Latest Odisha News

BREAKING NEWS

Browsing Category

ଢେଙ୍କାନାଳ

Dhenkanal

ଆସନ୍ତା ୨୬ରୁ ଯୋରନ୍ଦା ମେଳା ଆରମ୍ଭ: ପୀଠରେ କରୋନା କଟକଣା ଜାରି 

ଢ଼େଙ୍କାନାଳ: ଆସନ୍ତା ଶୁକ୍ରବାରଠାରୁ ୩ ଧରି ପ୍ରସିଦ୍ଧ ଯୋରନ୍ଦା​‌ ମେଳା ଆରମ୍ଭ ହେବାକୁ ଯାଉଛି । ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିବା ମହିମା ଧର୍ମର ମୁଖ୍ୟ ପୀଠ ଢ଼େଙ୍କାନାଳର ମହିମା ଗାଦୀରେ ମହିମା ସାଧୁମାନଙ୍କ ଏହି ବାର୍ଷିକ ଉତ୍ସବରେ ଚଳିତବର୍ଷ କରୋନା ସଂକ୍ରମଣ ଆଶଙ୍କା ଯୋଗୁଁ…

ଶୈବପୀଠ କପିଳାଶରେ କରୋନା କଟକଣା ଜାରି କଲା ଜିଲ୍ଲା ପ୍ରଶାସନ, ଫିକା ପଡିବ ମହାଶିବରାତ୍ରୀ 

ଢ଼େଙ୍କାନାଳ: ଏଥର ଫିକା ପଡିବ ଜାଗର ରାତି । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶ ପୀଠ ଉପରେ ଜିଲ୍ଲା ପ୍ରଶାସନ କରୋନା କଟକଣା ଲଗାଇଛି ।  ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରି । ଜାଗର ଯାତ୍ରା ଦିନ ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ…

ବିଲରୁ ଭାଲୁର ମୃତଦେହ ଉଦ୍ଧାର, ନଖ ଓ ଦାନ୍ତ ତାଡି ନେଇଥିବା ସନ୍ଦେହ

ଢେଙ୍କାନାଳ: ବିଲରୁ ଭାଲୁର ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୟାନୀଳକଣ୍ଠପୁର ଗାଁ ନିକଟ ବିଲରୁ ମୃତ ଭାଲୁ ଉଦ୍ଧାର ହୋଇଛି । ଶନିବାର ସକାଳେ ଏକ ମୃତ ଭାଲୁ ବିଲରେ ପଡିଥିବା ଲୋକେ ଦେଖିଥିଲେ ।  ମୃତ ଭାଲୁର ନଖ ଓ ଦାନ୍ତ କେହି ଦୁର୍ବୃତ୍ତ ତାଡି ନେଇଥିବା ବେଳେ…

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଲୋକ

ଢେଙ୍କାନାଳ: ପିଲା ଚୋର ସନ୍ଦେହରେ ଯୁବକଙ୍କୁ କାବୁ କରି ନିସ୍ତୁକ ପିଟିଲେ ଲୋକ । ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ କଣ୍ଟାନାଳୀ ବାଇପାସ୍ ନିକଟ ଏକ ବସ୍ତିରେ ଏଭଳି ଘଟଣା ଘଟିଛି । ରାତିରେ ପାଖାପାଖି 3ଟା ବେଳେ ଜଣେ ଅଜଣା ଯୁବକ ବସ୍ତିର ଜଣେ ଲୋକଙ୍କ…

କମେଣ୍ଟ ମରାକୁ କେନ୍ଦ୍ର କରି ଯୁବତୀଙ୍କ ଜେଜେବାପାଙ୍କୁ ହତ୍ୟା, ବାପା ଗୁରୁତର

କାମାକ୍ଷାନଗର(ଢେଙ୍କାନାଳ): କମେଣ୍ଟ ମରାକୁ କେନ୍ଦ୍ର କରି ଯୁବତୀଙ୍କ ଜେଜେବାପାଙ୍କୁ ହତ୍ୟା ଅଭିଯୋଗ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବତୀଙ୍କ ବାପା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାସୋଡ଼ା ଗାଁରେ ଏହି ଘଟଣା ଘଟିଛି । ସଂଘବଦ୍ଧ ଆକ୍ରମଣରେ ଯୁବତୀଙ୍କ…

ଢେଙ୍କାନାଳରେ ଦୁଇ ନାବାଳିକାଙ୍କ ଉପରେ ଚଢିଗଲା ପିକ୍ ଅପ୍ ଭ୍ୟାନ

ଢେଙ୍କାନାଳ: ଟାଉନ ବଜାର ସ୍ଥିତ ଚାଜିଚୌକ ଛକରେ ଦୁର୍ଘଟଣା । ରଙ୍ଗରୁଟରେ ଆସୁଥିବା ଏକ ପିକ୍ ଅପ୍ ଭ୍ୟାନ ଦୁଇ ଶିଶୁଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଜଣେ ଶିଶୁ ଗୁରୁତର ଅଛନ୍ତି । ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…

ଗଞ୍ଜେଇ କାରବାର ପର୍ଦ୍ଦାଫାସ କଲା ପୋଲିସ, ୪ଗିରଫ

ଢେଙ୍କାନାଳ: ଗଞ୍ଜେଇ କାରବାର ପର୍ଦ୍ଦାଫାସ କଲା ପୋଲିସ । ଢେଙ୍କାନାଳ ଶକ୍ତି ସୁଗାର ମିଲ୍‌ ନିକଟରୁ ୩୪ କେଜି ଗଞ୍ଜେଇ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । କନ୍ଧମାଳରୁ ଭୁବନେଶ୍ୱର ଦେଇ କୋଲକାତା ହେଉଥିଲା ଗଞ୍ଜେଇ ଚାଲାଣ । ବିଶେଷ ସୁତ୍ରରୁ ସୂଚନା ପାଇ ବୁଧବାର…

ମାତିଛନ୍ତି ଶିକାରୀ: ଦାନ୍ତ ପାଇଁ ଦନ୍ତାକୁ ମାରିଦେଲେ

ଢେଙ୍କାନାଳ: ଦାନ୍ତ ପାଇଁ ଦନ୍ତା ହାତୀକୁ ଗୁଳି କରି ହତ୍ୟା । ଏଭଳି ଅଭାଭନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ଗତ ୯ ତାରିଖରେ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କନ୍ଧରା ଜଙ୍ଗଲ ଭେଜିଆଠାରେ ଗୁଳି କରି ଦନ୍ତା ହାତୀକୁ ମାରିଛନ୍ତି ଦୁର୍ବୃତ୍ତ। ଗୁଳି କରିବା ପରେ ତା’ର ଦାନ୍ତ ନେଇଯାଇଥିବା…

ଢେଙ୍କାନାଳ ସହରରେ ପଶିଲା ଦନ୍ତା: ଦଳିଚକଟି ନଷ୍ଟ କଲା ବଗିଚା, ସ୍ଥାନୀୟ ଲୋକେ ଆତଙ୍କିତ

ଢ଼େଙ୍କାନାଳ: ଢେଙ୍କାନାଳ ସହରରେ ଦନ୍ତା ହାତୀ । ଗତ ତିନି ଦିନ ଧରି ଉପଦ୍ରବ ଜାରି ରଖିଛି ଦନ୍ତା । ଯାହାକୁ ନେଇ ଢେଙ୍କାନାଳ ସହରର ଶ୍ୟାମଚରଣପୁରବାସୀ ଆତଙ୍କିତ ହୋଇପଡିଛନ୍ତି । ଭୟର ବାତାବରଣ ମଧ୍ୟରେ ରାତି ବିତାଉଛନ୍ତି ଅଞ୍ଚଳବାସୀ ।  ଏପରିକି ଶ୍ୟାମଚରଣପୁରର ମଧୁସୂଦନ ମିଶ୍ର ଘର…

ଢେଙ୍କାନାଳରେ କୃଷି ବିଲ୍ ତାତି : ଏନଏଚ-୫୫ ଅବରୋଧ କଲା ନବ ନିର୍ମାଣ କୃଷକ ସଙ୍ଗଠନ

ଢେଙ୍କାନାଳ: ନୂତନ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ରାଜପଥକୁ ଓହ୍ଲାଇଥିଲେ ଚାଷୀ । ଢେଙ୍କାନାଳ କାଉଁରିଆପାଳଠାରେ ଏନଏଚ-୫୫କୁ ଅବରୋଧ କରିଥିଲେ ନବ ନିର୍ମାଣ କୃଷକ ସଙ୍ଗଠନ । କଟକ ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଯାତାୟାତ ଠପ୍ ହୋଇଥିଲା । ନୂତନ କୃଷି ବିଲ୍…