Latest Odisha News

BREAKING NEWS

Browsing Category

ଯାଜପୁର

Jajpur

ରାସ୍ତାକଡରେ ଜଗିଛି ମୃତ୍ୟୁ !  

ଯାଜପୁର: ରାସ୍ତା କଡ ଓ ଛକ ବଜାରରେ ଜଗି ରହିଛି ମୃତ୍ୟୁ । ପ୍ରତି ମୁହୂର୍ତରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ରହିଛି ବିପଦ ଆଶଙ୍କା । ଡେଥ୍ ପଏଂଟ ପାଲଟିଛି ସହରର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫରମର୍ । ଆମେ କହୁଛି ଯାଜପୁର ଜିଲ୍ଲା ଯାଜପୁର ରୋଡ ସହରର ଦୃଶ୍ୟ । ବିପଦସଙ୍କୁଳ…

ମା’ବିରଜାଙ୍କ ରଥଯାତ୍ରା ପାଇଁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ଜିଲ୍ଲାପାଳ ଓ ଏପିଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟର…

କଟକ: ମା’ ବିରଜାଙ୍କ ରଥଯାତ୍ରା ଆୟୋଜନକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ମାନ୍ୟବର ହାଇକୋର୍ଟ ରିପୋଟ ତଲବ କରିଛନ୍ତି । ହାଇକୋର୍ଟର ମୂଖ୍ୟ ବିଚାରପତି ମହମ୍ମଦ ରଫିକ୍ ଓ ବିଚାରପତି ବି.ଆର . ଷଡଙ୍ଗିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର…

ଖେଳକୁଦ ବୟସରେ ବିଛଣାରେ ପଡି ରହିଛି କୁନି ଝିଅ; କାରଣ ଜାଣିଲେ ଆଖିରୁ ଝରି ଆସିବ ଲୁହ !

ଯାଜପୁର: ଅସହ୍ୟ ହେଉଛି ଯନ୍ତ୍ରଣା । ତଥାପି ମୁକୁଳିବାକୁ ବାଟ ନାହିଁ । ଖେଳକୁଦ ବୟସରେ ଅକାମୀ ହୋଇଯାଇଛି ଶରୀର । ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ବିଦ୍ୟୁତ୍ ଆଘାତରେ ପୋଡିଯାଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଯାଜପୁର ବାରଗଡିଆ ଅଂଚଳର ୧୨ ବର୍ଷିୟା ପ୍ରିୟାଗ୍ନୀ ଦେଓ । ବିଦ୍ୟୁତ୍ ଆଘାତ…

ଯାଜପୁରରେ ଆମ୍ବୁଲାନ୍ସ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶଳା ଥାନା ନେଉଳପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କ ସମେତ ଜଣେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସୂଚନା ଯୋଗ୍ୟ ଯେ, କଟକ ବିଡାନାଶୀର ଶଙ୍କର ସାହୁ, ତାଙ୍କ ସ୍ତ୍ରୀ ଓ ଝିଅକୁ ନେଇ ପାଣିକୋଇଲ ଆଡକୁ ଯାଉଥିବା…

ଯାଜପୁରରେ ଅଘଟଣ: ଗ୍ୟାସ ଟାଙ୍କି ଫାଟି ୫ ଗୁରୁତର

ଯାଜପୁର : ଗ୍ୟାସ ଟାଙ୍କିର ପାଇପକୁ ସଜାଡୁଥିବା ବେଳେ ଫାଟିଲା ଟାଙ୍କି । ଗୋଟିଏ ପରିବାରର ୫ ଗୁରୁତର । ଘଟଣାଟି ଘଟିଛି ଯାଜପୁର ଖାଇରାବାଦ କାଳିନ୍ଦ୍ରାବାଦ ଗାଁରେ । ଗୁରୁତର ପାଞ୍ଚ ଜଣଙ୍କୁ ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

କାହିଁକି ବଦଳିଲେ ଯାଜପୁର ଜିଲ୍ଲାପାଳ ?

ଯାଜପୁର: ବଦଳିଲେ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ । ତାଙ୍କ ସ୍ଥାନରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ନୂଆ ନିଯୁକ୍ତି ମିଳିଛି । କାହିଁକି ବଦଗଳିଲେ ରଞ୍ଜନ ଦାସ, ଏହାକୁ ନେଇ ଏବେ ଚର୍ଚ୍ଚା । ଯାଜପୁର ଜିଲ୍ଲାରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ବଢ଼ିବାରେ…

କରୋନା ପକାଇଛି ରୋଜଗାରରେ ବେଡି; ଦୁର୍ଦ୍ଦିନରେ ଶତାଧିକ ମୋଚି ପରିବାର

ଯାଜପୁର: କରୋନା ସଂକ୍ରମଣ ରୋକିବାକୁ ଲାଗୁହେଲା ଲକଡାଉନ୍ ଓ ସଟଡାଉନ୍ ଆଦି ନାନା କଟକଣା । ହେଲେ ଏହା ଛଡାଇ ନେଲା ରୋଜଗାର । ଏବେ ନିଜ ଭବିଷ୍ୟତକୁ ନେଇ ଯାଜପୁର ବ୍ୟାସନଗର ସହରାଂଚଳର ଶତାଧିକ ମୋଚି ପରିବାର । ବର୍ଷ ବର୍ଷ ଧରି ଜୋତା ଚପଲ ଓ ବ୍ୟାଗ୍ ଆଦି ମରାମତି କରି ଯାହା ରୋଜଗାର ହୁଏ ସେଥିରେ…

ଗୋଟିଏ ଦିନରେ ଦ୍ୱିଶତକ, ଯାଜପୁରରେ ୨ ହଜାର ଟପିଲା କରୋନା କେସ୍

ଯାଜପୁର: କରୋନା ସଂକ୍ରମିତଙ୍କ ସଂଖ୍ୟା ଯାଜପୁର ଜିଲ୍ଲାରେ ଦୁଇ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଦ୍ୱିଶତ ମାରିଛି ପଜିଟିଭ୍ କେସ୍ । ଦୁଇ ଶହ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ପୂର୍ବରୁ ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା କେବେ ଶତକ…

ଯାଜପୁରରେ ପୋଲିସ ଡିଜି ଅଭୟ, ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା

ଯାଜପୁର: ପୋଲିସ ଡିଜି ଅଭୟ ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି । ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ପହଞ୍ଚି ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିର ସେ ସମୀକ୍ଷା କରିଛନ୍ତି । ଯାଜପୁର ଏସପି ଚରଣ ସିଂହ ମୀନାଙ୍କ ସହ ଆଲୋଚନା କରିଛନ୍ତି ପୋଲିସ ଡିଜି । ଏହାସହ ଜିଲ୍ଲାରେ କୋଭିଡ୍…

କ୍ୟାବିନରେ ବିତୁଛି ଗୋଟିଏ ପରିବାରର ଜୀବନ

ଯାଜପୁର: ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ନା ଅଛି ପେଟକୁ ୨ ଓଳି ୨ ମୁଠା ଦାନା । ଭୋକ ଉପାସରେ ଏକ କ୍ୟାବିନରେ ବିତୁଛି ଗୋଟିଏ ପରିବାରର ଜୀବନ । ଏଭଳି ଏକ ଦୃଶ୍ୟ ସମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଂଟିଆ ଗ୍ରାମରୁ । ଏହି ଗାଁର ପରମେଶ୍ୱର ଜେନା ଓ ତାଙ୍କ ପରିବାର ।…