Latest Odisha News

BREAKING NEWS

Browsing Category

କଟକ

Cuttack

[ଭିଡ଼ିଓ] କଟକରୁ ଧରାପଡ଼ିଲା ଲକ୍ଷାଧିକ ଟଙ୍କାର ଧଳାଜହର

କଟକ: ମାତିଛନ୍ତି ମାଫିଆ । ଜମୁଛି ନିଶା କାରବାର । ବେଧଡକ ଭାବେ ଦିନ ଦିପହରରେ ନିଶା କାରବାର ହେଉଥିବା ବେଳେ ଏବେ ପୁଣି ପୁଲିସ ହାବୁଡରେ ପଡିଛନ୍ତି କିଛି ନିଶା ବେପାରୀ । କଟକରୁ ପୁଣି ଥରେ ଜବତ ହେଲା ଧଳାଜହର । ୧୦୬ ଗ୍ରାମ ବ୍ରାଉନସୁଗର ଜବତ କଲା ଲାଲବାଗ ଥାନା ପୋଲିସ । ଯାହାର…

ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନନ ଲଢିବି ନାହିଁ କି କଂଗ୍ରେସ ଛାଡ଼ିବି ନାହିଁ । ମୁଁ କଂଗ୍ରେସର ପ୍ରଚାର ପ୍ରସାର କରିବି । ବିଜେପି କି ବିଜେଡିକୁ ଯିବିନାହିଁ। ଅନ୍ୟ ଦଳକୁ ଯିବା ନେଇ ମୋ ବିଷୟରେ ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା ପ୍ରଚାର । ମୁଁ ବେପାରୀ ନୁହେଁ ଯେ, ଡିଲ୍ କରିବି ।…

କଟକରୁ ବ୍ରାଉନସୁଗର ଜବତ, ୨ ଅଭିଯୁକ୍ତ ଗିରଫ

କଟକ : ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି କଟକ ।କଟକର ଲାଲାବାଗ ପୋଲିସ ବ୍ରାଉନସୁଗର ଜବତ କରିବା ସହ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବେପାରୀ ହେଲେ ଅଭିମନ୍ୟୁ ପଣ୍ଡା ଓ ଜାକେଶ୍ୱର ବେହେରା । ଜବତ ହୋଇଥିବା ବ୍ରାଉନଗୁଗରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ…

କଟକରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ

କଟକ: ରେଳ ଧାରଣାରୁ ତଳକୁ ଖସିଲା ଟ୍ରେନ୍ ବଗି । କଟକରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । କଟକ ରେଳ ଷ୍ଟେସନ ୟାର୍ଡରେ ଏହି ଘଟଣା ଘଟିଛି । ତେବେ ଏହି ଘଟଣା ପରେ ରେଳ ଚଳାଚଳ ସ୍ୱାଭାବିକ ରହିଛି । ଟ୍ରେନ୍ ଚଳାଚଳ ଉପରେ କୌଣସି ପ୍ରଭାବ ପକାଇନି । ଲାଇନଚ୍ୟୁତ ହୋଇଥିବା…

କଟକ କନିକା ହତ୍ୟା ଘଟଣା: ଗିରଫ ହେଲା ମାତୃହନ୍ତା ପୁଅ

କଟକ: ସମ୍ପତ୍ତି ପାଇଁ ସଇତାନ ସାଜିଥିବା ମାତୃହନ୍ତା ପୁଅକୁ କଟକ କମିସନରେଟ ପୁଲିସ ଗିରଫ କରିଛି । ପୁଲିସ ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ଗିରଫ ସହ ତା’ ନିକଟରୁ କଟୁରୀ ଜବତ କରିଛି। ଟଙ୍କାପଇସା ଜମିବାଡ଼ି ସମ୍ପତ୍ତି ଲୋଭରେ ନିଜ ପ୍ରକୃତ ସମ୍ପତ୍ତିକୁ ପୁଅ ଧ୍ବଂସ କଲା। ଜମିବାଡ଼ି…

[ଭିଡ଼ିଓ] ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଦେଶବାସୀଙ୍କ ପାଇଁ ବାର୍ତ୍ତା

କଟକ : ସାଧାରଣତନ୍ତ୍ର ଦିବସରେ ଏଭଳି ନିଜେ ଗୀତ ଲେଖି ସଂଯୋଜନା କରିବା ସହିତ ନିଜେ ରେକଡ଼ିଂ କରିଛନ୍ତି ସବିର୍ ବକ୍ସ୍ । ଦେଶାତ୍ମବୋଧକ ଗୀତ ବୋଟ୍ ସହାୟତାରେ କରାଯାଇଥିବା ବେଳେ ମହାନଦୀର ଜଳ ଭିତରେ କରାଯାଇଥିଲା ଏଭଳି କାର୍ଯ୍ୟକ୍ରମ । ଗୀତ ସମୟରେ କ୍ୟାମେରା ଖଞ୍ଜା ଯାଇ ସୁଟିଂ କରାଯାଇଥିଲା ।…

[ଭିଡ଼ିଓ] କନିକା ରାଜପରିବାରରେ ବୀଭତ୍ସ ହତ୍ୟା, ମା’କୁ ହତ୍ୟା କଲା ପୁଅ

କଟକ: କନିକା ରାଜପରିବାରରେ ବୀଭତ୍ସ ହତ୍ୟାକଣ୍ଡ । କଟକ କନିକା ଛକସ୍ଥିତ ଶ୍ରୀବିହାର କଲୋନିରେ ରହୁଥିବା ରାଜପରିବାରରେ ମାଆକୁ ହତ୍ୟା କରିଛି ପୁଅ । କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ହତ୍ୟା କରିଛି ତାଙ୍କ ପୁଅ ଗୋପାଳ ଭଞ୍ଜଦେଓ । ୭୫ ବର୍ଷୀୟା ମାଆଙ୍କୁ କଟୁରୀରେ…

[ଭିଡ଼ିଓ] BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ ‘ଓଡିଶା ଓପନ’-୨୦୨୨ ଆରମ୍ଭ

କଟକ: ଆରମ୍ଭ ହୋଇଛି ବିଡବ୍ଲୁଏଫ ୱାର୍ଲଡ ଟୁର ସୁପର ହଣ୍ଡରେଡ୍ ୱାର୍ଲଡ ରାଙ୍କିଙ୍ଗ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ଓପନ ୨୦୨୨। କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଛି ଟୁର୍ଣ୍ଣାମେଣ୍ଟ । ପ୍ରଥମଥର ଲାଗି ଓଡିଶାରେ ଏଭଳି ଏକ ବିଶ୍ଵସ୍ତରୀୟ ବ୍ୟାଡମିଣ୍ଟନ…

ତପସ୍ୱିନୀଙ୍କୁ ନୋଟିସ୍ କଲେ ହାଇକୋର୍ଟ

କଟକ: ହାଇକୋର୍ଟରେ ପହଞ୍ଚିଲା ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ । ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି ହୋଇଛି । ପିଟିସନରେ ତପସ୍ୱିନୀ ଓ ତାଙ୍କ ବାପା ପକ୍ଷଭୁକ୍ତ ହୋଇନଥିବା ଦର୍ଶାଇଛନ୍ତି କୋର୍ଟ । ଆଉ ଏଥିପାଇଁ ଉଭୟ…

ଆଜିଠୁ ଆରମ୍ଭ ଓଡ଼ିଶା ଓପନ, ଭାଗ ନେବେ ୩୦୦ ଖେଳାଳି

କଟକ: ଆଜିଠୁ କମ୍ପିବ କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ । ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଖେଳାଯିବ ବିଡବ୍ଲ୍ୟୁଏଫ୍ ଓଡ଼ିଶା ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତାରେ ସାରା ବିଶ୍ୱର ୩୦୦ରୁ ଅଧିକ ବଛାବଛା ଖେଳାଳିଙ୍କ ସହ ୧୦୦ରୁ ଅଧିକ ଅଫିସିଆଲ୍ସ ଭାଗ ନେବେ…