Latest Odisha News

BREAKING NEWS

Browsing Category

ଢେଙ୍କାନାଳ

Dhenkanal

କପିଳାସ ଅଭୟାରଣ୍ୟରୁ ୨ ଶିକାରୀ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସ୍ଥିତ କପିଳାସ ଅଭୟାରଣ୍ୟରୁ ବନ ବିଭାଗ ପକ୍ଷରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ବ୍ୟକ୍ତି ଟୁନା କରୁଆ ଓ ଟ୍ୱିନ୍ କୋଣ୍ଡଲକାନେ ବୋଲି ଜଣାପଡିଛି । ସୂଚନାନୁଯାୟୀ, ବନ କର୍ମଚାରୀଙ୍କ ପକ୍ଷରୁ ଗତକାଲି ରାତିରେ ଉକ୍ତ ଅଞ୍ଚଳରେ ଚଢାଉ…

ଢେଙ୍କାନାଳ ଓ ଚୌଦ୍ୱାର ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ଭୁବନେଶ୍ୱର: ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀଙ୍କ ଉପଦ୍ରବ ଖବର ସାମନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ସୋଗର ଗାଁରେ ହାତୀ ପଲ ଉପଦ୍ରବ ଚଳାଇଛନ୍ତି । ଗାଁ ଆଖପାଖରେ ବୁଲୁଛନ୍ତି ୨୩ଟି ହାତୀ । ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି । ହାତୀ…

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ୱେବିନାର୍

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଗଣିତ ବିଷୟ ଉପରେ ଜାତୀୟ ୱେବିନାର ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ବିଶିଷ୍ଟ ଶିକ୍ଷାବିତମାନେ ଯୋଗ ଦେଇଥିଲେ । ଗଣିତ ପରି ବିଷୟକୁ ନେଇ ଆଗକୁ କିପରି ବଢିହେବ ଏବଂ କ୍ୟାରିଅର ଗଢିବାରେ ଏହା କେତେ ସାହାଯ୍ୟ…

ଢେଙ୍କାନାଳ ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ରାଉତଙ୍କ ଦେହାନ୍ତ

ଢେଙ୍କାନାଳ: ଢେଙ୍କାନାଳ ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ରାଉତ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ମୃତ୍ୟୁ ବରଣ କରିଛନ୍ତି । ସେ ଢେଙ୍କାନାଳ ଜିଲ୍ଲାର ଡିଆଇଏବଂପିଆରଓ ଇନଚାର୍ଜ ଭାବେ କାର୍ଯ୍ୟରତ ଥିଲେ । ପ୍ରାପ୍ତ ସୂଚନାନୁଯାୟୀ, ଶ୍ରୀ ରାଉତ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ…

କୋପରେଟିଭ୍ ସୋସାଇଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କ ଘରେ ଭିଜିଲାନ୍ସ ରେଡ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ କୋପରେଟିଭ ସୋସାଇଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର । ତାଙ୍କ ନାଁ ବିଦ୍ୟାଧର ବେହେରା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ବିଭାଗ । ବିଦ୍ୟାଧରଙ୍କ ଢେଙ୍କାନାଳ ସ୍ଥିତ ଅଫିସ୍, ଭୁବନେଶ୍ୱର…

ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଦାନର ମାନ ବୃଦ୍ଧି ହେବ : ଶ୍ରୀକାନ୍ତ ମହାପାତ୍ର

ଢେଙ୍କାନାଳ: ଶିକ୍ଷା କ୍ଷେତ୍ରରେ ବୈଷୟିକ ବିଦ୍ୟା ବା ଟେକ୍ନୋଲୋଜି ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ତେବେ ଜଣେ ଭଲ ଶିକ୍ଷକର ସ୍ଥାନ କେବେ ବି ଟେକ୍ନୋଲୋଜି ନେଇପାରିବନି । କିନ୍ତୁ ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷାଦାନର ମାନ ନିଶ୍ଚୟ ବୃଦ୍ଧି ହୋଇପାରିବ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟ ମୁକ୍ତ…

କାଲିଠୁ ତିନି ଦିନ କାମାକ୍ଷାନଗର NAC ସଟଡାଉନ୍

କାମାକ୍ଷାନଗର(ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ କାମାକ୍ଷାନଗର ଏନଏସିରୁ ଅଛନ୍ତି କେବଳ ୧୯ ଜଣ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ତିନି ଦିନ ସଟଡାଉନ୍ ରହିବ କାମାକ୍ଷାନଗର ଅଞ୍ଚଳ । ଏହି ନିର୍ଦ୍ଦେଶନାମା…

ନାବାଳିକା ଆତ୍ମହତ୍ୟା ଘଟଣାରେ ଭାପୁର ଫାଣ୍ଡି ଏଏସଆଇ ସସପେଣ୍ଡ

ଢେଙ୍କାନାଳ: ଅସଦାଚରଣର ଶିକାର ଜଣେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଏଏସଆଇ ପଦ୍ମନାଭ ବେହେରା ସସପେଣ୍ଡ । ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । କାର୍ଯ୍ୟରେ ଅବହେଳା ପାଇଁ…

କରୋନା ପ୍ରଭାବ: ଉଦଘାଟନ ହେବାର ୨ ଘଣ୍ଟା ପରେ ସିଲ୍ ହେଲା ସୁପର୍ ଷ୍ଟୋର୍ !

ଢେଙ୍କାନାଳ: ଢେଙ୍କାନାଳ ସହରର ଦକ୍ଷିଣକାଳୀ ରୋଡ଼ରେ ଶୁକ୍ରବାର ଦିନ ରିଲାଏନ୍ସ ସୁପର ଷ୍ଟୋର୍ ଉଦଘାଟନ ହେବାର ମାତ୍ର ୨ ଘଣ୍ଟା ପରେ ସିଲ୍ ହୋଇଛି । ଏହି ଘଟଣାନେଇ ଏବେ ସହରରେ ଚର୍ଚ୍ଚା ହେବାରେ ଲାଗିଛି । ଏସମ୍ପର୍କରେ ତହସିଲଦାର ଲକ୍ଷ୍ମୀଧର ରାଉତ ଗଣମାଧ୍ୟମକୁ କହିଛନ୍ତି ଯେ, ସାମାଜିକ…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧଦିବସରେ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ: ଢେଙ୍କାନାଳ ଟାଉନହଲଠାରେ ଶନିବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧଦିବସରେ ଏହି ପୂଣ୍ୟାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ସଭାପତି ବସନ୍ତ…