Latest Odisha News

BREAKING NEWS

Browsing Category

କଟକ

Cuttack

କରୋନା ମହାମାରୀରୁ ଆଜି କଟକ ଜିଲ୍ଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୮୭ ଜଣ କରୋନା ମହାମାରୀରୁ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ସର୍ବାଧିକ ୧୦୯ ଜଣ ଅଛନ୍ତି । ଦ୍ୱିତୀୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୦୮ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର…

SCB ନର୍ସିଂ ହଷ୍ଟେଲରେ ୨୮ ଛାତ୍ରୀଙ୍କୁ କରୋନା

କଟକ: ରାଜ୍ୟରେ ମାଡ଼ି ଚାଲିଛି କରୋନା ସଂକ୍ରମଣ। କଟକ ଏସସିବି ବିଏସସି ନର୍ସିଂ କଲେଜ ହଷ୍ଟେଲରେ ପଶିଲା କରୋନା । ୨୮ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଦିନରେ ଏମାନେ ସଂକ୍ରମିତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଛାତ୍ରୀ ହଷ୍ଟେଲରେ ଆଇସୋଲେସନରେ ଅଛନ୍ତି। ପଜିଟିଭ ଚିହ୍ନଟ…

ଅସହାୟ ଓ ଅଭାବୀ ଲୋକଙ୍କ ସେବାରେ ‘ଆସ୍ଥା ଆଲୋକ’ 

କଟକ: ସମାଜର ଅସହାୟ ଓ ଅଭାବୀ ଲୋକଙ୍କୁ ସେବା ମିଳିବ । ଲୋକଙ୍କର ସେବା କରିବା ଉଦ୍ଦେଶ୍ୟରେ 'ଆସ୍ଥା ଆଲୋକ' ନାମରେ ଏକ ରେଜିଷ୍ଟ୍ରୀଭୁକ୍ତ ନ୍ୟାସ ଗଠନ କରାଯାଇଛି । କେନ୍ଦ୍ର ରିଜର୍ଭ ପୁଲିସ ବାହାନୀର ପୂର୍ବତନ ମହାନିର୍ଦେଶକ ଶ୍ରୀ ପ୍ରକାଶ ମିଶ୍ର ଓ ଓଡ଼ିଶା ଘରୋଇ ଯାନ୍ତ୍ରୀକ ମହାବିଦ୍ୟାଳୟ…

ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ , ଜଣେ ଗିରଫ

କଟକ : ନକଲି ସିମେଣ୍ଟ କାରଖାନା ଠାବ । କଟକ ଜଗତପୁରର ଚମ୍ପତି ଗାଁ ନିକଟରୁ ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ କରାଯାଇଛି । ମା ତାରିଣୀ କନଷ୍ଟ୍ରକସନ୍ ନାମକ ଏକ ଘରୋଇ କମ୍ପାନୀ ନକଲି ସିମେଣ୍ଟ କାରଖାନା ଦୀର୍ଘଦିନ ହେବ ଚଳାଉଥିଲେ । ଜଗତପୁର ପୋଲିସ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା…

ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ସୁନୀଲ ବଂଶଲ

କଟକ : ଓଡିଶା ପୋଲିସର ନୂତନ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସୁନୀଲ କୁମାର ବଂଶଲ । ଆଜି କଟକ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜି ଶ୍ରୀ ଅଭୟଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୭ ବ୍ୟାଚର ଓଡିଶା କ୍ୟାଡରର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ ବଂଶଲ । ଆଜି ଡିଜିପି…

ନିଖିଳ ଓଡିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ

କଟକ : ନିଖିଳ ଓଡିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସାଲେପୁର ସ୍ଥିତ ସତ୍ୟଭାମା ପୁରରେ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ସମାରୋହର ଆଜି ଥିଲା ଉଦଯାପନୀ ଦିବସ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର…

ସିଲଭର୍ ସିଟି କଟକରେ ଜିରୋ ନାଇଟ ସେଲିବ୍ରେସନ ମନା ,ଚେକିଂ ଜୋରଦାର କରାଯିବ

କଟକ : କଟକରେ ଏଥର ଫିକା ପଡିବା ଜିରୋ ନାଇଟ ସେଲିବ୍ରେସନ । ଆଉ ଏ ବର୍ଷ ମଧ୍ୟ ସେଭଳି ଦେଖିବାକୁ ମିଳିବନି ଗହଳି ଚହଳି । ସିଲଭର୍ ସିଟି କଟକରେ ବିଭିନ୍ନ ହୋଟେଲ୍,କ୍ଲବ ରେଷ୍ଟୁରାଣ୍ଟରେ କୌଣସି ଆୟୋଜନ ହୋଇପାରିବ ନାହିଁ ବୋଲି ସରକାରଙ୍କ ଗାଇଡ୍ ଲାଇନ ଆସିଛି । ଡିସେମ୍ବର ୩୧ ରେ ଜିରୋ ନାଇଟ…

ଏସଏଚଜି ଗୃହ ନିର୍ମାଣ ପାଇଁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିବା ଅଭିଯୋଗ

କଟକ : ସହରାଞ୍ଚଳ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସରକାର । ତାହା କେଉଁଠାରେ ସଫଳ ହେଉଛି ତ ଆଉ କେଉଁଠି ବାଟବଣା । ମିଶନ ଶକ୍ତିର ଏସଏଚଜି ଗୃହ ନିର୍ମାଣ କରିବା ପାଇଁ ସରକାର ଟଙ୍କା ଖର୍ଚ୍ଚ କରି ଘର ତିଆରି କଲେ । ହେଲେ ତାହା ଭାଙ୍ଗି ଦିଆଗଲା । କାରଣ ଯେଉଁ ଜମି ଉପରେ ଘର ତିଆରି…

[ଭିଡ଼ିଓ] ବନ୍ଦ ହୋଇପଡ଼ିଛି ଉପଡ଼ାକସେବା କେନ୍ଦ୍ର, ବଢୁଛି ବିରୋଧ

କଟକ: ବନ୍ଦ ହୋଇପଡ଼ିଛି ଉପ ଡ଼ାକସେବା କେନ୍ଦ୍ର । ବିଭିନ୍ନ କାମ ପାଇଁ ପ୍ରତିଦିନ ଲୋକେ ଏହି ଡାକ କାର୍ଯ୍ୟାଳୟକୁ ଆସୁଥିଲେ। ହେଲେ ଅବ୍ୟବସ୍ଥା ଘେରରେ ରହିଥିବା ଏହି ଡାକ ସେବା ଏବେ ଲୋକଙ୍କୁ ମିଳିପାରୁନି । କଟକରେ ୩୪ ନମ୍ବର ୱାର୍ଡ ମାଛୁଆ ବଜାରରେ ବର୍ଷ ବର୍ଷ ଧରି ଲୋକଙ୍କୁ ଡାକସେବା ଯୋଗାଇ…

ଜାନୁଆରୀ ୧୦ରୁ କଟକରେ ଦିଆଯିବ ବୁଷ୍ଟର ଡ଼ୋଜ୍

କଟକ: ଜାନୁଆରୀ ୧୦ତାରିଖରୁ କରୋନା ପାଇଁ କଟକରେ ବୁଷ୍ଟର ଡ଼ୋଜ୍ ପ୍ରଦାନ ଆରମ୍ଭ ହେବ । ଏନେଇ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଲାଣି । ତେଣୁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଡ଼ୋଜ୍ ଦିଆଯିବା…