Latest Odisha News

BREAKING NEWS

Browsing Category

ଯାଜପୁର

Jajpur

କେଲୁଅ ନଦୀ ଭାଙ୍ଗିବା ଘଟଣା, ଭିଜିଲାନ୍ସ ତଦନ୍ତ ଆରମ୍ଭ 

ଯାଜପୁର : କେଲୁଅ ନଦୀ ଭାଙ୍ଗିବା ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି । ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ହର ନାରାୟଣ ପତିଙ୍କ ନେତୃତ୍ବରେ ୫ ଜଣିଆ ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିପରି ଘାଇକୁ ଭଙ୍ଗା ଯାଇଛି । ଏଥିରେ କୌଣସି ସରକାରୀ କର୍ମଚାରୀ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟାଙ୍କ ଯାଜପୁର ଜିଲ୍ଲା ଗସ୍ତ

ଯାଜପୁର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତି ଡକ୍ଟର ବିଜୟ କୁମାର ସାହୁ ମଙ୍ଗଳବାର ଯାଜପୁର ଜିଲ୍ଲା ଗସ୍ତ କରିଥିଲେ । ଯାଜପୁର ଜିଲ୍ଲାରେ ନିର୍ମାଣଧୀନ ଆଦର୍ଶ ବିଦ୍ୟାଳୟଗୁଡ଼ିକୁ ସେ ବୁଲି ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ । ଯାଜପୁର ଜିଲ୍ଲା…

କବି କୈଳାସ ପାତ୍ରଙ୍କୁ ସାହିତ୍ୟ ଚର୍ଚ୍ଚା ସମ୍ମାନ

ଯାଜପୁର:ବ୍ୟାସନଗର କବି କୈଳାସ ପାତ୍ର ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ରିକ୍ସା ଚଳାଇବା ହେଉଛି ତା’ଙ୍କର ପେଶା। ହେଲେ ନିଶା ହେଉଛି କବିତା ଲେଖିବା। ସେ ବର୍ତ୍ତମାନ ସୁଦ୍ଧା ଏହିଭଳି ପାଂଚହଜାରରୁ ଉର୍ଦ୍ଧ୍ବ ଉଚ୍ଚକୋଟୀର କବିତା ଲେଖିସାରିଲେଣି। ବ୍ୟାସନଗର ଅଂଚଳର ଏହି ରିକ୍ସା ଚାଳକ କବି କୈଳାସ…

ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ଚାପିଦେଲା ଟ୍ରକ, ଯୁବତୀ ମୃତ

ଯାଜପୁର: ମର୍ଣ୍ଣିଂ ଓ୍ୱାକରେ ଯିବା ବେଳେ ଟ୍ରକ୍ ଧକ୍କା ଦେଲା । ଟ୍ରକ ମାଡ଼ି ଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ଯୁବତୀଙକ୍ ନାଁ ବର୍ଷାରାଣୀ ଜେନା । ଆଜି ସକାଳେ ନିଜ ସାଙ୍ଗମାନଙ୍କ…

ବୌଦ୍ଧ କୀର୍ତ୍ତିରାଜିର ମୁଖ ସାକ୍ଷୀ ଯାଜପୁରର ଉଦୟଗିରି ଓ ରତ୍ନଗିରି

ଯାଜପୁର: ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ସଂସ୍କୃତିର ଛାପ । ଐତିହ୍ୟମଣ୍ଡିତ କୀର୍ତ୍ତିସ୍ଥଳ ଉପରେ ପର୍ଯ୍ୟଟନ କ୍ଷେତ୍ର ଶୋଭିତ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କୀର୍ତ୍ତିରାଜି ବିଦ୍ୟମାନ । ଜିଲ୍ଲାରେ ରହିଛି ବିଶ୍ୱ…

ଶେଯ ସାଜିଲା ଜୁଇ…

ଯାଜପୁର: ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ । ଏହି ମୃତ୍ୟୁ ଅନେକଙ୍କ ପାଇଁ ଅଗ୍ରହଣୀୟ ହୋଇଥାଏ । କେହିକେହି ଏହାକୁ ଅଭିଶାପ ମଧ୍ୟ କହିଥାନ୍ତି । ହେଲେ ଯାଜପୁର ଜିଲ୍ଲା ଶ୍ରୀରାମପୁରର ଏକ ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ଚକିତ କରିଛି । ଜଣେ ମହିଳା ଶୋଇଥିବା ଅବସ୍ଥାରେ ହିଁ ନିଆଁରେ ଜଳି ପ୍ରାଣ…

ଆସନ୍ତା ୨୯ ତାରିଖରୁ ଖୋଲିବ ମାଆ ବିରଜାଙ୍କ ମନ୍ଦିର

ଯାଜପୁର: ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର । ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ମାଆଙ୍କୁ ଦର୍ଶନ କରିପାରିବେ ଭକ୍ତ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଭକ୍ତଙ୍କ ଗହଳି ଏଡାଇବା ପାଇଁ ଜାନୁଆରୀ ୧,୨ ଓ ୩ ତାରିଖ ମନ୍ଦିର…

ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍, ଧରାପଡ଼ିଲେ ୨ ଲୁଟେରା

ଯାଜପୁର: ଦୋକାନ ବନ୍ଦ କରି ଘରୁ ଯିବା ରାସ୍ତାରେ ସୁନା ବ୍ୟବସାୟୀଙ୍କ ଉପରେ ଆକ୍ରମଣ ପରେ ଲୁଟ୍ । ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ୨୦ ହଜାର ଟଙ୍କା ଧରି ଚମ୍ପଟ ମାରିଲେ ଲୁଟେରା । ଡକାୟତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ବ୍ୟବସାୟୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ…

ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଯାଜପୁର: ଭିଜିଲାନ୍ସ ଜାଲରେ ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସର କିରାଣି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ତାଙ୍କ ନାଁ ରତ୍ନାକତ ମହାନ୍ତି । ରତ୍ନାକରଙ୍କ ଚହଟାରେ ଥିବା ପୈତୃକ ଘର, ଜାରକାରେ ଥିବା ଭଡ଼ା ଘର, ଚାନ୍ଦପୁରରେ…

ଟ୍ରକ ପଛରେ ପିଟି ହେଲା ସ୍କୁଟି: ଜଣେ ଭଉଣୀ ମୃତ ଓ ଜଣେ ଗୁରୁତର

ଯାଜପୁର: ସ୍କୁଟିରେ ଟିଉସନ ଯାଉଥିଲେ ଦୁଇ ଉଉଣୀ । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।  ଯାଜପୁର ଜିଲ୍ଲା ଦେଇ ଯାଇଥବା ୧୬ ନମ୍ୱର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଏଭଳି…