯୁବକ । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ସିଧାମଳା ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଯୁବକଙ୍କୁ ୨୫ ବର୍ଷ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସକାଳ ପ୍ରାୟ ୯ଟା ବେଳେ ଯୁବକ…

ଛତ୍ରବଜାର ବ୍ରିଜ୍ ଭୁଷୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା, ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: କଟକ ଛତ୍ରବଜାର ପରିବା ମାର୍କେଟ୍ ନିକଟରେ ବ୍ରିଜ୍ ଭୁଷୁଡ଼ିବା ଘଟଣାର ଆରଡିସିସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବ୍ରିଜ୍ ଭୁଷୁଡ଼ିବା  ଯୋଗୁ ପ୍ରାଣ ହରାଇଥିବା ୨ଜଣ ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି…

ଭୁଷୁଡିଲା ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ: ଜଣେ ମୃତ, ୨ଜଣ ଗୁରୁତର

କଟକ : କଟକରେ ଅଘଟଣ । ଛତ୍ର ବଜାର ନିକଟରେ ଭୁଷୁଡିଲା ଛତ୍ର ବଜାର ପୋଲ। ପୋଲ ଭୁଷୁଡି ଜଣେ ମୃତ, ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ପୋଲ ନିର୍ମାଣ କାମ ଚାଲିଥିବା ସମୟରେ ମାଟି ଅତଡା ଖସି ପୋଲ ଭୁଷୁଡିଥିବା ସୂଚନା । ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ପୋଲ ଭୁଷୁଡିବା ଫଳରେ କିଛି…

ନରସିଂହପୁର ହାତୀ କଙ୍କାଳ ଉଦ୍ଧାର ଘଟଣା: ନିଲମ୍ବିତ ହେଲେ ରେଞ୍ଜର ବାବୁ

ନରସିଂହପୁର: ନରସିଂହପୁର ୱେଷ୍ଟ ରେଞ୍ଜରୁ ହାତୀ କଙ୍କାଳ ଉଦ୍ଧାର ହେବା ଘଟଣାରେ ଆଜି ତତ୍କାଳୀନ ରେଞ୍ଜ ଅଫିସର ଅଶୋକ କୁମାର ବେହେରାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ଦୀର୍ଘ ମାସେ ପରେ ଏଇ କାର୍ୟ୍ୟାନୁଷ୍ଠାନ କିନ୍ତୁ ଅନେକ ସନ୍ଦେହ କରୁଛି । ନିଲମ୍ବନ ଚିଠି ରେ କୌଣସି କାରଣ ଦର୍ଶା ଯାଇ…

[ଦେଖନ୍ତୁ ଭିଡିଓ] ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ପଞ୍ଚମ ଦିନ

କଟକ : ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲର ପଞ୍ଚମ ଦିନ । କଟକର ୫୯ ଗୋଟି ୱାର୍ଡ୍ ରୁ ବିଭିନ୍ନ ଦଳର ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ନିଜ ନିଜର ଦାଖଲ କରିଛନ୍ତି ନାମାଙ୍କନପତ୍ର । ଅନେକ ପ୍ରାର୍ଥୀ ଦାଖଲ କରିଥିବା ବେଳେ କଟକରେ ପ୍ରଥମ କରି ନିର୍ବାଚନ ରଣାଙ୍ଗନରେ ପ୍ରାର୍ଥୀ…

ନରାଜରେ ପୁଣି ଫସିଲେ ହାତୀ, ଉଦ୍ଧାର ପାଇଁ ବନ ବିଭାଗର ତତ୍ପରତା

କଟକ: ପୁଣି ଆଜି ନରାଜ ବ୍ୟାରେଜରେ ଫସିଲେ ଦାତୀ । କଟକ ନରାଜ ବ୍ୟାରେଜ ନିକଟରେ ୨ଟି ହାତୀ ପାଣି ପିଇବାକୁ ଆସି ଫସି ରହିଥିବା ଖବର ରହିଛି । ବନ ବିଭାଗ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ହତୀମାନଙ୍କୁ ଜଗି ରହିଛି । ଖବର ଅନୁସାରେ, ରବିବାର ଅପରାହ୍ନ ସମୟରେ ୨ଟି ହାତୀ ନରାଜ ନିକଟରେ ଫସି…

କଟକ ମହାନଗର ନିଗମର ବିଜେପି ତରଫରୁ ଶ୍ରୀତମ ଦାସ ମେୟର ପ୍ରାର୍ଥୀ

କଟକ: କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଶ୍ରୀତମ ଦାସ । ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି । ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ ଭାବେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ଶ୍ରୀତମ । ଶ୍ରୀତମ ଦାସ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ,ଲାଞ୍ଚ ନେବାବେଳେ ଧରାପଡିଲେ

କଟକ : ଭିଜିଲାନ୍ସ ଜାଲରେ ଜୁନିୟର ଇଞ୍ଚିନିୟର । କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । (ଆର ଆଣ୍ଡ ବି) ସେକ୍ସନ ୱାନ ,ଏସିସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ବିଲ୍ ପେମେଣ୍ଟ କରିବା ପାଇଁ କଣ୍ଟ୍ରାକ୍ଟର ଠାରୁ ୧୫ ହଜାର ଟଙ୍କା ଲାଞ୍ଚ…