Latest Odisha News

BREAKING NEWS

Browsing Category

କଟକ

Cuttack

[ଦେଖନ୍ତୁ ଭିଡିଓ] ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଛାତ୍ର ଛାତ୍ରୀ: ସୁରକ୍ଷିତ ଫେରାଇ ଆଣିବାକୁ ଅନୁରୋଧ

ଭୁବନେଶ୍ୱର: ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ର ଏବେ ୟୁକ୍ରେନରେ ଫସି ରହିଛନ୍ତି । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ଫଳରେ ସେଠାରେ ଫସିଯାଇଛନ୍ତି କିଛି ଓଡ଼ିଆ ଛାତ୍ର । ୟୁକ୍ରେନରେ…

[ଦେଖନ୍ତୁ ଭିଡିଓ] ବାଜିଲାଣି ପୌର ନିର୍ବାଚନ ବିଗୁଲ୍,ଆଶାୟୀ ପ୍ରାର୍ଥୀଙ୍କ ରଣନୀତି ପ୍ରସ୍ତୁତ

କଟକ: ବାଜିଲାଣି ପୌର ନିର୍ବାଚନ ବିଗୁଲ୍ । ଏ ନେଇ ସରକାରଙ୍କ ପକ୍ଷରୁ ନିର୍ବାଚନ କମିସନରଙ୍କୁ ପୌର ପରିଷଦ,ଵିଜ୍ଞାପିତ ଅଞ୍ଚଳ, ମହାନଗର ନିଗମ ନିର୍ବାଚନ ପାଇଁ ସବୁଜ ସଙ୍କେତ ଦେବା ପରେ କଟକରେ ଦେଖାଗଲାଣି ନିର୍ବାଚନୀ ହାୱା । ଆଉ ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇବା ପାଇଁ…

ଜେଏସଡବ୍ଲ୍ୟୁ ପ୍ରକଳ୍ପ: ମାର୍ଚ୍ଚ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି

ପାରାଦୀପ: ଜଗସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଢିଙ୍କିଆ ଅଞ୍ଚଳରେ ଲୋକମାନଙ୍କ ଉପରେ ପୁଲିସର ବର୍ବୋରଚିତ ଲାଠିଚାଳନା ଘଟଣା । ନିରପେକ୍ଷ ତଦନ୍ତ ପ୍ରସଙ୍ଗ ନେଇ ଦାୟର ତିନୋଟି ମାମଲାରେ ଘଟଣାସ୍ଥଳ ଅନୁଧ୍ୟାନ ପାଇଁ ଅଦାଲତ ୫ଜଣିଆ ଆଇନଜୀବୀ ଦଳ ଗଠନ କରିଥିଲେ । ଏହି କମିଟି ଆଜି ଚାରୋଟି ପୃଥକ…

ବାଟ ଚଲେଇ ଦେଉନି କୁକୁର, ଲୋକଙ୍କୁ ଦେଖିଲେ କାମୁଡୁଛି

କଟକ: ସହରରେ କୁକୁର ଆତଙ୍କ ଦେଖିବାକୁ ମିଳିଛି । ୨ ଦିରେ ଏକାଧିକ ଲୋକ କୁକୁର କାମୁଡ଼ାରେ ଆହତ ହେଲେଣି । ତଥାପି ନିଗମର ନିଦ ଭାଙ୍ଗୁନି । ଏଭଳି ଅଭିଯୋଗ ଆସିଛି ସିଡ଼ିଏ ସେକ୍ଟର ୯ରୁ । ସ୍ଥାନୀୟ ଅଞ୍ଚଳରେ କୁକୁରର ବଂଶ ବିସ୍ତାର ହେବାରେ ଲାଗିଛି । କିଛିଦିନ ହେବ ଏହି ଅଞ୍ଚଳରେ କୁକୁର ଲୋକଙ୍କୁ…

[ଦେଖନ୍ତୁ ଭିଡିଓ] ତପସ୍ୱିନୀଙ୍କୁ ବଡ଼ ଝଟକା, ମାସିକ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଦେବେ ସୁମିତ୍

କଟକ : ବହୁ ଚର୍ଚ୍ଚିତ ସୁମିତ ତପସ୍ୱିନୀ ମାମଲା। ଏବେ ତପସ୍ୱିନୀଙ୍କୁ ଲାଗିଲା ବଡ଼ ଝଟକା। ଏହି ବିବାଦ ମାମଲାରେ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି କୋର୍ଟ। ଏବେ ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କୁ ମିଳିବ ୧୦ ହଜାର ଟଙ୍କା । ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୭ହଜାର ଟଙ୍କା ବଦଳରେ ୧୦ହଜାର…

ଦୋକାନ ଜାଳିଦେଲେ ଦୁର୍ବୃତ୍ତ, ପୋଡ଼ିଦେଲେ ଗାଡ଼ି

କଟକ: ପଞ୍ଚାୟତ ନିର୍ବାଚନ ବେଳେ ହିଂସାକାଣ୍ଡ । କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗାଁରେ ପୋଡ଼ାଜଳା କିଛି ଦୁର୍ବୃତ୍ତ ରତାପାଟ ଗାଁରେ ଦୁଇଟି ଦୋକାନ ଘରେ ନିଆଁ ଲଗାଇ ଦେଇଥିବା ବେଳେ ଗୋଟିଏ ଗାଡ଼ି ପୋଡ଼ି ଦେଇଛନ୍ତି । ଗାଁର ସୁରେଶ କଅଁରଙ୍କର ଲୁଗା ଦୋକାନକୁ ପୋଡ଼ି ଦେଇଛନ୍ତି…

ଗିରଫ ହେଲେ ଏଏସପି ତ୍ରିନାଥ ମିଶ୍ର, ପତ୍ନୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ବନ୍ଧା ହେଲେ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହା ସହିତ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ଭିଜିଲାନ୍ସ ସୂଚନା ଅନୁସାରେ, ତ୍ରିନାଥ…

ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ, ଅତିରିକ୍ତ ଏସପିଙ୍କ ଘରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପୋଲିସ କମ୍ୟୁନିକେସନ୍ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ସମେତ ୧୧ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । କଟକ, କୋରାପୁଟ, ଯାଜପୁର ଓ…

୪୦ ଫୁଟ ମୋବାଇଲ୍ ଟାଓ୍ୱାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ

ବାଙ୍କି(କଟକ): ୪୦ ଫୁଟ୍ ଉଚ୍ଚର ମୋବାଇଲ୍ ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ । ଉପରୁ ଆତ୍ମହତ୍ୟା ଧମକ ଦେଉଛନ୍ତି । ଏଭଳି ଏକ ଘଟଣା କଟକ ଜିଲ୍ଲା ବାଙ୍କି ଅଞ୍ଚଳରୁ ସାମନାକୁ ଆସିଛି । ମୋବାଇଲ୍ ଟାଓ୍ୱାର ଉପରେ ଚଢ଼ିଥିବା ଯୁବକଙ୍କ ନାଁ ମଳୟ ଗୋଚ୍ଛି । ତାଙ୍କ ଘର ରାମଚନ୍ଦ୍ରପୁର ଅନ୍ତର୍ଗତ…

ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି

କଟକ: ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି । ପୂର୍ବରୁ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା । ଆଉ ୬ ଜଣ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଆଇନ ବିଭାଗ ଓ…