Latest Odisha News

BREAKING NEWS

Browsing Category

ଢେଙ୍କାନାଳ

Dhenkanal

ଦାବି ଶୁଣିଲାନି ପ୍ରଶାସନ, ୧୪୯ ନମ୍ୱର ଜାତୀୟ ରାଜପଥ ବନ୍ଦ କଲେ ଗାଁ ଲୋକ

ଢେଙ୍କାନାଳ: ବାରମ୍ବାର ଗୁହାରି ସତ୍ତ୍ୱେ ଦାବି ଶୁଣାଲାନି ପ୍ରଶାସନ । ସମସ୍ୟାର ସମାଧାନ ନହେବାରୁ ରାଜରାସ୍ତାକୁ ଓହ୍ଲାଇଲେ ଗାଁ ଲୋକ । ଜାତୀୟ ରାଜପଥ ଅବରୋଧ କଲେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଭେଜିଆ ଗାଁ ଛକ ନିକଟରେ ୧୪୯ ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ବିରିବୋଲେଇ…

ସହାୟତା ଅପେକ୍ଷାରେ ପରିବାର…

କାମାକ୍ଷାନଗର : ରବିଙ୍କ ପାଇଁ ଜୀବନ ଭିକ୍ଷା ମାଗିଲେ ସ୍ତ୍ରୀ କୁନି । ପରିବାର ପାଇଁ ପଢା ଛାଡିଲେ ଦୁଇ ନାବାଳିକା ଶିଶୁ । ଗୋଟିଏ ପଟେ ସ୍ତ୍ରୀର ଗୁହାର ଆଉ ଗୋଟିଏ ପଟେ କୁନି ପିଲାଙ୍କ ଆକୁଳ ନିବେଦନ । ରବିଙ୍କ ଜୀବନ ବଞ୍ଚାଇବାକୁ ଲାଗିପଡ଼ିଛନ୍ତି ପୁରା ପରିବାର । ଏ ହେଉଛନ୍ତି ଢେଙ୍କାନାଳ…

ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା

ଢେଙ୍କାନାଳ: ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା । ଢେଙ୍କାନାଳ ଜିଲ୍ଲା ଜାମୁଝରା ପଞ୍ଚାୟତ ସମିତି ସଭ୍ୟଙ୍କୁ ଦୁର୍ବୃତ୍ତ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଦୀପକ ମହନ୍ତ । ଗତକାଲି ରାତିରେ ଜାମୁଝରା ଛକରେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ସ୍ଥାନୀୟ ଲୋକ…

ଶବ ଦାହ ବେଳେ ନିଆଁପଡ଼ିି ୨ ଗୁରୁତର

ଢେଙ୍କାନାଳ : ନିମିଷକେ ଘଟିଗଲା ଅଘଟଣ । ଶବ ଦାହ ବେଳେ ନିଆଁ ପଡ଼ି ଦୁଇ ଜଣ ଗୁରୁତର ହୋଇପଡ଼ିଛନ୍ତି । ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଦୁଇଜଣଙ୍କୁ ଭର୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା କାମାକ୍ଷାନଗର ପରଜଙ୍ଗଥାନା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ବତାଂସିହ ଗାଁ ରେ…

ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା

ମହାବିରୋଡ଼ : ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳମୁଣ୍ଡା ଗାଁରେ । ଗାଁର କୁମ୍ଭାରପଶି ନିକଟରେ ଚାଷୀଙ୍କୁ ଦଳି ମାରିଛି ଦନ୍ତା । ମୃତକ ଜଣଙ୍କ ପରଜଙ୍ଗ ଥାନା…

ବର୍ଷା ଉଜାଡିଦେଲା ବର୍ଷକ ଆହାର

କାମାକ୍ଷାନଗର: ବର୍ଷକର ଫସଲକୁ କେଇ ଘଣ୍ଟାରେ ଉଜାଡି ଦେଇଛି ଲଗାଣ ବର୍ଷା । ଚାଷୀଟିଏ ପରିବାର ଚଳାଇବା ପାଇଁ ନିଜେ ପରିଶ୍ରମ କରି ହାଡ଼ ଭାଙ୍ଗି ଏବଂ ରକ୍ତ ନିଗାଡ଼ି ଫସଲ କରିଥିଲା । କିନ୍ତୁ ଲଗାଣ ବର୍ଷା ସବୁ କିଛିକୁ ଉଜାଡି ଦେଇଛି । ଏବେ ଚାଷକୁ ନେଇ ଚାଷୀ ସମ୍ପୂର୍ଣ୍ଣ ହତାଶ ହୋଇ ପଡ଼ିଛି ।…

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ: ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗାଁରେ ବଜ୍ରାଘାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ଗାଁର ହେମାନନ୍ଦ ପରିଡା । ହେମାନନ୍ଦ ନିଜ ଘର ପଛ ପାଖ ବାଡ଼ିକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ ।…

ଲଗାଣ ବର୍ଷାରେ ଜଳବନ୍ଦୀ ଲୋକେ, ଯାତାୟତ ଠପ୍

ଢେଙ୍କାନାଳ: ଲଗାଣ ବର୍ଷାର କରାଳ ରୂପ । ଦୁଇ ଦିନରେ ଉବୁଟୁବୁ ହେଲା ସହା ବାହ୍ୟ ଜଗତରୁ ବିଛିନ୍ନ ହେଲା ଅନେକ ଅଞ୍ଚଳ । ପୋଲ ଉପରେ ଜଳ ପ୍ରବାହ ହେବା ଯୋଗୁଁ ଗାଡି ମୋଟର ଯିବା ଆସିବା କରିବା ବନ୍ଦ । ଲଗାଣ ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଂଚଳ ଗୁଡିକରେ ହାଇ ଆଲର୍ଟ…

ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଛିନ୍ନ ଗାଁ

ଢେଙ୍କାନାଳ: ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ସମଗ୍ର ଓଡିଶା । ରେଡ଼ ଆଲର୍ଟରେ ଥିବା ଢେଙ୍କାନାଳର ସ୍ଥିତି ସଙ୍ଗୀନ ହୋଇଛି । ବ୍ରାହ୍ମଣୀ ନଦୀ ଫୁଲିବା ଯୋଗୁଁ ଭୁବନ ବ୍ଲକ ଭୂଷଳ ପଂଚାୟତ ଅନ୍ତର୍ଗତ ଜୟପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏଥି ସହିତ ମାଳପୁରା , ଓଢଣା , ଦଧିସିଙ୍ଗା ଆଦି…

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ଗମନାଗମନ ଠପ୍

ଢେଙ୍କାନାଳ: ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସିଆରିମାଳିଆ ୫୩ ନମ୍ବର ଜାତୀୟ ରାଜପଥ ଧୋଇ ଯାଇଛି । ରାସ୍ତା ଉପରେ ପ୍ରାୟ ୪୦ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଏହି ରାସ୍ତା ଦେଇ ଠପ୍ ହୋଇଛି ଯାତାୟତ । ବିଶେଷ କରି ଯାଜପୁର ଜିଲ୍ଲା ଡୁବୁରୀ ଓ…