Latest Odisha News

BREAKING NEWS

Browsing Category

ଝାରସୁଗୁଡ଼ା

Jharsuguda

ଟିଆରଏଲ କ୍ରୋସାକି କାରଖାନା ଡୋଲୋମାଇଟ୍ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡସ୍ଥିତ ଟିଆରଏଲ ( ଟାଟା ରିଫ୍ରାକ୍ଟୋରିଜ୍ ଲିମିଟେଡ୍) କ୍ରୋସାକି କାରଖାନାର ଡୋଲୋମାଇଟ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ଏହି କମ୍ପାନି ଭିତରେ ଭୟାଵହ ଅଗ୍ନିକାଣ୍ଡ ହୋଇଥିବା ବେଳେ ଏହାକୁ ଆୟତ୍ତ କରାଯାଇଛି  । ଏହି ଅଗ୍ନିକାଣ୍ଡ ସକାଳ…

ଝାଡାବାନ୍ତି ଆତଙ୍କ: ଜଣଙ୍କର ମୃତ୍ୟୁ, ୧୦ ଗୁରୁତର ଅଭିଯୋଗ

ଝାରସୁଗୁଡ଼ା: ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଅଭିଯୋଗ । ୧୦ ଜଣ ଗୁରୁତର ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କୁହାକୁଣ୍ଡା ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି । ସମସ୍ତ ଆକ୍ରାନ୍ତ ଲଖନପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାପରେ ଗାଁରେ ପହଞ୍ଚିଛି…

ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ: ଜଣେ ମୃତ ଓ ୩ ଗୁରୁତର

ଝାରସୁଗୁଡ଼ା: ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଝାରସୁଗୁଡ଼ା କୋଲାବିରା ଥାନା ରଘୁନାଥପାଲି କପାଗୁଡ଼ାଠାରେ ଥିବା ସ୍ପଞ୍ଜ ଆଇରନ କାରଖାନା ଜୟ ହନୁମାନ ଉଦ୍ୟୋଗ ଲିମିଟେଡ଼ରେ ଏହି ବିସ୍ଫୋରଣ ଘଟିଛି । ୱେଲଡ଼ିଂ…

କାରଖାନାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଜଣେ ମୃତ ଓ ୩ ଜଣ ଆହତ

ଝାରସୁଗୁଡ଼ା: କାରଖାନାରେ ଫାଟିଲା ୱେଲ୍‌ଡିଂ ଗ୍ୟାସ୍‌ ସିଲିଣ୍ଡର । ବିସ୍ଫୋରଣରେ ଜଣେ ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ରଘୁନାଥପାଲ୍ଲୀରେ ଥିବା ଜୟ ହନୁମାନ କାରଖାନାରେ ଭୋର ସମୟରେ ଏହି ଅଘଟଣ ଘଟିଛି । କାରଖାନାର…

ପୋଲିସ ପଞ୍ଝାରେ ୬ଜଣ ବାଇକ ଚୋର, ୨୦ଟି ଚୋରା ଗାଡି ଜବତ

ଝାରସୁଗୁଡା :ପୋଲିସ ପଞ୍ଝାରେ ମୋଟରସାଇକେଲ ଚୋର ଗ୍ୟାଙ୍ଗ । ଝାରସୁଗୁଡା ମାଲିମୁଣ୍ଡା ଷ୍ଟାଡିୟମ ନିକଟରୁ ୬ ଜଣ ମୋଟସାଇକେଲ ଚୋରଙ୍କୁ ପୋଲିସ ଗିରଫ କରିଛି ।ଅଭିଯୁକ୍ତ ମାନଙ୍କ ନିକଟରୁ ୨୦ ଟି ଚୋରା ମୋଟରସାଇକେଲ ପୋଲିସ ଜବତ କରିଛି । ଏହି ଅଭିଯୁକ୍ତମାନେ ସୁନ୍ଦଗରଡ, ସମ୍ବଲପୁର, ଝାରସୁଗୁଡା,…

ବୁଲ୍ଲିବାଇ ଆପର ଓଡ଼ିଶା ଲିଙ୍କ: ଝାରସୁଗୁଡ଼ାରୁ ଗିରଫ ଯୁବକଙ୍କୁ ଟ୍ରାନଜିଟ ରିମାଣ୍ଡରେ ନେବ ମୁମ୍ବାଇ ପୋଲିସ

ଝାରସୁଗୁଡ଼ା: ବିବାଦୀୟ ବୁଲ୍ଲିବାଇ ଆପ ଲିଙ୍କରେ ସାମ୍ନାକୁ ଆସିଛି ଓଡ଼ିଶା ଲିଙ୍କ। ଆସାମରୁ ଝାରସୁଗୁଡ଼ା ଯାଏ ଲମ୍ବିଛି ଚେର। ବ୍ରଜରାଜନଗରରୁ ଜଣେ ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ତାଙ୍କ ନାଁ ନୀରଜ ସିଂ। ବ୍ରଜରାଜନଗର ଇବ ପିଟରେ ତାଙ୍କ ଘର। ସେ ଜଣେ ଏମବିଏ ଡିଗ୍ରୀଧାରୀ…

ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଭାଇ

ଝାରସୁଗୁଡ଼ା : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳଡିଆଁ  ପର୍ବ । ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଭାଇ ବିହାରୀ ଚନ୍ଦ୍ର ବିଶ୍ୱାଳ । ତାଙ୍କ ପୁତ୍ର ବଧୂ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ବେହେରାମାଲ ବିଜେପି କାର୍ଯ୍ୟାଳୟରେ…

[ଭିଡ଼ିଓ]ଝାରସୁଗୁଡ଼ା ଡ଼ିଆରଡ଼ିଏ ଅଫିସରେ ପଶିଲା କରୋନା, ୩ଦିନ ଅଫିସ ସିଲ୍

ଝାରସୁଗୁଡ଼ା: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଛି । ଝାରସୁଗୁଡ଼ା ଡ଼ିଆରଡ଼ିଏ ଅଫିସରେ ପଶିଲା କରୋନା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ୨୨ କର୍ମଚାରୀ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହେବା ପରେ ୩ଦିନ ଅଫିସ ସିଲ୍ କରାଯାଇଛି । ଏନେଇ…

ଝାରସୁଗୁଡ଼ାରେ ପାଳିତ ହେବ ଉଡ଼ାନ ଉତ୍ସବ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଆଜି ପାଳନ ହେବ ଉଡ଼ାନ୍ ଉତ୍ସବ । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବାକୁ ଥିବା ଏହି ଉତ୍ସବରେ ଯୋଗଦେବାକୁ ଗସ୍ତ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏଠାରେ ପହଞ୍ଚିବା ପରେ ଆୟୋଜିତ ହେବାକୁ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରିବା ବେଳେ ମନ୍ତ୍ରୀ ନବ ଦାସଙ୍କୁ କଳା ପତାକା ପ୍ରଦର୍ଶନ

ଝାରସୁଗୁଡା : ଝାରସୁଗୁଡାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ଫେରବା ବେଳେ ମନ୍ତ୍ରୀ ନବ ଦାସଙ୍କୁ କଳା ପତାକା ପ୍ରଦର୍ଶନ । ମନ୍ତ୍ରୀ ନବ ଦାସ ସର୍କିଟ ହାଉସ ଯିବା ସମୟରେ ଓଏମ୍‌ପି ଛକରେ ବିଜେପି କର୍ମୀମାନେ ତାଙ୍କ ଗାଡିକୁ କଳାପତାକା ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ଗ୍ରାମ୍ୟଉନ୍ନୟନ…