Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଏମକେସିଜି ସୁପର ସ୍ପେସିଆଲିଟି କୋଠାରୁ ଖସିଲା ସିଲିଂ

ବ୍ରହ୍ମପୁର: ପୁଣି ଥରେ ବିବାଦକୁ ଆସିଛି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ। ସୁପର ସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଗୁରୁବାର ଛାତରୁ ସିଲିଂ ଖସି ଯାଇଛି। ତେବେ ସିଲିଂ ଖସିବା ସମୟରେ ସେଠାରେ କେହି ନଥିଲେ। ଏଣୁ କାହାରି କୌଣସି ପ୍ରକାର…

ରକ୍ତାକ୍ତ ସଂଘର୍ଷ ଘଟଣାରେ କର୍ପୋରେଟର, ପୋଲିସ କର୍ମଚାରୀ ସହ ୭ ଗିରଫ

ବ୍ରହ୍ମପୁର:ବ୍ରହ୍ମପୁର ସହର ବିଜିପୁର ଲକ୍ଷ୍ମୀ ସାହିରେ ମଙ୍ଗଳବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏନେଇ ଉଭୟ ଗୋଷ୍ଠୀ ତରଫରୁ ଏତଲା କ୍ରମରେ ବ୍ରହ୍ମପୁର ଟାଉନ୍‌ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା । ପୋଲିସ ଏହି ଘଟଣାରେ ବ୍ରହ୍ମପୁର ମହାନଗର ନିଗମର ୨୫…

ବ୍ରହ୍ମପୁରରେ ବନ୍ଦ ଘରୁ ନେଇଗଲେ ୬ଶହ ଗ୍ରାମ୍‌ ସୁନା, ୧୧ ଲକ୍ଷ ଟଙ୍କା

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ପୁଣି ଥରେ ମାତିଛନ୍ତି ଚୋର ଦଳ । ତାଲା ବନ୍ଦ ଘରୁ ପ୍ରାୟ ୬ଶହ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ସହ ନଗଦ ୧୧ ଲକ୍ଷ ଟଙ୍କା ଓ କିଛି ରୂପା ଅଳଙ୍କାର ଚୋରି କରିନେଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସୋମନାଥନଗର ତୃତୀୟ…

ହର ଘର୍ ତ୍ରିରଙ୍ଗା ପରେ ଏଣେତେଣେ ପଡ଼ିଲା ପତାକା; ଏବେ ସମ୍ମାନ ପାଇଁ ସଚେତନ କରୁଛନ୍ତି ଅଧ୍ୟାପିକା

ବ୍ରହ୍ମପୁର: ହର ଘର୍ ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହେଲେ। ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ। କିନ୍ତୁ ବର୍ତ୍ତମାନ ଆଉ ସମ୍ମାନ ଦିଆଯାଉ ନାହିଁ। ପତାକା ନଷ୍ଟ ହେଉଛି। ସମ୍ମାନ ହାନୀ ହେଉଛି। ଏନେଇ ସଚେତନତା ସୃଷ୍ଟି ଦିଗରେ ଉଦ୍ୟମ କରିଛନ୍ତି ଜଣେ ଅଧ୍ୟାପିକା। ସେ ହେଲେ ବ୍ରହ୍ମପୁର…

ମଳଦ୍ଵାର ପଟେ ଗ୍ଲାସ୍ ପୁରାଇବା ଘଟଣା; ମାନବାଧିକାର କମିଶନରେ ଅଭିଯୋଗ ପରେ ତନାଘନା

ବ୍ରହ୍ମପୁର: ଗଞ୍ଜାମ ଜିଲାର ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମର କୃଷ୍ଣ ରାଉତଙ୍କ ମଳଦ୍ଵାର ପଟେ ଗ୍ଲାସ୍ ପୂରାଇବା ଘଟଣାରେ ନୂଆ ମୋଡ଼ ଆସିଛି। ଅସ୍ତ୍ରୋପଚାର କରାଯାଇ ପେଟରୁ ଗ୍ଲାସ କଢ଼ାଯାଇଛି ଏବଂ ବ୍ୟକ୍ତି ଜଣକ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଘଟଣା ପଦାକୁ ଆସିବା ବେଳେ ଏଭଳି ଅମାନବୀୟ…

ରାସ୍ତା କଡ଼ରେ ମଳ ତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ଗୋଲାପ ଦେଉଛି ଆସ୍କା ଏନଏସି

ବ୍ରହ୍ମପୁର: ନିଜ ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ସରକାରୀ ଅଧିକାରୀମାନେ ଅନେକ ପ୍ରକାରର ପଦକ୍ଷେପ ନେଇଥାନ୍ତି। କିନ୍ତୁ ଗଞ୍ଜାମ ଜିଲା ଆସିକା ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ)ଙ୍କ ଉଦ୍ୟମକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ରାସ୍ତା କଡ଼ରେ ମଳ…

ହିଞ୍ଜିଳିରେ ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଗିରଫ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଧରିଛି ପୋଲିସ। ଚଢାଉ କରି ୧୫ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ୧ ଲକ୍ଷ ୫୩ ହଜାର ଟଙ୍କା ଏବଂ ୧୮ଟି ଦାମୀ ମୋବାଇଲ ଫୋନ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ସାରୁ ଗ୍ରାମରେ ଏକ…

ନାଟକ ଦେଖୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ଶିଶୁ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ପଦାଦିଗି ପଂଚାୟତ ନୂଆଁପେଣ୍ଠ ଗ୍ରାମରେ ମହାଭାରତ ନାଟକ ଦେଖୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପାଞ୍ଚ ଜଣ ଶିଶୁ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା…

ଗଣେଶ ପୂଜା ମଣ୍ଡପରେ ଭାଇଭଉଣୀ ଦ୍ରୌପଦୀ-ନବୀନ ସଂପର୍କର ଝଲକ

ବ୍ରହ୍ମପୁର: ଅଗ୍ର ପୂଜ୍ୟ ଗଜାନନଙ୍କ ଆରାଧନା ପାଇଁ ବ୍ରହ୍ମପୁର ସହର ଉତ୍ସବମୂଖର ହୋଇପଡ଼ିଛି । ସହରର ବିଭିନ୍ନ ସ୍ଥାନରେ ମଣ୍ଡପରେ ଶ୍ରୀଗଣେଶଙ୍କୁ ପୂଜା କରାଯାଉଛି । ଚଳିତ ବର୍ଷ ଆକର୍ଷଣ ସାଜିଛି ସହରର ଅଶୋକନଗର ଠାରେ ନିର୍ମିତ ମେଢ଼। ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ…

ମହିଳା ବିଜେଡି କାର୍ଯ୍ୟକାରିଣୀ କମିଟିରେ ମୃତ ମହିଳାଙ୍କ ନାଁ ଘୋଷଣା

ବ୍ରହ୍ମପୁର: ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନାମ ଗୁଡିକ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଏକ ରୋଚକ…