Latest Odisha News

BREAKING NEWS

Browsing Category

ଢେଙ୍କାନାଳ

Dhenkanal

ଦିଅର ଲାଠି ମାଡରେ ଭାଉଜ ଲହୁଲୁହାଣ !

କାମାକ୍ଷାନଗର: ଅବିଶ୍ୱାସ ଲାଗୁଥିଲେ ବି ସତ । କଥାରେ ଅଛି ଭାଉଜ ମାଆ ସମାନ, ଦିଅର ପୁଅ ସମାନ । ହେଲେ ଢେଙ୍କାନାଳ ଯମୁନାକୋଟ ଗାଁରେ ଏଭଳି ସଂପର୍କରେ ଲାଗିଛି ଅବିଶ୍ୱାସର ଛିଟା । ସୁଭଦ୍ରା ସାହୁ ନାମକ ଜଣେ ମହିଳାଙ୍କୁ ଖୋଦ ତାଙ୍କ ଦିଅର ବିଦ୍ୟୁତ ସଂଯୋଗକୁ ନେଇ ନିସ୍ତୁକ ମାଡ ମାରି…

ପରିବାର ପୋଷୁଛି ଛତୁ ଚାଷ

ପଥରଖମ୍ବ :ଗାଁରେ ରୋଜଗାରର ମାଧ୍ୟମ ପାଲଟିଛି ଛତୁ ଚାଷ । ଏହି ଛତୁ ଚାଷ ଗାଁ ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହିତ ପରିବାରର ଗୁଜୁରାଣକୁ ବି ମେଣ୍ଟାଇ ପାରୁଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗାଁରେ ଦେଖିବାକୁ ମିଳିଛି ସଫଳ ଛତୁ ଚାଷ । ଅନ୍ୟ ଚାଷବାସ ସହିତ ଗାଁ ର ଲୋକ ମାନେ ଏହି…

କୂଅ ଖୋଳିଲା ବେଳେ ଖସିଲା ମାଟି ଅତଡା, ଚାପି ହୋଇ ଶ୍ରମିକ ମୃତ 

ଢେଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗର ଥାନା ଆଳତୁମା ଗାଁରେ ଅଘଟଣ । କୂଅ ଖୋଳୁଥିବା ବେଳେ ମାଟି ଅତଡା ଧସି କୂଅ ଭିତରେ ଫସିଥିବା ଜଣେ ଶ୍ରମିକ ମୃତ ହୋଇଛି । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦମକଳ ବାହିନୀ ଓ ୩ଟି ଜେସିବି ନିୟୋଜିତ ହୋଇଥିଲେ ।  ପୁରୁଣା କୂଅକୁ ଅଧିକ ଗଭୀର କରିବା…

ସ୍ୱାମୀ ସାଜିଲା ସୈତାନ: ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଫାର୍ସାରେ ହାଣିଦେଲା

କାମାକ୍ଷାନଗର: ପାରିବାରିକ ଝଗଡ଼ରା କରୁଣ ପରିଣତି । ସ୍ୱାମୀ ସାଜିଲା ସୈତନା । ନିର୍ଦ୍ଦୟ ହୋଇଗଲା ବାପାର ମନ । ଘରୋଇ ଝଗଡ଼ାକୁ କେନ୍ଦ୍ର କରି ସ୍ତ୍ରୀକୁ ଫାର୍ସାରେ ହାଣିଦେଲା ନୃଶଂସ ସ୍ୱାମୀ । ଦୁଇ ଝିଅଙ୍କୁ ବି ହାଣି ଦେଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ଡିମିରିଆ ଗାଁରେ…

ବାରହା ଶିକାର ପାଇଁ ଥିବା ବୋମା ଫୁଟି ମହିଳା ଗୁରୁତର

ଢେଙ୍କାନାଳ: ଗାତ ଖୋଲିବା ବେଳେ ଫୁଟିଲା ବୋମା । ବାରହା ଶିକାର ପାଇଁ ରଖାଯାଇଥିବା ବୋମା ଫୁଟିବାରୁ ଜଣେ ମହିଳା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ତଳସାହିରେ ଏହି ଘଟଣା ଘଟିଛି । ଆହତ ମହିଳା ହେଲେ ଗାଁର ନିରୁପମା ବାରିକ । ତାଙ୍କୁ ଉଦ୍ଧାର କରି…

ଆଉ ଅସୁବିଧାରେ ପଡିବେନି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ, କପିଳାଶ ପୀଠରେ ପାଇଖାନା ଓ ପରିଶ୍ରାଗାର ଉଦ୍‌ଘାଟନ କଲେ ମନ୍ତ୍ରୀ

ଢେଙ୍କାନାଳ:ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶ ଗଲେ ଆଉ ଅସୁବିଧାରେ ପଡିବେନି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ । ପୀଠରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ସମସ୍ୟା ରହିଥିବା ପରିଶ୍ରାଗାର ଓ ସୁବିଧା କେନ୍ଦ୍ର ତଥା ବିଶୁଦ୍ଧ ପାନୀୟ ଜଳ ଆଦି ପ୍ରକଳ୍ପକୁ ଆଜି ଲୋକାର୍ପଣ…

ଜଙ୍ଗଲରେ ଲାଗିଛି ନିଆଁ, ଅଗ୍ନିକାଣ୍ଡରେ ଫସିଛନ୍ତି ହାତୀ, ଶୁଭୁଛି ଚିତ୍କାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଲାଗିଛି ନିଆଁ । ନିଆଁରେ ଫସି ଚିତ୍କାର କରୁଛନ୍ତି ହାତୀ । ଯେଉଁଥିପାଇଁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଅଗ୍ନିକାଣ୍ଡରେ ଦୁଇ ତିନୋଟି ହାତୀ ଫସିଥିବା ଆଶଙ୍କା କରାଯାଇଛି । ଫଳରେ ହାତୀ ମାନଙ୍କ ବିକଟାଳ ଚିତ୍କାରରେ ସ୍ଥାନୀୟ…

କଟକଣା ଭିତରେ ଏବର୍ଷ କପିଳାସ ଜାଗର ଯାତ୍ରା

ଢେଙ୍କାନାଳ: ଚଳିତବର୍ଷ ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଶୈବପୀଠ କପିଳାସରେ କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହେବ ଜାଗତ ଯାତ୍ରା । ଜିଲ୍ଲା ଓ ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ଆସିବାକୁ ବାରଣ କରାଯାଇଛି । ଜିଲ୍ଲାର ଭକ୍ତ କୋଭିଡ୍ ନେଗେଟିଭ ରିପୋର୍ଟ ଦେଖାଇ ମହାଦେବଙ୍କୁ ଦର୍ଶନ କରିପାରିବେ ।…

ବାଳୁଙ୍ଗା ପୁଅ: ଟଙ୍କା ନଦେବାରୁ ବାପାଙ୍କୁ ହାଣିଲା

ଢେଙ୍କାନାଳ: ପୁଅ ବାପାକୁ ହାଣିଲା । ଟଙ୍କା ମାଗିବାରୁ ବାପା ଦେଲେ ନାହିଁ । ଏତିକିରେ ରାଗିଗଲା ବାଳୁଙ୍ଗା ପୁଅ । କାତିରେ ବାପାଙ୍କ ଉପରେ ଚୋଟ ପକାଇଲା । ଢେଙ୍କାନାଳ ଜିଲ୍ଲା ସଦର ଥାନା ପାରିଖେଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଟଙ୍କା ନ ଦେବାରୁ ଉତ୍‌କ୍ଷିପ୍ତ ହୋଇ ବାପାକୁ କାତିରେ…

ଲାଞ୍ଚୁଆ ଥାନା ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ, ଦଫା କାଟିବାକୁ ନେଉଥିଲେ ଲାଞ୍ଚ

ଢେଙ୍କାନାଳ: ଲାଞ୍ଚ ନେଉଥିଲେ ଥାନା ବାବୁ । ଧରିଲା ଭିଜିଲାନ୍ସ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରି ପଡ଼ିଛନ୍ତି ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାହ ଥାନା ଆଇଆଇସି । ତାଙ୍କ ନାଁ ଚିତ୍ତରଞ୍ଜନ ବେହେରା । ଏକ ଯୌତୁକ ଜନିତ ମାମଲାରେ ୩୦୭ ଦଫା ଉଠାଇ ଦେବାକୁ ସେ ଲାଞ୍ଚ ମାଗିଥିଲେ । ୬ ହଜାର…